Home

ଦିଲ୍ଲୀରେ ପୁଣି ବଢୁଛି ବାୟୁ ପ୍ରଦୂଷଣ : ସାନି କଟକଣା ଜାରି

ନୂଆଦିଲ୍ଲୀ,୪।୧୨ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ବୃଦ୍ଧି ପାଇଛି। ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ଦିଲ୍ଲୀ କର୍ତ୍ତୃପକ୍ଷ ସାନି କଟକଣା ଜାରି କରିଛନ୍ତି। ରାଜଧାନୀରେ ସମସ୍ତ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ଅତି ଜରୁରୀ ନ ଥିବା ନିର୍ମାଣ…

ମୋ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଭାଜପା କରୁଛି କୋଟି କୋଟି ଟଙ୍କା ଖର୍ଚ୍ଚ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ଏକ ଭିଡିଓ ପୋଷ୍ଟ କରିଛି। ରାହୁଲ ଗାନ୍ଧୀ ଭିଡିଓରେ କହିଛନ୍ତି, ଯେତେବେଳେ ମୁଁ ରାଜନୀତିରେ ପ୍ରବେଶ କଲି, ୨୦୦୮-୦୯ ପର୍ଯ୍ୟନ୍ତ, ଦେଶର ସମସ୍ତ ଗଣମାଧ୍ୟମ ମୋତେ ୨୪ ଘଣ୍ଟା ‘ବାଃ-ବାଃ’…

ବଡ଼ ଉପଲବ୍ଧି ହାସଲ କଲେ ରୋହିତ ଶର୍ମା

ଢାକା,୪।୧୨: ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶ ଭାରତକୁ ୧ ଉଇକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଟିମ ଇଣ୍ଡିଆର ବ୍ୟାଟିଂ ଖରାପ ଥିଲା। ପୁରା ଦଳ ୧୮୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। କେଏଲ ରାହୁଲ ୭୩…

ହିଜାବ ନ ପିନ୍ଧିବାରୁ ଆଥ୍‌ଲେଟ୍‌ଙ୍କ ଘର ଭାଙ୍ଗିଦେଲେ ସରକାର

ତେହରାନ,୪ା୧୨: ଇରାନୀୟ ରକ୍‌ କ୍ଲାଇମର ଏଲ୍‌ନାଜ୍‌ ରେକାବିଙ୍କ ପୈତୃକ ଘରକୁ ସରକାର ଭାଙ୍ଗିଦେଇଛନ୍ତି। ତାଙ୍କ ଦୋଷ ହେଲା ଗତ ଅକ୍ଟୋବରରେ ଦକ୍ଷିଣ କୋରିଆରେ ଆୟୋଜିତ ଏକ ଇଭେଣ୍ଟରେ ସେ ବିନା ହିଜାବରେ ଭାଗନେଇଥିଲେ। ଉଚ୍ଛେଦକାରୀମାନେ ବୁଲ୍ଡୋଜର ଲଗାଇ ୩୯ ବର୍ଗ ମିଟର…

ପଦ୍ମପୁର ଉପନିର୍ବାଚନ: ୩୧୯ ବୁଥ୍‌ରେ ହେବ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ବରଗଡ଼ ଅଫିସ୍‌/ପଦ୍ମପୁର,୪।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ଏହାପୂର୍ବରୁ ସକାଳ ସାଢେ ୫ଟାରେ ମକ୍‌ ପୋଲ୍‌ କରାଯିବ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୫୭ହଜାର ୪୭୪ ଭୋଟର ନିର୍ବାଚନୀ…

ଭାରତର ଲଜ୍ଜାଜନକ ପରାଜୟ

ଢାକା,୪।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ଚମକପ୍ରଦ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ବାଂଲାଦେଶ ଗୋଟିଏ ଉଇକେଟ୍‌ରେ ଭାରତକୁ ପରାସ୍ତ କରିଛି। ଭାରତର ୧୮୭ ରନ୍‌ର ବିଜୟ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୬ ଜୀବନ

