Home

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୧୮୭ ରନ୍‌…

ଢାକା,୪।୧୨ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିବସୀୟ ସିରିଜ ରବିବାର ଠାରୁ ଆରମ୍ଭ ହୋଇଛି। ଢାକାର ଶେରଏ ବାଂଲା ନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଲିଟୋନ ଦାସ ଟସ୍‌ ଜିତି ପ୍ରଥମେ…

ଅଶ୍ୱିନଙ୍କୁ ପଛରେ ପକାଇ ଇତିହାସ ରଚିଲେ ଏହି ସ୍ପିନର

ନୂଆଦିଲ୍ଲୀ,୪।୧୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବଡ ରେକର୍ଡ ନିଜ ନାମରେ କରିଛନ୍ତି ଅଷ୍ଟ୍ରେଲିଆର ଭେଟେରାନ ସ୍ପିନର ନାଥନ ଲିୟନ। ଏପରି କରି ସେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ ଏବଂ ଭାରତର ଭେଟେରାନ ସ୍ପିନର ଆର୍‌.…

ଜାନୁୟାରୀ ୨୬ରୁ କଂଗ୍ରେସ ଆରମ୍ଭ କରିବ ‘ ହାତ ସେ ହାତ ଯୋଡୋ’ ଅଭିଯାନ…

ନୂଆଦିଲ୍ଲୀ,୪।୧୨ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଦ୍ୱାରା ଗଠିତ କଂଗ୍ରେସ ପରିଚାଳନା କମିଟିର ପ୍ରଥମ ବୈଠକ ରବିବାର ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ଏହାର ସାଂଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ବ୍ୟତୀତ ଦଳର…

ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ମହିଳା ମାଓବାଦୀ

ଫୁଲବାଣୀ ଅଫିସ,୪ା୧୨: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ମହିଳା ମାଓବାଦୀ। କନ୍ଧମାଳ ଜିଲା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଥିବା ରାଧାକୃଷ୍ଣ ମନ୍ଦିରରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି। ମହିଳା ମାଓବାଦୀ ଦ୍ୱୟ ହେଲେ ନନ୍ଦିନୀ ଓ କରୁଣା। ନନ୍ଦିନୀ ଦାରିଙ୍ଗବାଡ଼ିର…

ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡ଼ିଲେ ପନ୍ତ, ଅକ୍ଷରଙ୍କୁ ବି ମିଳିଲାନି ସୁଯୋଗ

ଢାକା,୪।୧୨: ଭାରତ-ବାଲାଂଦେଶ ମଧ୍ୟରେ ରବିବାର ଖେଳାଯାଉଥିବା ଦିନିକିଆ ସିରିଜରୁ ବାଦ୍‌ ପଡ଼ିଛନ୍ତି ଉଇକେଟ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। କ୍ରମାଗତ ଭାବେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ସମାଲୋଚନା କରାଯାଉଥିଲା। ଏବେ ସେ ଆହତ ସମସ୍ୟାକୁ ନେଇ ମ୍ୟାଚ୍‌ରୁ ବାହାର ହୋଇଛନ୍ତି।…

ସୋହେଲଙ୍କ ବଧୂ ସାଜିବେ ହଂସିକା, ଆଜି ପଡ଼ିବ ହାତଗଣ୍ଠି

ବମ୍ବେ: ବାଜିବ ଶାହାନାଇ। ପଡ଼ିବ ହାତଗଣ୍ଠି। ଆଜି ହାତକୁ ଦୁଇ ହାତ ହେବେ ବଲିଉଡ ଅଭିନେତ୍ରୀ ହଂସିକା ମୋଟଓ୍ବାନୀ। ପ୍ରେମିକ ସୋହେଲ କଥୁରିୟାଙ୍କ ସହ ତାଙ୍କର ବିବାହ ଲାଗି ଶେଷ ହୋଇଛି ପ୍ରସ୍ତୁତି। ବିବାହ ପୂର୍ବରୁ ତାଙ୍କର ପ୍ରି-ଓ୍ବେଡିଂ ଉତ୍ସବ ଅନୁଷ୍ଠିତ…

