ଆପଣଙ୍କର ରହିଛି କି ଏହି ୫ ଅଭ୍ୟାସ; ତୁରନ୍ତ ବଦଳାନ୍ତୁ ନଚେତ ହେବେ କାଙ୍ଗାଳ

ଦୈନନ୍ଦିନ ଜୀବନରେ ଆମେ ବହୁତ କିଛି ଏଭଳି ଅଭ୍ୟାସରେ ପଡ଼ିଥାଉ, ଯାହାକି ଦରିଦ୍ରତା ଆଡକୁ ଟାଣିନିଏ। ଗରୁଡ ପୁରାଣରେ ବର୍ଣ୍ଣିତ ରହିଛି ସେଭଳି ୫ ଅଭ୍ୟାସ ବିଷୟରେ। ଯଦି ଆପଣଙ୍କର ସେଭଳି ଅଭ୍ୟାସ ଥାଏ ତେବେ ତୁରନ୍ତ ତାକୁ ଛାଡ଼ିଦେବା ଉଚିତ। ତେବେ ଜାଣିରଖନ୍ତୁ:-

-ଅପରିଷ୍କାର ପୋଷାକ ପିନ୍ଧିବା: ଗରୁଡ଼ ପୁରାଣ ଅନୁଯାୟୀ ଯଦି କେହି ସବୁ ସମୟରେ ଅପରିଷ୍କାର ପୋଷାକ ପିନ୍ଧିଥାଏ ତେବେ ମା’ ଲକ୍ଷ୍ମୀ ତାଙ୍କ ଉପରେ ଖପ୍ପା ହୋଇଥାନ୍ତି। କାରଣ ମା’ଙ୍କୁ ସଫାସୁତୁରା ରହିବା ବେଶ ପସନ୍ଦ। ଯେଉଁ ଘରେ ସେ ବାସ କରନ୍ତି ସେଠାରେ ସ୍ବଚ୍ଛତା ରହିଥାଏ।

-ଅନ୍ୟର ଅବଗୁଣ ଚର୍ଚ୍ଚା କରୁଥିବା ବ୍ୟକ୍ତି: ଯଦି କେହି ଅଭ୍ୟାସ ବଶତଃ ସର୍ବଦା ଅନ୍ୟର ଆଲୋଚନା କରିଥାଏ ତେବେ ତାଙ୍କ ଜୀବନରେ ଦରିଦ୍ରତା ଭରି ରହିଥାଏ। ଏହି ସ୍ବଭାବ ଯୋଗୁ ବିନା କଥାରେ ରାଗିବା, ଅନ୍ୟ ବିଷୟରେ ଖରାପ ଚର୍ଚ୍ଚା ଏବଂ ଖରାପ କଥା କହୁଥିବା ଲୋକଙ୍କ ଜୀବନରେ ଧନର ଅଭାବ ସର୍ବଦା ରହିଥାଏ।

-ଧନକୁ ନେଇ ଗର୍ବ: ଯେଉଁ ବ୍ୟକ୍ତି ପାଖରେ ଧନକୁ ନେଇ ଗର୍ବ ଥାଏ। ସେ ମନରୁ ଦୁର୍ବଳ ହୋଇଯାଏ। ଏହି ବ୍ୟକ୍ତିଙ୍କ ଘରେ ଲକ୍ଷ୍ମୀ ଅଧିକ ସମୟ ଧରି ବସବାସ କରନ୍ତି ନାହିଁ।

-କଷ୍ଟ କରିବାକୁ ଡରିବା:- ଯଦି କେହି ଆଳସ୍ୟ ପରାୟଣ ହୋଇଥାଏ, ତାଙ୍କୁ ଦିଆଯାଇଥିବା କାମକୁ ଠିକ୍‌ ଭାବେ କରିପାରେନାହିଁ ତେବେ ତାଙ୍କ ଉପରେ ମା’ ଲକ୍ଷ୍ମୀ ଖପ୍ପା ହୋଇଥାନ୍ତି। ଯେଉଁ ଲୋକ ଅନ୍ୟର ଗୋଡ ଟାଣିବାକୁ ଚେଷ୍ଟା କରିଥାନ୍ତି ତାଙ୍କଠାରୁ ସଫଳତା ଦୂରକୁ ଚାଲିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?