Posted inଜାତୀୟ

୨୦୪୭ ସୁଦ୍ଧା ଭାରତୀୟ ନୌସେନା ହେବ ଆତ୍ମନିର୍ଭର : ନୌସେନା ପ୍ରମୁଖ…

ନୂଆଦିଲ୍ଲୀ,୩।୧୨ : ନୌସେନା ଦିବସର ଗୋଟିଏ ଦିନ ପୂର୍ବରୁ ଭାରତୀୟ ନୌସେନାର ବାର୍ଷିକ ଗଣମାଧ୍ୟମ ସମ୍ମିଳନୀକୁ ଶନିବାର ରାଜଧାନୀ ଦିଲ୍ଲୀରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଆଇଏନଏସ ବିକ୍ରାନ୍ତର କମିଶନକୁ ଐତିହାସିକ ବୋଲି କହିଛନ୍ତି। ଆଇଏନଏସ ବିକ୍ରାନ୍ତର କମିଶନ ଦେଶ ତଥା ନୌସେନା ପାଇଁ ଏକ ଐତିହାସିକ ଘଟଣା ଏବଂ ଏହା ପ୍ରକୃତରେ ଆତ୍ମନିର୍ଭର ଭାରତ ଏକ ପଦଚିହ୍ନ।

ଆର ହରି କୁମାର କହିଛନ୍ତି ଯେ ବହୁତ କମ ଦେଶ ଅଛନ୍ତି ଯେଉଁମାନଙ୍କର ବିମାନ ପରିବହନକାରୀ ନିର୍ମାଣ କରିବାର କ୍ଷମତା ଅଛି। ବର୍ତ୍ତମାନ ଭାରତ ଏଥିରେ ସାମିଲ ହୋଇଛି।

ସରକାର ଆମକୁ ଆତ୍ମନିର୍ଭର ଭାରତ ଏବଂ ସର୍ବୋଚ୍ଚ ନେତୃତ୍ୱ ଉପରେ ସ୍ପଷ୍ଟ ନିର୍ଦ୍ଦେଶନାମା ଦେଇଛନ୍ତି। ୨୦୪୭ ସୁଦ୍ଧା ନୌସେନା ଆତ୍ମନିର୍ଭର ହେବ।

ସେ ଏହା ମଧ୍ୟ କହିଛନ୍ତି ଯେ ଆମକୁ ପ୍ରଥମେ ଯାଞ୍ଚ କରିବାର ଆବଶ୍ୟକତା ହେଉଛି ବିମାନ ଅବତରଣ ବ୍ୟବସ୍ଥା ବିଷୟରେ। ସେହି ପରୀକ୍ଷା ବର୍ତ୍ତମାନ ଚାଲିଛି। ଆମେ ଆଶା କରୁଛୁ ମେ କିମ୍ବା ଜୁନ ମାସରେ ମୌସୁମୀ ପୂର୍ବରୁ ଏହା ସମ୍ପୂର୍ଣ୍ଣ ହେବ। ପ୍ରଥମ ବ୍ୟାଚ ମହିଳା କ୍ୟାଡେଟ ମାନଙ୍କୁ ଏନଡିଏରେ ପ୍ରବେଶ କରିବା ପରେ ସେ କହିଛନ୍ତି ଯେ ଆମର ବାହିନୀ ଲିଙ୍ଗ ନିରପେକ୍ଷ, ମହିଳାମାନେ ପ୍ରତିରକ୍ଷା କ୍ଷେତ୍ରରେ ସେବା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକରେ କଂଗ୍ରେସକୁ ବୁଦ୍ଧି ଶିଖାଇଲେ ଜନତା: ମୋଦି

ବରହି,୯।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଜନସଭାକୁ ଉଦ୍‌ବୋଧନ ଦେଉଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପଞ୍ଜାବ ଜେଲରେ ଜୀବନସାଥୀଙ୍କ ସହ ସମୟ ବିତାଇବେ କଏଦୀ

ଚଣ୍ଡିଗଡ଼,୨୧ା୯: ବିଭିନ୍ନ ଅପରାଧରେ ପଞ୍ଜାବ ଜେଲରେ ବନ୍ଦୀ ଥିବା କଏଦୀମାନେ ନିଜ ଜୀବନସାଥୀଙ୍କ ସହ କିଛି ଘଣ୍ଟା ବିତାଇପାରିବେ। ଏଥିପାଇଁ ସ୍ବତନ୍ତ୍ର କୋଠରିର ବ୍ୟବସ୍ଥା କରାଯାଇଛି।...

ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିପଡିଲେ ଜଣେ ଆତଙ୍କବାଦୀ

ଶ୍ରୀନଗର,୨୭।୧୦: ଜମ୍ମୁ-କଶ୍ମୀର କୁଲଗାମ ଜିଲା କୌସରନାଗ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏନେଇ...

ବଢ଼ିଲା ସୁରକ୍ଷା: ୫ନେତାଙ୍କ ସମେତ ୬ଜଣଙ୍କୁ ମିଳିଲା ବୁଲେଟ ପ୍ରୁଫ୍‌ ଜ୍ୟାକେଟ

ଚଣ୍ଡିଗଡ଼,୭।୧୧: ପଞ୍ଜାବ ଅମୃତସରରେ କିଛି ଦିନ ତଳେ ଦିନ ଦ୍ୱିପ୍ରହରରେ ଶିବସେନା ନେତା ସୁଧୀର ସୁରୀଙ୍କୁ ହତ୍ୟା କରାଯିବା ପରେ ପଞ୍ଜାବ ସରକାର ହିନ୍ଦୁ ନେତାଙ୍କ...

ରାସ୍ତା କ୍ୟାଟ୍ରିନାଙ୍କ ଗାଲ ଭଳି ହେବା କଥା

ଜୟପୁର,୨୫।୧୧: ରାଜସ୍ଥାନର ଗେହଲଟ ସରକାରରେ ନୂଆକରି ମନ୍ତ୍ରୀ ହୋଇଥିବା ରାଜେନ୍ଦ୍ର ସିଂ ଗୁଧାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ନିର୍ବାଚନମଣ୍ଡଳୀର...

କଶ୍ମୀର ପଣ୍ଡିତ ଅସୁରକ୍ଷିତ, ଉପରାଜ୍ୟପାଳ ବିଫଳ, ଜବାବ ଦିଅନ୍ତୁ ମୋଦି-ଶାହା, ଓଓ୍ବାଇସିଙ୍କ ଦାବି…

ନୂଆଦିଲ୍ଲୀ, ୧୬।୮ : କଶ୍ମୀର ପଣ୍ଡିତ ସମ୍ପ୍ରଦାୟଙ୍କ ଉପରେ ପୁଣି ଥରେ ଜମ୍ମୁ-କଶ୍ମୀରର ଶୋପିଆନରେ ଆକ୍ରମଣ କରାଯାଇଛି। ସେଓ ବଗିଚାରେ ପ୍ରବେଶ କରି ଆତଙ୍କବାଦୀମାନେ ସୁନୀଲ...

ଦୁର୍ଘଟଣାରେ ଗୁଜରାଟର ପୂର୍ବତନ କୃଷି ମନ୍ତ୍ରୀ ଆହତ

ଗାନ୍ଧୀନଗର,୨୮।୧୦: ଗୁଜରାଟର ଆମରେଲି ସାବରକୁନ୍ଧଲା ରାଜପଥରେ ଶୁକ୍ରବାର ଏକ କାର୍‌ ଏକ ଯାତ୍ରୀବାହୀ ରିକ୍ସା ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ...

‘ମୋଦିଙ୍କ ପାଖରେ ଯେଉଁ ଗୁଣ ଅଛି, ବିରୋଧୀ ଦଳର ନେତାଙ୍କଠାରେ ନାହିଁ’

ପୁଣେ,୨୮।୩: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମାଜିଦ ମେମନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Advertisement
Archives

Model This Week