ଗୋଲାପଲ୍ଲୀରେ ବୋମାମାଡ଼

ଛତ୍ରପୁର,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଗୋଲାପଲ୍ଲୀ ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଶନିବାର ବିଳମ୍ବିତ ରାତିରେ ଗ୍ରାମର ବି.ଉଦୟନାଥ ପାତ୍ରଙ୍କ ଘର ଉପରେ ଏହି ବୋମାମାଡ଼ ହୋଇଛି। ଘଟଣାସ୍ଥଳରେ ଛତ୍ରପୁର ପୋଲିସର ତଦନ୍ତ ଜାରି…

ସରିଲା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌: ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧୨(ବ୍ୟୁରୋ): ଶେଷ ହୋଇଛି ମେକ ଇନ୍‌ ଓଡ଼ିଶା କନ୍‌କ୍ଲେଭ। ରବିବାର ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏ ସଂସ୍କରଣରେ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକମାନେ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ…

ବାପାଙ୍କୁ ଘୃଣା କରୁଥିଲେ ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ବଲିଉଡ୍‌ ଅଭିନେତା ଜାଭେଦ ଜାଫରୀ ନିଜର ବଳିଷ୍ଠ ଅଭିନୟ ସାଙ୍ଗକୁ କମେଡିକୁ ନେଇ ପ୍ରଶଂସକଙ୍କ ଗହଣରେ ଜଣାଶୁଣା। ୧୯୮୫ରେ ରିଲିଜ ହୋଇଥିବା ‘ମେରି ଜଙ୍ଗ’ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସେ। ଏହାପରଠାରୁ ସେ ପଛକୁ ଫେରି ଚାହିଁ…

ଦୁର୍ଗାପୁରରେ ନିର୍ମାଣ ହେବ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ, ଶକ୍ତି କ୍ଷେତ୍ରରେ ୧୧,୯୦୦ କୋଟି ନିବେଶ…

କୋଲକାତା,୪।୧୨ : ପଶ୍ଚିମବଙ୍ଗ ସରକାର ଦୁର୍ଗାପୁରରେ ଗ୍ରାନ୍‌ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ରାଜ୍ୟଶକ୍ତି ମନ୍ତ୍ରୀ ଅରୁପ ବିଶ୍ୱାସ ସୂଚନା ଦେଇଛନ୍ତି ଯେ ଗ୍ରୀନ୍‌ ହାଇଡ୍ରୋଜେନ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଏକ ସମ୍ଭାବ୍ୟ କ୍ଷେତ୍ର ଭାବରେ…

୨ ବାଇକ୍‌ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ସୋରଡ଼ା,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ପୋଲିସ ଦୁଇ ବାଇକ୍‌ ଲୁଟେରାଙ୍କୁ ରବିବାର ଗିରଫ କରିଛି। ଆଇଆଇସି ସୂରଜ ଝଙ୍କାରଙ୍କ ସୂଚନାନୁଯାୟୀ, ଦିଗପହଣ୍ଡି ନିକଟ ଓଡସିଂ ଗ୍ରାମର ସୀମାଞ୍ଚଳ ରଣା ବାଇକ ( ଓ ) ଯୋଗେ ଗତ ତା ୨୦.୧୧.୨୨ରେ…

ୟୁକ୍ରେନ ହାରିଲେ ୟୁରୋପ ସମେତ ଆମେରିକା ହେବ ପ୍ରଭାବିତ…

ମସ୍କୋ/କ୍ୱିଭ୍‌,୪।୧୨ : ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ ଡେର୍‌ ଲେଏନଙ୍କ ରୁଷିଆ ସହିତ ଯୁଦ୍ଧରେ ଏକ ଲକ୍ଷ ୟୁକ୍ରେନ ସୈନିକ ଏବଂ ୨୦ ହଜାର ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ବୋଲି ପାଶ୍ଚାତ୍ୟ ଦେଶର ଲୋକମାନେ ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?