Posted inଜାତୀୟ

ସ୍ଥାୟୀ ଆଇନ ଆୟୋଗ ଗଠନ ପାଇଁ ଆଟର୍ନି ଜେନେରାଲଙ୍କ ସୁପାରିଶ…

ନୂଆଦିଲ୍ଲୀ,୨୬।୧୧ : ଏକ ସ୍ଥାୟୀ ଆଇନ ଆୟୋଗ ଗଠନ ପାଇଁ ଆଟର୍ନି ଜେନେରାଲ ଆର ଭେଙ୍କଟାରମଣି ସୁପାରିଶ କରିଛନ୍ତି। ଏହା ମାଧ୍ୟମରେ ଆଇନଗତ ସଂସ୍କାର ସମ୍ଭବ ହେବ ବୋଲି ସେ କହିଛନ୍ତି। ସମ୍ବିଧାନ ଦିବସ ଅବସରରେ ସୁପ୍ରିମକୋର୍ଟ ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଆଇନ ସଂସ୍କାର ପାଇଁ ଆମକୁ ସ୍ଥାୟୀ ଆଇନ ଆୟୋଗର ଆବଶ୍ୟକତା ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ ପରିବାର କୋର୍ଟରେ ଅପିଲର ଭାର ହ୍ରାସ କରିବାର ଆବଶ୍ୟକତା ରହିଛି। ସମ୍ପତ୍ତି ଆଇନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସମାଧାନ ଆୟୋଗର ମଧ୍ୟ ଆବଶ୍ୟକତା ଅଛି ।

ହାଇକୋର୍ଟରେ ନିରବଚ୍ଛିନ୍ନ ତଥା ବହୁ ସଂଖ୍ୟକ ମାମଲା ସହିତ ବୈଧାନିକ ଅପିଲ ଦ୍ୱାରା ଅଦାଲତକୁ ଓଭରଲୋଡ କରିବା ବନ୍ଦ କରିବା ଉଚିତ।
ଦେଶର ଆଇନଗତ ଲୋକମାନେ ସେହି ଦିନକୁ ଅପେକ୍ଷା କରିବା ଉଚିତ ଯେତେବେଳେ ଦେଶର ଜେଲଗୁଡ଼ିକ ଯୁବବଗ ଶୂନ୍ୟ ହେବ ଏବଂ ସେମାନଙ୍କର ଆତ୍ମା ପରିବର୍ତ୍ତନ ଆଡକୁ ଆକର୍ଷିତ ହେବ। ସେ କହିଛନ୍ତି ଯେ ଆଇନର ସକ୍ରିୟତା ଯୋଗୁ ହିଂସା ହ୍ରାସ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ଏମିତି କହିଲେ ଶାହା, ସମସ୍ତେ ହସିଲେ

ନୂଆଦିଲ୍ଲୀ,୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ଏକ ମଜାଳିଆ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଲୋକ ସଭାରେ ତୃଣମୂଳ କଂଗ୍ରେସ ଏମ୍‌ପି...

ଏସ୍‌ପି ସହ ହାତ ମିଳାଇବାକୁ ଚାହାନ୍ତି ମମତା

ଲକ୍ଷ୍ନୌ, ୧୨।୯: ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ଲକ୍ଷ୍ୟ...

ଯୁବକଙ୍କୁ ପିଟି ମାରିଦେଲେ

ନୂଆଦିଲ୍ଲୀ,୩୧ା୮: ପଶ୍ଚିମ ଦିଲ୍ଲୀର ନାରାଇନାରେ ମୋବାଇଲ୍‌ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ପିଟି ପିଟି ମାରିଦିଆଯାଇଛି। ହତ୍ୟା ଅଭିଯୋଗରେ ପୋଲିସ ଘଟଣାସ୍ଥଳରୁ ୪...

ଜୁଲାଇ ୨ରୁ ହେବ ରାମଲଲା ମନ୍ଦିର ନିର୍ମାଣର ଔପଚାରିକ ଶୁଭାରମ୍ଭ

ଅଯୋଧ୍ୟା,୧୮।୬: ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୁଲାଇ ୨ରୁ ଔପଚାରିକ ଭାବେ ଆରମ୍ଭ ହେବ। କାରଣ ଜୁଲାଇ ୨ରେ ଦେବତାମାନଙ୍କର ଦେବଶୟନ...

ଅନ୍ନଦାତାଙ୍କ ରୋଷ: ଏନ୍‌ଏଚ୍‌-୯ ଅବରୋଧ, ସରକାରଙ୍କ ପାଖରେ ୩ ବିକଳ୍ପ

ନୂଆଦିଲ୍ଲୀ,୩।୧୨: କୃଷି ଆଇନ ନେଇ ଅନ୍ନଦାତାଙ୍କ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି। ପଞ୍ଜାବ ଏବଂ ହରିୟାଣାର ଚାଷୀ ଦିଲ୍ଲୀ ମୁହାଁ ହୋଇଥିବାବେଳେ ସେମାନଙ୍କୁ ଦିଲ୍ଲୀରେ ପ୍ରବେଶ...

ଅଯୋଧ୍ୟା ରାୟ ଆସିବା ପୂର୍ବରୁ ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଅଯୋଧ୍ୟା,୮।୧୧: ଆସନ୍ତା ସପ୍ତାହରେ ରାମଜନ୍ମଭୂମି-ବାବ୍ରି ମସଜିଦ ରାୟ ଆସିବ। ଏହା ପୂର୍ବରୁ ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା...

ସାଲାଇନ୍‌ ଗର୍ଗଲ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌କୁ ଆଇସିଏମ୍‌ଆର୍‌ ମଞ୍ଜୁରୀ…

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣ ନେଇ ଦେଶରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ଟେଷ୍ଟ୍‌ ସଂଖ୍ୟା ବୃଦ୍ଧି କରିବା ଲାଗି ଆଇସିଏମ୍‌ଆର୍‌ ପକ୍ଷରୁ ବଡ଼ ନିଷ୍ପତ୍ତି...

ମୋଦିଙ୍କ ନିବେଦନ ସହର ଛାଡି ଗାଁକୁ ଯାଆନ୍ତୁ ନାହିଁ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସର ଭୟାବହତାକୁ ଦେଖି ଦେଶର ଅଧିକାଂଶ ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକଙ୍କ ପେଟପାଟଣା ଉପରେ ଏହାର ପ୍ରଭାବ ପଡିଛି। ଏହାକୁ...

Advertisement
Archives

Model This Week