ଭୋପାଳ,୪।୧୨: ମଧ୍ୟ ପ୍ରଦେଶର ରତ୍‌ଲାମ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ବସିଥିବା ଲୋକଙ୍କ ଉପରେ ଏକ ଟ୍ରକ ମାଡିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରକ୍‌ ଟାୟାର ଫାଟିଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।…

ସାମାଜିକ ବାର୍ତ୍ତା ଦେବେ ଅକ୍ଷୟ

ଅକ୍ଷୟ କୁମାର ବଲିଉଡର ବ୍ୟସ୍ତବହୁଳ ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ୨୦୨୨ରେ, ତାଙ୍କର ପାଞ୍ଚଟି ଫିଲ୍ମ ଏପର୍ଯ୍ୟନ୍ତ ମୁକ୍ତିଲାଭ କରିଛି। ଏହି ବର୍ଷ ତାଙ୍କ ପାଇଁ ଭଲ ନ ଥିଲା। ତାଙ୍କର କୌଣସି ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇନାହିଁ। ଏହାକୁ ନେଇ…

ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ: ସୋମବାର ଦେବେ ଭୋଟ

ଅହମ୍ମଦାବାଦ,୪।୧୨: ଆସନ୍ତାକାଲି ଗୁଜରାଟରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୋଟଦାନର ଗୋଟି, ଦିନ ପୂର୍ବରୁ ସେ ଗୁଜରାଟରେ ପହଞ୍ଚିଛନ୍ତି। ପ୍ରଥମେ ନରେନ୍ଦ୍ର ମୋଦି ତାଙ୍କ ମା’…

ଜାପାନରେ କମି ଚାଲିଛି ଶିଶୁ ଜନ୍ମହାର, ଚିନ୍ତାରେ ସରକାର

ଟୋକିଓ,୪ ।୧୨: ଜାପାନରେ ଚଳିତ ବର୍ଷ ଶିଶୁ ଜନ୍ମହାର ଏତେ ପରିମାଣରେ କମ୍ ହୋଇଛି ଯେ ଏବେ ଏହା ରେକର୍ଡ କରିଛି । ଏଥିରୁ ଅନୁମାନ କରାଯାଉଛି କି ଜାପାନର ଜନସଂଖ୍ୟା ଅନୁମାନ ପୂର୍ବରୁ କମ୍ ହୋଇ ୧୦ କୋଟିରୁ ତଳକୁ…

ନିଆଁ ପୁଇଁବା ସମୟରେ ପୋଡ଼ିଗଲେ ବୃଦ୍ଧା, ଡାକ୍ତରଖାନାରେ ଭର୍ତ୍ତି

ଆନନ୍ଦପୁର,୪ା୧୨(ସ୍ବ.ପ୍ର.): ନିଆଁ ପୁଇଁବା ସମୟରେ ପୋଡ଼ି ହୋଇ ଜଣେ ବୃଦ୍ଧା ଗୁରୁତର ଅବସ୍ଥାରେ ଆନନ୍ଦପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆନନ୍ଦପୁର ଥାନା ଅନ୍ତର୍ଗତ ବରେଶ୍ୱର ଗ୍ରାମର ବୃଦ୍ଧା କୋକିଳ କର ରବିବାର ସକାଳେ ଶୀତରୁ ରକ୍ଷା ପାଇବା ନିଆଁ ପୁଇଁ…

କାର୍‌ ଦୁର୍ଘଟଣାରେ ଏଲ୍‌ଆଇସି ବ୍ରାଞ୍ଚ ମ୍ୟାନେଜର ମୃତ

ଆନନ୍ଦପୁର/କେନ୍ଦୁଝର,୪ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଜୀବନବୀମା ନିଗମ ଶାଖା ପରିଚାଳକଙ୍କ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ଜୀବନବୀମା ନିଗମର କେନ୍ଦୁଝର ଶାଖା ପରିଚାଳକ ନାରାୟଣ ଚନ୍ଦ୍ର ମଲିକ ରବିବାର ସକାଳୁ ନିଜ କାର୍‌ ଯୋଗେ ଆନନ୍ଦପୁରକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?