ଡକାୟତି ଯୋଜନା ବେଳେ ପୋଲିସର ଚଢ଼ାଉ: ୩ ଗିରଫ, ଖସିଗଲେ ୨
ବଡ଼ବିଲ,୨୬ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ କାଶିଆ ଜଙ୍ଗଲରେ ଚଢ଼ାଉ କରି ଡକାୟତି ଯୋଜନା କରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୨ ଅଭିଯୁକ୍ତ ପୋଲିସକୁ ଚକ୍ମା ଦେଇ ଖସିଯିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ୩ ଜଣଙ୍କ…
ଏବେ ମାଓବାଦୀଙ୍କ ରାଜ୍ ଚଳିବ ନାହିଁ, ସ୍ବାଭିମାନ ଅଞ୍ଚଳରେ ପୋଲିସ-ଗୁଇନ୍ଦା ବିଭାଗ ମାରିଲା ପୋଷ୍ଟର
ଚିତ୍ରକୋଣ୍ଡା,୨୬ା୧୦(ଡି.ଏନ୍.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ତଥା ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସୀମାନ୍ତ ଅଞ୍ଚଳରୁ ମାଓବାଦୀ ମୂଳପୋଛ ପାଇଁ ପ୍ରୟାସ ଜାରି ରହିଛି। ଦିନ ଥିଲା ଉକ୍ତ ଅଞ୍ଚଳରେ ମାଓବାଦୀ ରାଜ୍ କରୁଥିଲେ ତାଙ୍କ ବିନା ଇସାରାରେ ପତ୍ରଟିଏ…
ବର୍ଷେ ଯାଏ ଗ୍ୟାଙ୍ଗଷ୍ଟର ସକିଲଙ୍କୁ ତଡ଼ିପାର ନିର୍ଦ୍ଦେଶ
କଟକ ଅଫିସ,୨୬।୧୦: ଗ୍ୟାଙ୍ଗଷ୍ଟର ସକିଲଙ୍କୁ ତଡ଼ିପାର ନିର୍ଦ୍ଦେଶ। ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବାରୁ ତାଙ୍କ ନିକଟକୁ ବର୍ଷେ ଲାଗି ତଡ଼ିପାର ନୋଟିସ ପଠାଇଛି କଟକ କମିଶନରେଟ ପୋଲିସ। ଏହା ଅନୁଯାୟୀ ଆଗାମୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସକିଲ କମିଶନରେଟ ପୋଲିସ…
ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ର ଅବହେଳିତ, ବିକାଶ ଦାବି
କେନ୍ଦୁଝର,୨୬ା୧୦(ସ୍ବ.ପ୍ର.): ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରକୁ ଅବହେଳା କରାଯାଉଥିବା ନେଇ ସ୍ଥାନୀୟ ଅଧିବାସୀମାନେ ଜିଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବଂଶପାଳ ବ୍ଲକ ଅନ୍ତର୍ଗତ ଡଙ୍ଗା ପାଣି, କଣ୍ଟା କୋଳି, ମେଦିନୀପୁର, ଭେଜିଡିହି ଗ୍ରାମର ଅଧିବାସୀମାନେ…
ଅଭିଷେକଙ୍କ ସହ ଫଟୋ ଶେୟାର କରି ଏମିତି ଲେଖିଲେ ଭଉଣୀ
ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ନିକଟରେ ସେମାନଙ୍କ ବଙ୍ଗଳାରେ ଏକ ଗ୍ରାଣ୍ଡ ଦିଓ୍ବାଲୀ ପାର୍ଟି କରିଥିବା ଦେଖିବାକୁ ମିଳିଥିଲା। ଏହି ପାର୍ଟିରେ ବଲିଉଡ୍ର ଅଧିକାଂଶ ସେଲିବ୍ରିଟି ସାମିଲ ହୋଇଥିଲେ। ଏବେ ଏହି ବଙ୍ଗଳାରୁ ପୁଣି ଏକ…
କେବେ ଦୁଇବେଳା ମ୍ୟାଗି ଖାଇ ରହୁଥିଲେ, ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ପାଣ୍ଡ୍ୟା ବ୍ରଦର୍ସ
ନୂଆଦିଲ୍ଲୀ,୨୬।୧୦: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ମୁକାବିଲାରେ ଅଲରାଉଣ୍ଡ ପ୍ରଦର୍ଶନ କରି ଭାରତକୁ ବିଜେତା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରଥବେ ବୋଲିଂ ଆଉ ପରେ ବ୍ୟାଟିଂରେ ଚମକିଥିଲେ ସେ। ମ୍ୟାଚ୍ ଶେଷ ହେବା…
