Home

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟ୍‌କା

ସିଡନୀ,୨୦।୧୦: ଟି-୨୦ ବିଶ୍ୱକପ ୨୦୨୨ରେ ଆହତ ଖେଳାଳିଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆହତ ଯୋଗୁ ଅଷ୍ଟ୍ରେଲିଆ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ଇଂଲିଶ ଟି-୨୦ ବିଶ୍ୱକପରୁ ବାଦ ପଡିଛନ୍ତି। ତେବେ ତାଙ୍କୁ ରିଜର୍ଭ ଖେଳାଳି ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସିଡ୍‌ନୀରେ ଗଲ୍ଫ…

ହିମାଚଳ ପ୍ରଦେଶର ୭୪ ପ୍ରତିଶତ ବିଧାୟକ କୋଟିପତି, ୧୯ ଜଣଙ୍କ ବିରୋଧରେ ଅପରାଧୀକ ମାମଲା…

ଶିମଲା,୨୦।୧୦ : ହିମାଚଳ ଇଲେକଶନ ୱାଚ, ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ହିମାଚଳ ଜ୍ଞାନ ବିଜ୍ଞାନ ସମିତି ଦ୍ୱାରା ନିର୍ବାଚନ ସାକ୍ଷରତା ଅଭିଯାନ ଅନ୍ତର୍ଗତ ୧୫୦୦ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳରେ ୫୦ ହଜାରରୁ ଅଧିକ ପରିବାରଙ୍କ ନିକଟରେ…

ରୁଷିଆ ବି ମାନିଲା ପିଓକେ ଭାରତର ଅଂଶ

ମସ୍କୋ,୨୦।୧୦: ଶେଷରେ ରୁଷିଆ ମଧ୍ୟ ଜମ୍ମୁ କଶ୍ମୀର, ଲଦାଖ ଏବଂ ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସ୍ବୀକୃତି ଦେଇଛି। ରୁଷିଆ ସରକାର ଜାରି କରିଥିବା ଏସସିଓ ସଦସ୍ୟ ଦେଶ ମାନଚିତ୍ର ଏହା ପ୍ରମାଣ କରିଛି। ପ୍ରକାଶିତ ମାନଚିତ୍ରରେ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୯ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୩୫ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୨୪ ଲୋକାଲ୍‌ କେସ୍‌ ରହିଛି। ଏହାଛଡ଼ା ୧୦ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷ ତଳେ ରହିଥିବା ନେଇ ଗୁରୁବାର…

ଥମୁଛି ସଂକ୍ରମଣ, ସବ୍‌ ଭାରିଆଣ୍ଟ ନେଇ ଆତଙ୍କ,ପୁଣି ଫେରିଲା ମାସ୍କ…

ନୂଆଦିଲ୍ଲୀ, ୨୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୬ ହଜାର ତଳେ ରହିଛି। ଗତ ୨୪…

ପୁଣି ହୃଦୟ ଜିତିଲେ ଧୋନୀ

ରାଞ୍ଚି,୨୦।୧୦: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକମାନେ ସାରା ବିଶ୍ୱରେ ଅଛନ୍ତି। ତାଙ୍କ ଝଲକ ଟିକେ ପାଇବାକୁ ପ୍ରଶଂସକ ସର୍ବଦା ଆଗ୍ରହୀ ଥାନ୍ତି। ଧୋନୀଙ୍କ ଫଟୋ-ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ନିକଟରେ ଏହିପରି ଗୋଟିଏ ଭିଡିଓ ରାଞ୍ଚିରୁ ଆସିଛି।…

ନଭେମ୍ବରରେ ଶାହବାଜଙ୍କ ଚାଇନା ଗସ୍ତ,ଋଣ ପରିଶୋଧ କୋହଳ ପାଇଁ ଅନୁରୋଧ କରିବ ପାକିସ୍ତାନ…

ଇସଲାମାବାଦ,୨୦।୧୦ : ନଭେମ୍ବରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଚାଇନା ଗସ୍ତ କରିବେ। ପାକିସ୍ତାନ ସରକାରର ମନ୍ତ୍ରୀ ଅହସାନ ଇକବାଲ ଇସଲାମାବାଦରେ ଗଣମାଧ୍ୟମକୁ ସୂଚନା ଦେଇ ଏହି ଗସ୍ତ ସମ୍ପର୍କରେ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ମାସ ନଭେମ୍ବରରେ…

