Posted inଜାତୀୟ

ଆରଏସଏସକୁ ଚ୍ୟାଲେଞ୍ଜ୍‌ ଦେଲେ କମଲ ନାଥ

ନୂଆଦିଲ୍ଲୀ,୪।୧୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଆରଏସଏସ ଏବଂ ବିଶ୍ୱ ହିନ୍ଦୁ ପରିଷଦକୁ ଚ୍ୟାଲେଞ୍ଜ କରିଛନ୍ତି। ଧର୍ମ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ସହ ଯେକୌଣସି ସମୟରେ ଆଲୋଚନା କରିବାକୁ ସେ ଆରଏସଏସକୁ କହିଛନ୍ତି। ୧୨ ବର୍ଷ ହେବ ରାହୁଲ ଗାନ୍ଧୀଙ୍କ ଖରାପ ଭାବମୂର୍ତ୍ତି ସୃଷ୍ଟି କରିବାକୁ ଭାଜପା ଚେଷ୍ଟା କରିଥିଲା। ଭାରତ ଯୋଡୋ ଯାତ୍ରା ପରେ ଠିକ୍‌ ଭୁଲ୍‌ ସବୁ ଜଣାପଡିଛି। ପ୍ରକୃତ ରାହୁଲ ଗାନ୍ଧୀ ଲୋକଙ୍କ ସାମ୍ନାରେ ଅଛନ୍ତି। ଧର୍ମକୁ ଆରଏସଏସ ରାଜନୀତି କରୁଛି। ଯଦି ସାହସ ଅଛି ତେବେ ଯେକୌରସି ସମୟରେ ଧର୍ମକୁ ନେଇ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରାଯାଉ।
କମଲ ନାଥ ଆହୁରି ମଧ୍ୟ କହିଛନ୍ତି, ମଧ୍ୟପ୍ରଦେଶ ସରକାର ପାଖରେ କେବଳ ପୋଲିସ, ଟଙ୍କା ଏବଂ ପ୍ରଶାସନ ଅଛି। ଏହି ବଳରେ ଜନସାଧାରଣଙ୍କ ଉପରେ ଶାସନ କରିବାକୁ ଚେଷ୍ଟା କରାଯାଉଛି। ଦେଶର ଏକୀକରଣ ସଂସ୍କୃତି ଉପରେ ଆକ୍ରମଣ ହେଉଛି। ଭରତ ଯୋଡୋ ଯାତ୍ରା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଉତ୍ସାହ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ-ମିଜୋରମ ବିବାଦକୁ ନେଇ ଶାହାଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୭ ।୭: ଆସାମ ଓ ମିଜୋରାମରେ ସୀମାକୁ ନେଇ ଲାଗିଥିବା ବିବାଦ ହିଂସାର ରୂପ ନେବାକୁ ଯାଉଛି । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ...

ମେ’ ୩୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଧି

ଚେନ୍ନାଇ,୧୭।୫: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ୩.୦ର ଅବଧି ରବିବାର ଶେଷ ହୋଇଛି। ହେଲେ ଅପ୍ୟପଟେ କରୋନା ଭାଇରସ...

୪୨ ଗୋତି ଶ୍ରମିକ ମୁକ୍ତ

ଚେନ୍ନାଇ,୧୧।୭: ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି ଯେ, ଦେଶରେ ଗୋତି ଶ୍ରମିକ ନାହାନ୍ତି। ତଥାପି ଏବେ ମଧ୍ୟ ଦେଶର କେତେକ ଅଞ୍ଚଳରେ ଗୋତି ଶ୍ରମିକ ରହିଛନ୍ତି।...

ନାଁ ନ ନେଇ ମହାମେଣ୍ଟ ଉପରେ ବର୍ଷିଲେ ମୋଦି

ମୁଜାଫରପୁର,୨୮ ।୧୦: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କାର୍ଯ୍ୟରେ ବାହାରିଛନ୍ତି । ପ୍ରଥମେ ମିଥିଳାଞ୍ଚଳ ପରେ...

ନବଜାତ ଶିଶୁ କନ୍ୟାକୁ ନାଳରେ ଫୋପାଡିଲେ ମା’ ଉଦ୍ଧାର କଲା କୁକୁର

କୌଥଲ,୧୯।୭: ହରିୟାଣାର କୌଥଲରେ ଶିଶୁ କନ୍ୟାକୁ ଅଲୋଡା ଭାବି ଜନ୍ମିତ ମା’ ଫିଙ୍ଗି ଦେଇଛନ୍ତି ନାଳ ଭିତରକୁ। ସୂଚନା ଅନୁଯାୟୀ, କୌଥାଲରେ ଜଣେ ମହିଳା ଶିଶୁ...

ରକ୍ତ ଚାହେଁ ଏ ଜମି, ବିବାଦୀୟ ସାଇନ ବୋର୍ଡ ଭାଇରାଲ…

ଭୋପାଳ, ୧୨।୫ : ମଧ୍ୟପ୍ରଦେଶର ଛତ୍ରପୁର ଜିଲାର ଏକ ଛୋଟ ଗାଁରେ ଲଗାଯାଇଥିବା ବିବାଦୀୟ ସାଇନ ବୋର୍ଡକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି...

ରାହୁଲ ଗାନ୍ଧୀଙ୍କ ସମର୍ଥନ ବଦଳାଇ ଦେଇଥିଲା ମୋ ଜୀବନ: ରମ୍ୟା

ନୂଆଦିଲ୍ଲୀ,୨୯।୩: କନ୍ନଡ ଅଭିନେତ୍ରୀ ତଥା ପୂର୍ବତନ ରାଜନେତା ରମ୍ୟା ଏକ ଶୋ’ରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ୱିକେଣ୍ଡ ୱିଥ ରମେଶ ସିଜନ ୫ରେ ପ୍ରଥମ...

ଇଡି, ସିବିଆଇକୁ ଅସ୍ତ୍ର କରୁଛି କେନ୍ଦ୍ର

ନୂଆଦିଲ୍ଲୀ, ୨୪।୨ (ଆଇଏଏନ୍‌ଏସ୍‌): ପୁଡ଼ୁଚେରୀରେ କଂଗ୍ରେସ ସରକାର ଭାଙ୍ଗିବା ପରେ ବର୍ଷକ ମଧ୍ୟରେ ଏହି ଦଳ ଦୁଇଟି ରାଜ୍ୟରେ କ୍ଷମତା ହରାଇଛି। ଏହା ପୂର୍ବରୁ ମଧ୍ୟପ୍ରଦେଶରେ...

Advertisement
Archives

Model This Week