ବ୍ୟାପୁଛି କିଡ୍ନୀ ରୋଗ: ରକ୍ତ ସଂଗ୍ରହ କଲା ସ୍ବାସ୍ଥ୍ୟବିଭାଗ
ବଇଣ୍ଡା,୨୮।୧୦(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା ଓ ବାସୁଦେବପୁର ଗ୍ରାମରେ କିଡନୀ ରୋଗ ବ୍ୟାପୁଥିବାବେଳେ ଗୁରୁବାର ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଉଭୟ ଗ୍ରାମକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛି। ଗତ ୨ ବର୍ଷ ହେବ ଏହି…
ଦେଶ ପାଇଁ ସବୁ ରାଜ୍ୟ ଏକାଠି କରନ୍ତୁ କାମ: ମୋଦି
ଚଣ୍ଡିଗଡ,୨୮।୧୦: ହରିୟାଣାର ସୁରଜକୁଣ୍ଡ ଠାରେ ଦୁଇ ଦିନିଆ ଚିନ୍ତନ ଶିବିରର ଆଜି ଶେଷ ଦିନ। ପ୍ରଥମ ଦିନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭାଷଣ ସହିତ ଏହି ଚିନ୍ତନ ଶିବିର ଆରମ୍ଭ କରିଥିଲେ। ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ…
ଜିଲାରେ ୧୪୦ ଡେଙ୍ଗୁ ରୋଗୀ ଚିହ୍ନଟ
ବ୍ରହ୍ମପୁର ଅଫିସ,୨୮ା୧୦: ଗଞ୍ଜାମ ଜିଲାରେ ଦିନକୁ ଦିନ ଡେଙ୍ଗୁ ତା’ର କାୟା ବିସ୍ତାର କରିବାରେ ଲାଗିଛି। ପୁଣିଥରେ ୫ ଜଣଙ୍କ ରକ୍ତ ନମୁନା ପଜିଟିଭ ଆସିଛି। ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରେ ଦିଗପହଣ୍ଡି ବ୍ଲକର ୩ଜଣ ରହିଥିବା ବେଳେ ଜଣେ ଶେରଗଡ ବ୍ଲକର…
ଜବରଦଖଲକାରୀଙ୍କ କବ୍ଜାରେ ସରକାରୀ ଜମି
ଗୋପାଳପୁର,୨୮ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା କନିଷି ହାଟସ୍ଥିତ ତୁଳୁ ରୋଡ୍ରେ ଜବରଦଖଲ କରି ରହିଥିବା ବ୍ୟକ୍ତିଙ୍କୁ କନିଷି ତହସିଲ ପକ୍ଷରୁ ଉଚ୍ଛେଦ ନେଇ ନୋଟିସ ଜାରି କରାଯାଇଛି। କନିଷି ତହସିଲ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ମୂଲ୍ୟବାନ ସରକାରୀ ଜମିକୁ…
ନିଖୋଜ ଅଛନ୍ତି କି ଏମ୍ପି ଶତ୍ରୁଘ୍ନ ସିହ୍ନା: ଲାଗିଲା ପୋଷ୍ଟର
କୋଲକତା,୨୮।୧୦: ପଶ୍ଚିମବଙ୍ଗର ଆସାନସୋଲ ଲୋକ ସଭା ଆସନରୁ ତୃଣମୂଳ କଂଗ୍ରେସ (ଟିଏମସି) ଏମ୍ପି ଥିବା ଶତୃଙ୍ନ ସିହ୍ନା ‘ନିଖୋଜ’ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ନିଖୋଜ ଥିବା ପୋଷ୍ଟର ଆସନସୋଲରେ ଲାଗିଛି। ବିହାର ବାବୁ ନାମରେ ଜଣାଶୁଣା ଶତୃଘ୍ନ…
ଦାରିଙ୍ଗବାଡ଼ିରେ ଖସିଲା ପାରଦ: ବୃଦ୍ଧି ପାଉଛି ଶୀତ
ଦାରିଙ୍ଗବାଡ଼ି,୨୮ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରହିଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ଫୁଲବାଣୀରେ ସର୍ବନିମ୍ନ ୧୫ଡିଗ୍ରୀ ତାପମାତ୍ରା ରହିଛି। ଧିରେ ଧିରେ ପାଗ…
