Home

ଦଶହରା ରଥଯାତ୍ରାରେ ଯୋଗଦେଲେ ମୋଦି

କୁଲ୍ଲୁ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର କୁଲୁରେ ଥିବା ଦଶହରା ରଥଯାତ୍ରାରେ ଭାଗ ନେଇଥିଲେ। ଏହି ସମୟରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ଏହାପୂର୍ବରୁ ହିମାଚଳ ଗସ୍ତର ଏକ ସାଧାରଣ…

ୟୁକ୍ରେନର ୪ ସହର ଦଖଲ କଲା ରୁଷିଆ, ସରକାରୀସ୍ତରରେ ଦସ୍ତଖତ କଲେ ପୁଟିନ

କ୍ୱିଭ୍‌,୫ା୧୦: ଶେଷରେ ରୁଷିଆ ୟୁକ୍ରେନର ୪ଟି ସହରକୁ କାବୁ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର ସରକାରୀ ଦସ୍ତାବିଜରେ ଦସ୍ତଖତ କରିଛନ୍ତି। ଏହି ଡକ୍ୟୁମେଣ୍ଟଗୁଡ଼ିକ ଅନ୍ତର୍ଜାତୀୟ ନିୟମକୁ ସୂଚିତ କରେ ଯାହା ରୁଷିଆର ୟୁକ୍ରେନ ଅଞ୍ଚଳକୁ ଦଖଲ କରିବ। ବୁଧବାର…

ଅଜାନ ପାଇଁ ଭାଷଣ ବନ୍ଦ କଲେ ଅମିତ ଶାହା

ଶ୍ରୀନଗର,୫।୧୦: ବାରାମୁଳାରେ ଏକ ସାଧାରଣ ସଭାରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଜାନ ବେଳେ ଭାଷଣ ବନ୍ଦ ରଖିଛନ୍ତି। ପ୍ରାର୍ଥନା ଶେଷ ହେବା ପରେ ସେ ଜନସାଧାରଣଙ୍କୁ ପଚାରିଥିଲେ ଯେ, ସେ ବର୍ତ୍ତମାନ ତାଙ୍କ କଥା ରଖିପାରିବେ ତ। ଲୋକଙ୍କଠାରୁ ପ୍ରତିକ୍ରିୟା…

ଇମ୍ରାନ ଜଣେ ମିଛୁଆ, ଦେଶର ଲୋକଙ୍କ ମନରେ ଭରିଛନ୍ତି ଜହର: ଶାହବାଜ ସରିଫ…

ଇସଲାମାବାଦ,୫।୧୦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦେଶର ଅର୍ଥନୀତିକୁ ନଷ୍ଟ କରିଥିବା ଅଭିଯୋଗ କରି ତାଙ୍କୁ ପୃଥିବୀର ସବୁଠାରୁ ବଡ ମିଛୁଆ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଭୋଟରଙ୍କୁ ଧ୍ରୁବୀକରଣ କରିବା ପାଇଁ…

ମ୍ୟାନମାରରେ ଫସିରହିଥିବା ୪୫ ଭାରତୀୟଙ୍କୁ ଉଦ୍ଧାର କଲା ବୈଦେଶିକ ମନ୍ତ୍ରଣାଳୟ

ନାପିଦ୍ୱ,୫।୧୦: ମ୍ୟାନମାରରେ ଫସିରହିଥିବା ଅନେକ ଭାରତୀୟଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଉଦ୍ଧାର କରିଛି। ମ୍ୟାନମାରରେ ନକଲି ଚାକିରି ରାକେଟରେ ଫସିରହିଥିବା ୪୫ ଭାରତୀୟଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇସାରିଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି। ପୂର୍ବରୁ ପ୍ରାୟ ୩୨ଜଣ ଭାରତୀୟଙ୍କୁ…

ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ଷ୍ଟୋକ୍‌ହୋମ୍‌,୫।୧୦: ବୁଧବାର ରୟାଲ ସ୍ବିଡିଶ ଏକାଡେମୀ ଅଫ୍‌ ସାଇନ୍ସ ପକ୍ଷରୁ ରସାୟନ ବିଜ୍ଞାନରେ ୨୦୨୨ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରସାୟନ ବିଜ୍ଞାନରେ କାରୋଲାଇନ୍‌ ଆର. ବେର୍ଟୋଜି ମୋର୍ଟେନ ମେଲଡାଲ ଏବଂ କେ ବାରି ସାର୍ପଲେସ୍‌ଙ୍କୁ ନୋବେଲ ପୁରସ୍କାର ପ୍ରଦାନ…

