‘ମୁସଲମାନ ମହିଳାଙ୍କୁ ଟିକେଟ୍ ଦେବା ଇସଲାମ ଧର୍ମ ବିରୋଧୀ’
ଅହମ୍ମଦାବାଦ,୪।୧୨: ଆଜିକାଲି ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୫ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୧୪ଟି ଜିଲାର ୯୩ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ।…
ଆରଏସଏସକୁ ଚ୍ୟାଲେଞ୍ଜ୍ ଦେଲେ କମଲ ନାଥ
ନୂଆଦିଲ୍ଲୀ,୪।୧୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଆରଏସଏସ ଏବଂ ବିଶ୍ୱ ହିନ୍ଦୁ ପରିଷଦକୁ ଚ୍ୟାଲେଞ୍ଜ କରିଛନ୍ତି। ଧର୍ମ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ସହ ଯେକୌଣସି ସମୟରେ ଆଲୋଚନା କରିବାକୁ ସେ ଆରଏସଏସକୁ କହିଛନ୍ତି। ୧୨ ବର୍ଷ ହେବ ରାହୁଲ ଗାନ୍ଧୀଙ୍କ…
‘ଷ୍ଟାର୍ ୱାଇଫ୍’ ଶବ୍ଦ ଶୁଣି ରାଗିଗଲେ ମୀରା
ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁରକୁ ଇଣ୍ଡଷ୍ଟ୍ରିର ପାୱାର୍ କପଲ୍ ଭାବେ ଗଣାଯାଏ। ଉଭୟ ପ୍ରାୟତଃ ପ୍ରଶଂସକଙ୍କ ସହ ସେମାନଙ୍କର ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ସୋସିଆଲ ମିଡିଆରେ ମୀରା ବେଶ୍ ସକ୍ରିୟ। ନିକଟରେ ଏକ ସାକ୍ଷାତକାର ସମୟରେ…
ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣା: କ୍ଷମା ମାଗିଲେ ଯୁବକ
ପୁରୀ ଅଫିସ,୪ା୧୨: ଶ୍ରୀମନ୍ଦିର ଏବଂ ଏହାର ଏହାର ଆଖପାଖ ଅଞ୍ଚଳର ଭିଡିଓ ରେକର୍ଡିଂ କରିଥିବା ବଙ୍ଗୀୟ ଯୁବକ ଅନିମେଶ ଚକ୍ରବର୍ତ୍ତୀ କ୍ଷମା ମାଗିଛନ୍ତି। ସେ ଏକ ଭିଡିଓ ଜାରି କରି କହିଛନ୍ତି, ମୁଁ ଡ୍ରୋନ୍ ଉଡ଼ାଇ ଶ୍ରୀମନ୍ଦିରର ଭିଡିଓ ଶୁଟ୍ କରିବା…
ଦାରିଦ୍ର୍ୟ ଦିନ ମନେ ପକାଇ କାନ୍ଦି ପକାଇଲେ ଆମିର ଖାନ…
ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନ ତାଙ୍କ ପୁରୁଣା ଦିନର ଦାରିଦ୍ର୍ୟ ସ୍ଥିତିକୁ ମନେ ପକାଇ କାନ୍ଦି ପକାଇଛନ୍ତି। ବଲିଉଡର ଶ୍ରୀ ପରଫେକ୍ସନିଷ୍ଟ ଆମିର କହିଛନ୍ତି ଯେ ଯେତେବେଳେ ସେ ଛୋଟଥିଲେ, ତାଙ୍କ ପରିବାରର ଆର୍ଥିକ ସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ…
ପିଲାଙ୍କର ଏମିତି ଯତ୍ନ ନିଅନ୍ତି କରୀନା
ମୁମ୍ବାଇ: ଯିଏ ଯେତେ ବଡ଼ ପଦ ପଦବୀରେ ଥାଆନ୍ତୁ ନା କାହିଁକି ଜଣେ ମା’ ସବୁବେଳେ ତା’ ପିଲାଙ୍କ ପାଇଁ ସମାନ। ବଲିଉଡ୍ ଅଭିନେତ୍ରୀ କରୀନା କପୁର ଏଥିରୁ ବା ବାଦ୍ ଯାଆନ୍ତେ କିପରି। ଜଣେ ମା’ ହିସାବରେ ସେ ପିଲାମାନଙ୍କର…
ଆପଣଙ୍କର ରହିଛି କି ଏହି ୫ ଅଭ୍ୟାସ; ତୁରନ୍ତ ବଦଳାନ୍ତୁ ନଚେତ ହେବେ କାଙ୍ଗାଳ
