Posted inଜାତୀୟ

କଂଗ୍ରେସ ଦଖଲ କଲା ଭାନୁପ୍ରତାପପୁର ଆସନ

ରାୟପୁର,୮।୧୨: ଛତିଶଗଡ଼ର ଭାନୁପ୍ରତାପପୁର ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମାଣ୍ଡଭି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ବ୍ରହ୍ମାନନ୍ଦ ନେତମଙ୍କୁ ୨୧ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସାବିତ୍ରୀଙ୍କୁ ୬୫,୪୭୯ ଭୋଟ ମିଳିଥିବା ବେଳେ ନେତମଙ୍କୁ ୪୪,୩୦୮ ଖଣ୍ଡ ଭୋଟ ମିଳିଛି। ଉପନିର୍ବାଚନରେ ୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ପୂର୍ବତନ ଆଇପିଏସ୍‌ ଅଫିସର ଆକବର ରାମ କୋରମଙ୍କୁ ୨୩,୪୧୭ ଖଣ୍ଡ ଭୋଟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ

କୋଲକାତା,୫।୧୧: ପଶ୍ଚିମବଙ୍ଗର ପଞ୍ଚାୟତିରାଜ ମନ୍ତ୍ରୀ ତଥା ଟିଏମ୍‌ସି ପାର୍ଟିର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫...

ହର ଘର ତ୍ରିରଙ୍ଗା ଅଭିଯାନ: ୧୦ ଦିନରେ ବିକ୍ରି ହେଲାଣି ୧ କୋଟିରୁ ଅଧିକ ଜାତୀୟ ପତାକା

ନୂଆଦିଲ୍ଲୀ,୧୨ ।୮: ସାରା ଦେଶରେ ଥିବା ଭାରତୀୟ ଡାକ ବିଭାଗର ୧.୫ ଲକ୍ଷ ଡାକ ଘର (ପୋଷ୍ଟ ଅଫିସ) ମାଧ୍ୟମରେ ୧୦ ଦିନରେ ୧ କୋଟିରୁ...

ୟୁପିର ସମସ୍ତ ମଦ୍ରାସାରେ କ୍ଲାସ ଆରମ୍ଭ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ

ଲକ୍ଷ୍ନୌ,୨୫ ।୩: ଉତ୍ତର ପ୍ରଦେଶର ସମସ୍ତ ଅନୁଦାନ ପ୍ରାପ୍ତ ଓ ଅଣ ଅନୁଦାନ ପ୍ରାପ୍ତ ମଦ୍ରାସାରେ ପ୍ରାର୍ଥନା ସହ କ୍ଲାସ ଆରମ୍ଭ ପୂର୍ବରୁ ଜାତୀୟ ସଙ୍ଗିତ...

ଏସ୍‌ପିଙ୍କ ସହ ଯାହା ଘଟିଲା ଠିକ୍‌ ହେଲା ନାହିଁ

ପାଟଣା,୩।୮: ଅଭିନେତା ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାରେ ବିହାର ଏବଂ ମୁମ୍ବାଇ ପୋଲିସ ମୁହାଁମୁହିଁ ହୋଇଛନ୍ତି। ବିହାରର ଆଇପିଏସ ଅଧିକାରୀ ବିନୟ ତିୱାରୀ ଏହି ଘଟଣାର...

ଟ୍ରାଭେଲ ହିଷ୍ଟ୍ରି ନ ଥାଇ କନିଷ୍ଠ ଡାକ୍ତରଙ୍କୁ ଓମିକ୍ରନ

କୋଲକାତା,୨୫।୧୨: କୋଲକାତା ମେଡିକାଲ କଲେଜର ଜଣେ କନିଷ୍ଠ ଡାକ୍ତର ଓମିକ୍ରନଙ୍କ ସଂକ୍ରମିତ ହୋଇଛନ୍ତି। ଏହି ମାମଲାକୁ ମିଶାଇ ପଶ୍ଚିମବଙ୍ଗରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚଛି...

ଉରିରେ ଅନୁପ୍ରବେଶ କରିବାକୁ ଚାହୁଁଛି ବଡ ଆତଙ୍କବାଦୀ ଗ୍ରୁପ୍‌, ୩୦ ଘଣ୍ଟା ହେବ ଅପରେଶନ ଜାରି

ନୂଆଦିଲ୍ଲୀ,୨୧ ।୯: କଶ୍ମୀରର ଉରି ସେକ୍ଟରରେ ଏଲ୍‌ଓସି ନିକଟରେ ଏକ ବଡ ଆତଙ୍କବାଦୀ ଗ୍ରୁପ ସୀମାଦେଇ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି । ଏମିତି...

ପୁଣି ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୨୯ ।୧୧: ରାଜଧାନୀ ଦିଲ୍ଲୀରେ ସୋମବାରଠାରୁ ପୁଣିଥରେ ସମସ୍ତ ସ୍କୁଲ ଖୋଲି ଦିଆଯାଇଛି । ଏହାସହ ୱାର୍କଫ୍ରମ ହୋମ ବି ଶେଷ ହୋଇଛି ବୋଲି ସରକାର...

ଦିଲ୍ଲୀ ଯାଉଥିବା ଟ୍ରେନ୍‌ରେ ଲାଗିଲା ନିଆଁ

ମିରଟ,୫।୩: ଉତ୍ତରପ୍ରଦେଶର ସହରାନପୁରରୁ ଦିଲ୍ଲୀ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ମିରଟର ଦୌରାଲା ଷ୍ଟେସନରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।...

Advertisement
Archives

Model This Week