ବଳାତ୍କାର ଅଭିଯୋଗ ଆଣିଥିବା ଲେଖିକାଙ୍କ ବିରୋଧରେ ସାକ୍ଷ୍ୟ ଦେଲେ ଟ୍ରମ୍ପ…

ଓ୍ବାଶିଂଟନ,୨୦।୧୦ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେଖକ ଇ. ଜାନ କାରୋଲଙ୍କ ବିରୋଧରେ ସାକ୍ଷ୍ୟ ଦେଇଛନ୍ତି। ତାଙ୍କ ଦ୍ୱାରା ଅଣାଯାଇଥିବା ବଳାତ୍କାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କାରୋଲ ଅଭିଯୋଗ କରିଥିଲେ ଯେ ଟ୍ରମ୍ପ ୧୯୯୬ ମସିହାର ପ୍ରାରମ୍ଭରେ ତାଙ୍କୁ…

ମୁମ୍ବାଇରେ ବୋମା ଆତଙ୍କ, ଫୋନ୍‌ରେ ଧମକ…

ମୁମ୍ବାଇ,୨୦।୧୦: ମୁମ୍ବାଇ ପୋଲିସକୁ ବୁଧବାର ଜଣେ ଅଜ୍ଞାତ ବ୍ୟକ୍ତି ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟାଇବାକୁ ଧମକ ଦେଇଥିଲେ। ସେ ପୋଲିସ ହେଲ୍ପଲାଇନ ନମ୍ବର ୧୧୨ କୁ ଫୋନ କରି କହିଥିଲେ ଯେ ମୁମ୍ବାଇ ମହାନଗରର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବୋମା…

ଅଭିନବ ଉପାୟରେ ନିଶା କାରବାର: କୋଲ୍ଡ ଡ୍ରିଙ୍କ୍‌ସରେ ମିଶାଉଥିଲେ ନିଶା

ବଲାଙ୍ଗୀର ଅଫିସ, ୨୦ା୧୦: ଅଭିନବ ଉପାୟରେ ନିଶା କାରବାର ଚଳାଇଥିବା ଜଣେ ବ୍ୟକ୍ତି ଓ ତାଙ୍କ ନାବାଳକ ପୁଅକୁ ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ ମଙ୍ଗଳବାର ରାତିରେ ଧରିଛି। କୋଲ୍ଡ ଡ୍ରିଙ୍କ୍‌ସରେ ନିଶା ମିଶାଇ ଏହାକୁ ସେମାନେ ସହରରେ ବିକ୍ରି କରୁଥିଲେ।…

ବଢ଼ିଲା ଶ୍ରମିକଙ୍କ ପାରିଶ୍ରମିକ, ଅକ୍ଟୋବର ପହିଲାରୁ ହେବ ଲାଗୁ

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି ହୋଇଛି। ୮୯ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଦୈନିକ ପାରିଶ୍ରମିକ ୭ ଟଙ୍କା ଲେଖାଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅକ୍ଟୋବର ପହିଲାରୁ ଏହା ଲାଗୁ ହେବା ନେଇ ଘୋଷଣା କରାଯାଇଛି। ଏନେଇ ଶ୍ରମ ଆୟୁକ୍ତଙ୍କ…

ଫସଲ ଚିନ୍ତାରେ ଚାଷୀ

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ବିଲରେ ବର୍ଷକ ପରିଶ୍ରମର ଫଳକୁ ଚାହିଁଛନ୍ତି ଚାଷୀ। ଚଳିତବର୍ଷ ଭଲ ବର୍ଷା ହୋଇଥିବାରୁ ମନଲୋଭାଣିଆ ଧାନ ଫସଲ ହୋଇଛି। ମାସକ ପରେ ଧାନ ଅମଳ କରିବେ। ଏହି ଖୁସିରେ ବିଭୋର ଚାଷୀଙ୍କ ପାଇଁ ଏବେ କଳାବାଦଲ ଘୋଟି ଆସୁଛି। ବଙ୍ଗୋପସାଗରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri