Posted inଖେଳ

‘ରନ୍‌ ମେଶିନ’ ପାଲଟିଲେ ଋତୁରାଜ…

ଅହମ୍ମଦାବାଦ,୩।୧୨: ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ମହାରାଷ୍ଟ୍ରର ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାଏକଓ୍ବାଡ। ଏଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦଳ ପକ୍ଷରୁ ଖେଳି ସେ ୧୩୧ ବଲ୍‌ରେ ୧୦୮ ରନ୍‌ର ଇନିଂସ ଖେଳିଛନ୍ତି। ଟୁର୍ନାମେଣ୍ଟରେ ଏହା ଋତୁରାଜଙ୍କ କ୍ରମାଗତ ତୃତୀୟ ଶତକ। ଏହାପୂର୍ବରୁ ସେ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଉତ୍ତରପ୍ରଦେଶ ବିପକ୍ଷରେ ୨୨୦ ରନ୍‌ର ସ୍ମରଣୀୟ ଇନିଂସ ଖେଳିଥିଲେ। ସେହିଭଳି ସେମିଫାଇନାଲ ମ୍ୟାଚ୍‌ରେ ଆସାମ ବିପକ୍ଷରେ ସେ ୧୬୮ ରନ୍‌ କରିଥିଲେ। ମୋଟ ରନ୍‌ ଦେଖିଲେ ଏହି ଟୁର୍ନାମେଣ୍ଟରେ ସେ ୫ ମ୍ୟାଚ୍‌ରେ ୨୨୦ ହାରରେ ୬୬୦ ରନ୍‌ କରିଛନ୍ତି। ତେବେ ପ୍ରଥମ ଥର ଲାଗି ଋତୁରାଜ ଏଭଳି କାରନାମା କରିନାହାନ୍ତି। ଗତ ସିଜନରେ ମଧ୍ୟ ଋତୁରାଜ ୪ ଶତକ ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଥାଇଲାଣ୍ଡ୍‌ ଓପନ୍‌: ମୁଖ୍ୟ ପର୍ଯ୍ୟାୟରେ ସୌରଭ, ସାଇ

ବ୍ୟାଙ୍କକ୍‌, ୩୦।୭ (ପି.ଟି.)- ଭାରତୀୟ ଶଟ୍‌ଲର ସୌରଭ ବର୍ମା ଓ ସାଇ ଉତ୍ତେଜିଥା ରାଓ ଥାଇଲାଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି।...

ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଏଲିସ୍‌ଙ୍କ ଅବସର

ଓ୍ବେଲିଂଟନ, ୧୯।୩- ଇଂଲଣ୍ଡ କାଉଣ୍ଟି କ୍ରିକେଟ୍‌ କ୍ଲବ କେଣ୍ଟରବରୀ ତଥା ନ୍ୟୁଜିଲାଣ୍ଡ ବୋଲିଂ ଅଲ୍‌ରାଉଣ୍ଡର ଆଣ୍ଡ୍ରିଉ ଏଲିସ୍‌ ୧୮ ବର୍ଷର କ୍ୟାରିୟରରେ ପୂର୍ଣ୍ଣଛେଦ ଟାଣି ଗୁରୁବାର...

ଏସି ମିଲାନ ସହିତ ଚୁକ୍ତି କଲେ ଇବ୍ରାହିମୋଭିଚ୍‌

ମିଲାନ, ୨ା୯ (ଏପି)- ଷ୍ଟାର ଫୁଟ୍‌ବଲ ଖେଳାଳି ଜ୍ଲାଟାନ ଇବ୍ରାହିମୋଭିଚ୍‌ଙ୍କ ସହ ଗୋଟିଏ ସିଜନ ପାଇଁ ଚୁକ୍ତି କରିଛି ଏସି ମିଲାନ। ଦଳ ଏହି ଖେଳାଳିଙ୍କୁ...

ବାରବାଟୀ ମ୍ୟାଚ୍‌ ବନ୍ଦ ଲାଗି ହାଇକୋର୍ଟରେ ଦାୟର ହେଲା ମାମଲା

କଟକ ଅଫିସ,୧।୬: ଆସନ୍ତା ଜୁନ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା...

ରଣଜୀ ଅଧିନାୟକ ବୈଠକ : ଡିଆରଏସ୍‌ ଲାଗୁ,କଏନ ଟସ୍‌ ବାତିଲ ନେଇ ସହମତି

ମୁମ୍ବାଇ, ୧୮।୫(ପି.ଟି.)- ଏଠାରେ ଶୁକ୍ରବାର ଅନୁଷ୍ଠିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କନ୍‌କ୍ଲେଭ ବା ବୈଠକରେ ରାଣଜୀ ଅଧିନାୟକ ଓ କୋଚ୍‌ମାନେ ଅଂଶଗ୍ରହଣ କରିଥିଲେ।...

ଇତିହାସ ରଚିଲେ କେନ ୱିଲିୟମସନ

ଅକଲାଣ୍ଡ,୨୮।୨: ନ୍ୟୁଜିଲାଣ୍ଡର କେନ ୱିଲିୟମସନ ରସ ଟେଲରଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ନ୍ୟୁଜିଲାଣ୍ଡ ପାଇଁ ଟେଷ୍ଟରେ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ସୋମବାର ଇଂଲଣ୍ଡ...

ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ବାଂଲାଦେଶ

ହାମିଲଟନ,୧୪।୩: ଚଳିତ ମହିଳା ଦିନିକିଆ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ବାଂଲାଦେଶ ୯...

ଭାରତ ବିଶ୍ୱକପ୍‌ ଜିତିବା ସପକ୍ଷରେ ୧.୫ ବିଲିୟନ ପ୍ରଶଂସକ: ହାର୍ଦ୍ଦିକ

ନଟ୍ଟିଂହାମ,୧୩।୬(ପିଟି): କେବଳ ୧.୫ ବିଲିୟନ ପ୍ରଶଂସକ ଭାରତ ବିଶ୍ୱକପ୍‌ ଜିତିବ ବୋଲି ଆଶା କରୁଛନ୍ତି। ଏଥିଯୋଗୁ ଭାରତୀୟ ଦଳ ଉପରେ ଚାପ ରହିବ ନାହିଁ ବୋଲି...

Advertisement
Archives

Model This Week