ପାକିସ୍ତାନ କ୍ରିକେଟ୍ ଦଳକୁ ଟ୍ରୋଲ୍ କଲେ ଜିମ୍ବାଓ୍ବେ ରାଷ୍ଟ୍ରପତି
ପର୍ଥ,୨୮।୧୦: ଟି-୨୦ ବିଶ୍ୱକପ ୨୦୨୨ର ବହୁତ ରୋମାଞ୍ଚକର ମ୍ୟାଚରେ ଜିମ୍ବାୱେ ପାକିସ୍ତାନକୁ ୧ ରନ୍ରେ ପରାସ୍ତ କରି ଏକ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ ଜିମ୍ବାୱେର ରାଷ୍ଟ୍ରପତି ଏମର୍ସନ ଡାମ୍ବୁଜୋ ମନ୍ନାଗୱା ଏକ ଟୁଇଟ କରି ତାଙ୍କ…
ନଭେମ୍ବର ୪ରେ କୋଲକାତା ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ କୋଲକାତା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ନବୀନ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ୫ରେ କୋଲକାତା ରାଜ୍ୟ ସଚିବାଳୟରେ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ…
ଆଜି ରାଜ୍ୟରୁ ୪୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୪୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୬,୦୪୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୭ ଜଣ ଚିହ୍ନଟ ହୋଇଥିବା…
ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ
ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଆର୍ ଡବ୍ଲ୍ୟୁଏସ୍ଏସ୍ର ଅତିରିକ୍ତ ଯନ୍ତ୍ରୀ ନିହାର ରଞ୍ଜନ ଦାସ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶୁକ୍ରବାର ସକାଳେ ତାଙ୍କ ଘର ସମେତ ଏକାକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ, ଅଫିସ, ଖୋର୍ଦ୍ଧା,…
୮ ଶ୍ରେଣୀକୁ ୩ କ୍ଲାସ ରୁମ୍, ୪ ଶିକ୍ଷକ
ଦାରିଙ୍ଗବାଡି,୨୮ା୧୦(ଡି.ଏନ.ଏ.): ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତରେ ଥିବା ଏକମାତ୍ର ସେବାଶ୍ରମ ନାହିଁ ନାହିଁରେ ଚାଲିଛି। ଉକ୍ତ ସେବାଶ୍ରମରେ ୧୩୦ ଛାତ୍ରୀ ଏବଂ ୪୦ ଛାତ୍ର ଛାତ୍ରାବାସରେ ରହି ଶିକ୍ଷା ପ୍ରାପ୍ତ କରୁଥିବା ବେଳେ ପ୍ରାୟ ଶହେ ପାଖାପାଖି ଦିବାଧ୍ୟାୟୀ ଛାତ୍ରୀଛାତ୍ର ପଞ୍ଚାୟତର…
ପାକ ସୀମାରେ ୩ ଏକେ ୪୭ ସହିତ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ
ଫିରୋଜପୁର,୨୮ ।୧୦: ସୀମା ସୁରକ୍ଷା ବଳ(ବିଏସଏଫ୍) ଫିରୋଜପୁର ସେକ୍ଟରରେ ଭାରତ-ପାକିସ୍ତାନ ସୀମାରୁ ୩ ଏକେ ୪୭ ରାଇଫଲ, ୩ ମିନି ଏକେ ୪୭ ରାଇଫଲ ଓ ୩ ପିସ୍ତଲ ଜବତ କରିଛନ୍ତି । ଶୁକ୍ରବାର ସକାଳୁ ଦ ଟ୍ରିବ୍ୟୁନକୁ ପଠାଇଥିବା ଏକ…
Archives


