ଅନ୍ୟ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରାଉଛି ଚାଇନା…
ବେଜିଂ,୧୯।୧୧ : ନିଜର ସାମରିକ କ୍ଷମତା ବୃଦ୍ଧି କରିବା ଲାଗି ଚାଇନା ଅନ୍ୟ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରାଇବା ଜାରି ରଖିଛି। ଏହା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଜାଣତରେ କରାଯାଇଥିବା ପଲିସି ରିସର୍ଚ୍ଚ ଗ୍ରୁପ୍ର ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ…
ଜେଲେନେକ୍ସିଙ୍କୁ ଭେଟିଲେ ଋଷି ସୁନକ…
କ୍ୱିଭ୍,୧୯।୧୧ : ରୁଷିଆ ଆକ୍ରମଣକୁ ବିଶ୍ୱ ବ୍ୟାପି ବିରୋଧ କରାଯାଉଛି। ଏହି ମର୍ମରେ ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିବାର ୨୪ ଦିନ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନର କ୍ୱିଭ୍ ଗସ୍ତ କରିଛନ୍ତି। ଏହି ଅବସରରେ ସେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡମିୟର…
ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ
ବଡ଼ବିଲ,୧୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସାନ୍ତବାହାଳ ଗ୍ରାମର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ହାୟାରପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଜବତ ହୋଇ ଶନିବାର ବ୍ୟବଚ୍ଛେଦ କରାଯାଇଛି। ଏନେଇ ପୋଲିସ କେସ୍ ୨୮୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ…
ପୁଅଙ୍କୁ ଭେଟି ଭାବବିହ୍ବଳ ହେଲେ ଧାଓ୍ବନ
ନୂଆଦିଲ୍ଲୀ,୧୯।୧୧: ଟିମ୍ ଇଣ୍ଡିଆ ଓପନର୍ ଶିଖର ଧାଓ୍ବନ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ଟିମ୍ରେ ନେତୃତ୍ୱ ନେବେ। ନଭେମ୍ବର ୨୫ରୁ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଧାଓ୍ବନ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ସେଠାରେ ସେ ପୁଅ ଜୋରାଓ୍ବରଙ୍କୁ ଭେଟି ଭାବବିହ୍ବଳ ହୋଇଛନ୍ତି।…
ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅରୁଣ ଗୋଏଲ ନିର୍ବାଚନ କମିଶନର ନିଯୁକ୍ତି…
ନୂଆଦିଲ୍ଲୀ,୧୯।୧୧ : ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଅରୁଣ କେବେଠାରୁ କାର୍ଯ୍ୟ କରିବେ ସେ ନେଇ ତାରିଖ ଘୋଷଣା ହୋଇନାହିଁ। ଅରୁଣ…
କରୋନା କଟକଣା ଉଠାଇଲେ ସରକାର
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟରୁ ସମସ୍ତ କରୋନା କଟକଣାକୁ ହଟାଇ ଦେଇଛନ୍ତି ସରକାର। କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର ଏହି କଟକଣାକୁ ଉଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଆବଶ୍ୟକ ଥିଲେ ଲୋକେ ସ୍ବଇଚ୍ଛାରେ ନିୟମ ମାନିପାରିବେ ବୋଲି ସରକାର କହିଛନ୍ତି। ଯେଉଁଠି…
୩ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ୨୪୫ ଶିକ୍ଷାକର୍ମୀ
ସିମୁଳିଆ,୧୯ା୧୧(ଡି.ଏନ୍.ଏ.): ଓଡ଼ିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ବାନରେ ଶନିବାର ସିମୁଳିଆର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଦ୍ୱାରା ୩ ଦଫା ଦାବି ନେଇ ଶିକ୍ଷକ ଭବନ ପରିସରରେ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୨୪୫ଜଣ ଶିକ୍ଷୟିତ୍ରୀ/ଶିକ୍ଷକ…
ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି୨୦ ଖେଳିବ ଭାରତ; ଏମିତି ହୋଇପାରେ ସମ୍ଭାବ୍ୟ ଏକାଦଶ
ନୂଆଦିଲ୍ଲୀ,୧୯।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ରବିବାର ଖେଳାଯିବ। ଏହି ମ୍ୟାଚ୍ରେ ବର୍ଷା ବାଧକ ସାଜିପାରେ ବୋଲି କୁହାଯାଉଥିବା ବେଳେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମସନ ଖରା ହେବ ବୋଲି କହିଛନ୍ତି। ତେବେ ଯଦି ଏହି ମ୍ୟାଚ୍ ଖେଳାଯାଏ ତେବେ ଭାରତ…
କ୍ରେଡିଟ୍ କାର୍ଡରୁ ୭୦ ହଜାର ଟଙ୍କା ଗାଏବ
ସିମୁଳିଆ,୧୯ା୧୧(ଡି.ଏନ୍.ଏ.): ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଅନ୍ଲାଇନ୍ ଠକେଇ ସମ୍ପର୍କରେ ସଚେତନତା ପ୍ରକାଶ ପାଉଛି। ଏହା ପରେ ମଧ୍ୟ ଲୁଟେରାଙ୍କ କବଳରୁ ନିସ୍ତାର ମିଳୁନାହିଁ। କ୍ରେଡିଟ୍ କାର୍ଡରୁ ୭୦ ହଜାର ଟଙ୍କା ଗାଏବ ପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ…
ଚାଇନାରେ କରୋନା ଆତଙ୍କ, ବେଜିଂରେ ମିନି ଲକ୍ଡାଉନ…
ବେଜିଂ,୧୯।୧୧ : ଚାଇନାରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ଦେଖାଦେଇଛି। ରାଜଧାନୀ ବେଜିଂରେ ୫୦୦ କରୋନା ଆକାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଦେଶରେ ୨୫ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। ବେଜିଂରେ ସରକାରଙ୍କ ପକ୍ଷରୁ ମିନି ଲକଡାଉନ୍ ଜାରି…
ହିତାଧିକାରୀଙ୍କୁ ଶୀତକାଳୀନ ସହାୟତା ଦେବେ ସରକାର
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଭତ୍ତା ହିତାଧିକାରୀଙ୍କୁ ରାଜ୍ୟ ସରକାର ଶୀତକାଳୀନ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଅଧିକ ୩୦୦ ଟଙ୍କା ପ୍ରଦାନ କରାଯିବ। ଡିସେମ୍ବରରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ। ସାମାଜିକ ସୁରକ୍ଷା…
ଆଉ ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ତବସୁମ୍
ବମ୍ବେ: ଆଉ ନାହାନ୍ତି ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ତବସୁମ୍। ୭୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଶୁକ୍ରବାର ରାତିରେ ତାଙ୍କର ହୃଦଘାତ ହୋଇଥିଲା। ଏହାକୁ ନେଇ ତାଙ୍କୁ ମୁମ୍ବାଇସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ…