ଚାରି ବର୍ଷର ବ୍ରେକ୍, ଏବେ ପୁଣି ଫେରୁଛନ୍ତି ରତନ ରାଜପୁତ୍
ବମ୍ବେ: ଟେଲିଭିଜନଜଗତର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ରତନ ରାଜପୁତ। ଦୀର୍ଘ ଚାରି ବର୍ଷରୁ ଅଧିକ ସମୟ ଧରି ସେ କୌଣସି ଶୋ’ରେ ନଜର ଆସିନାହାନ୍ତି। ପ୍ରଶଂସକମାନେ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିବା ବେଳେ ଏବେ ସେ ଦିନ କେବେ ଆସିବ…
ସମୟ ଆସିଲେ ସବୁ ସତ କହିବି: ଅର୍ଚ୍ଚନା ନାଗ
ଭୁବନେଶ୍ୱର,୨୬ା୧୦(ବ୍ୟୁରୋ): ମାସକ ପରେ ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କୁ କ୍ୟାମେରା ସାମ୍ନାରେ ଦେଖିବାକୁ ମିଳିଛି। ବୁଧବାର କଡ଼ା ସୁରକ୍ଷା ବଳୟ ଭିତରେ ଝାରପଡ଼ା ଜେଲ୍ରୁ ଭୁବନେଶ୍ୱର ଏସ୍ଡିଜିଏମ୍ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ସେଠାରେ ଅର୍ଚ୍ଚନା ହାଜିରା ପକାଇବା ପରେ ଜାମିନ…
‘ମୁଁ ବାପା ହେବାକୁ ଯାଉଛି’
ମୁମ୍ବାଇ: ଆୟନ ମୁଖାର୍ଜୀଙ୍କ ସ୍ବପ୍ନର ପ୍ରୋଜେକ୍ଟ ‘ବ୍ରହ୍ମାସ୍ତ୍ର’ ବର୍ତ୍ତମାନ ମୁକ୍ତିଲାଭ କରିସାରିଛି। ଫିଲ୍ମକୁ ହିଟ୍ ମଧ୍ୟ ସାବ୍ୟସ୍ତ କରାଯାଇଛି। ଆୟନଙ୍କ ସହ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ‘ବ୍ରହ୍ମାସ୍ତ୍ର’ରେ ପାଞ୍ଚ ବର୍ଷରୁ ଅଧିକ ସମୟ କାଟିଛନ୍ତି। ରିଲିଜ ପୂର୍ବରୁ…
ରଶ୍ମୀ ଶୁକ୍ଲା ହେବେ ଡିଜିପି, ଶିନ୍ଦେଙ୍କ ନୂଆ ପଦକ୍ଷେପ, କେନ୍ଦ୍ର ସରକାରଙ୍କ ପାଖକୁ ଯିବ ଭିଜିଲାନ୍ସ କ୍ଲିୟରାନ୍ସ ରିପୋର୍ଟ…
ମୁମ୍ବାଇ,୨୬।୧୦ : ଉଦ୍ଧବ ଠାକରେଙ୍କ ଶାସନ କାଳରେ ଫୋନ ଟ୍ୟାପିଂ ମାମଲାରେ ମହାରାଷ୍ଟ୍ର ଆଇପିଏସ ଅଧିକାରୀ ରଶ୍ମି ଶୁକ୍ଲାଙ୍କ ବିରୋଧରେ ଏଫଆଇଆର୍ ପଞ୍ଜିକୃତ ହୋଇଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଭାଜପା ନେତୃତ୍ୱାଧୀନ ସରକାର ତାଙ୍କୁ ରାଜ୍ୟର ଡିଜିପି କିମ୍ବା…
ସ୍ତ୍ରୀ ଚାରୁଙ୍କୁ ଡ୍ରାମାକୁଇନ୍ କହିଲେ ସୁସ୍ମିତାଙ୍କ ଭାଇ; ଛାଡପତ୍ର ନେଇ ଘୋଷଣା କରି ପୁଣି ଚମକାଇଲେ…
ବମ୍ବେ: କେବେ ଛାଡ଼ପତ୍ର ନେଇ ଘୋଷଣା ତ କେବେ ଏକାଠି ହେବା। ବିବାହ କରିବା ଦିନଠାରୁ ସନ୍ତାନ ଜନ୍ମ ପର୍ଯ୍ୟନ୍ତ, ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ଏବଂ ଭାଉଜ। ପ୍ରଶଂସକମାନେ ମଧ୍ୟ…
ଆସନ୍ତା ସପ୍ତାହରେ ଚାଇନା ଯିବେ ଶେହବାଜ
ଇସଲାମାବାଦ,୨୬ା୧୦: ଆସନ୍ତା ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଦୁଇ ଦିନିଆ ଚାଇନା ଗସ୍ତରେ ଯାଇ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ ଭେଟିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବୁଧବାର କହିଛି ଯେ, ଏହି ସମୟ ମଧ୍ୟରେ ସେ ରଣନୈତିକ ସହଯୋଗ ଏବଂ ସହଭାଗିତା…
Archives