ଦୈନନ୍ଦିନ ଜୀବନରେ ଆମେ ବହୁତ କିଛି ଏଭଳି ଅଭ୍ୟାସରେ ପଡ଼ିଥାଉ, ଯାହାକି ଦରିଦ୍ରତା ଆଡକୁ ଟାଣିନିଏ। ଗରୁଡ ପୁରାଣରେ ବର୍ଣ୍ଣିତ ରହିଛି ସେଭଳି ୫ ଅଭ୍ୟାସ ବିଷୟରେ। ଯଦି ଆପଣଙ୍କର ସେଭଳି ଅଭ୍ୟାସ ଥାଏ ତେବେ ତୁରନ୍ତ ତାକୁ ଛାଡ଼ିଦେବା ଉଚିତ।…
ଘର ଶିଡ଼ିରୁ ଖସି ପଡ଼ିଲେ ପୁଟିନ୍…
ମସ୍କୋ,୪।୧୨ : ରୁଷିଆର ରାଷ୍ଟ୍ରପତି ୭୦ ବର୍ଷ ବୟସ୍କ ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। କେତେକ ରିପୋର୍ଟରେ ତାଙ୍କୁ କର୍କଟ ରୋଗରେ ପୀଡିତ ଥିବା କୁହାଯାଇଛି, ଯାହା କ୍ରେମଲିନ ଦ୍ୱାରା ପ୍ରମାଣିତ ହୋଇନାହିଁ କିମ୍ବା ଅସ୍ବୀକାର କରାଯାଇ…
ଟ୍ୟାଙ୍କର ଓଲଟି ଗ୍ୟାସ ଲିକ୍: ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର
ଭବାନୀପାଟଣା,୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା-ରାୟପୁର ୧୬ନଂ. ରାଜ୍ୟ ରାଜପଥ ପାଷ୍ଟିପଡ଼ା ନିକଟରେ ରବିବାର ଭାରସାମ୍ୟ ହରାଇ ଏକ ଗ୍ୟାସ ଟ୍ୟାଙ୍କର ରାସ୍ତାପାର୍ଶ୍ୱକୁ ଓଲଟି ପଡିଥିଲା। ଫଳରେ ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେବା ଯୋଗୁ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଖବର ପାଇ…
୧୦ ବର୍ଷ ପୂର୍ବରୁ ହାର୍ଟ ଆଟାକର ସତର୍କ ସୂଚନା ଦେବ ଏଆଇ ଜ୍ଞାନକୌଶଳ : ଗବେଷଣା ରିପୋର୍ଟ…
ଜେନେଭା,୪।୧୨ : ବିଶ୍ୱ ସୱାସ୍ଥ୍ୟ ସଂଗଠନ ଅନୁଯାୟୀ ହାର୍ଟ ଆଟାକ ସାରା ବିଶ୍ୱରେ ମୃତ୍ୟୁର ମୁଖ୍ୟ କାରଣ ପାଲଟିଛି। ଆକଳନ କରାଯାଏ ଯେ ହାର୍ଟ ଆଟାକ ଯୋଗୁ ପ୍ରତିବର୍ଷ ପ୍ରାୟ ୧ କୋଟି ୭୮ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥାଏ। ଏହି…
ମନ୍ଦିର କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ : ଷ୍ଟାଲିନ…
ଚେନ୍ନାଇ,୪।୧୨ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରବିବାର କହିଛନ୍ତି ଯେ ମନ୍ଦିରଗୁଡ଼ିକ ଜନସାଧାରଣଙ୍କ ପାଇଁ ଏବଂ ଏହା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ତିରୁଭନମିୟୁରସ୍ଥିତ ଅରୁଲମିଗୁ ମରୁନଥିଶ୍ୱର ମନ୍ଦିରରେ ୩୧ ଦମ୍ପତିଙ୍କ ଏକ ସାମୁହିକ ବିବାହ ଉତ୍ସବରେ ଯୋଗଦେଇ ସେ…
ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୧୮୭ ରନ୍…
ଢାକା,୪।୧୨ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିବସୀୟ ସିରିଜ ରବିବାର ଠାରୁ ଆରମ୍ଭ ହୋଇଛି। ଢାକାର ଶେରଏ ବାଂଲା ନ୍ୟାଶନାଲ ଷ୍ଟାଡିୟମ୍ରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍ରେ ବାଂଲାଦେଶ ଲିଟୋନ ଦାସ ଟସ୍ ଜିତି ପ୍ରଥମେ…