ମୂଳ ଭାରତୀୟ ବିବେକଙ୍କୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ କାର୍ଯ୍ୟନିର୍ବାହୀ ବୋର୍ଡରେ ସାମିଲ କଲେ ବାଇଡେନ…

ଓ୍ବାଶିଂଟନ,୫।୧୦ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡାକ୍ତର ବିବେକ ମୂର୍ତ୍ତିଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡରେ ଆମେରିକାର ପ୍ରତିନିଧୀ ଭାବରେ ସାମିଲ କରିବାକୁ ମନୋନୀତ କରିଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏହି ସୂଚନା ଜାରି ହୋଇଛି। ହ୍ବାଇଟ ହାଉସ…

ମୁଲାୟମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ,୫।୧୦: ସମାଜବାଦୀ ପାର୍ଟି(ଏସ୍‌ପି)ର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ବୁଧବାର ଏସ୍‌ପି ପକ୍ଷରୁ ଟୁଇଟ କରାଯାଇ ସୂଚନା ଦିଆଯାଇଛି। ଡାକ୍ତରଙ୍କ ଏକ ଟିମ୍‌…

ନିର୍ବାଚନ ଆୟୋଗଙ୍କର ମଧ୍ୟ ଆବଶ୍ୟକତା ରହିଛି ଆଦର୍ଶ ଆଚାର ସଂହିତା: କପିଲ ସିବଲ…

ନୂଆଦିଲ୍ଲୀ,୫।୧୦ : ନିର୍ବାଚନ ପ୍ରତିଶ୍ରୁତିର ଆର୍ଥିକ ଦକ୍ଷତା ବିଷୟରେ ଭୋଟରଙ୍କୁ ପ୍ରାମାଣିକ ସୂଚନା ପ୍ରଦାନ କରିବା ପାଇଁ ମଡେଲ ଆଚରଣ ବିଧିରେ ପରିବର୍ତ୍ତନ ସମ୍ପର୍କରେ ରାଜନୈତିକ ଦଳର ମତାମତ ଲୋଡିଥିବା ପ୍ରସଙ୍ଗରେ ରାଜ୍ୟସଭା ସଦସ୍ୟ କପିଲ ସିବଲ ନିର୍ବାଚନ ଆୟୋଗରେ ଟାର୍ଗେଟ…

ଇରଫାନ-ଗମ୍ଭୀରଙ୍କ ମଧ୍ୟରେ ଫାଇନାଲ ଲଢେଇ

ଇନ୍ଦୋର,୫।୧୦: ଲିଜେଣ୍ଡ୍‌ସ କ୍ରିକେଟ ଲିଗ ର ଦ୍ୱିତୀୟ ସିଜିନର ଅନ୍ତିମ ମ୍ୟାଚ ଆଜି ଖେଳାଯିବ। ଏଥିରେ ଭିଲୱାରା କିଙ୍ଗ୍ସ ଏବଂ ଇଣ୍ଡିଆ କ୍ୟାପିଟାଲର ଦଳ ମୁହାଁମୁହିଁ ହେବେ। କ୍ୱାଲିଫାୟର ମ୍ୟାଚରେ ଭିଲୱାରା କିଙ୍ଗ୍ସକୁ ପରାସ୍ତ କରିବା ପରେ ହିଁ ଇଣ୍ଡିଆ କ୍ୟାପିଟାଲ୍ସ…

ଚାଇନା-ତାଇଓ୍ବାନ ଅବସ୍ଥା ବିଗୁଡୁଛି

ତାଇପେଇ,୫ା୧୦: ଚାଇନା ଏବଂ ତାଇଓ୍ବାନ ମଧ୍ୟରେ ଅବସ୍ଥା ବିଗଡ଼ିବାରେ ଲାଗିଛି। ଏହି ସମୟରେ ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରୀ ଚିୟୁ କୁଓ-ଚେଙ୍ଗ ଚାଇନା ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କହିଛନ୍ତି, ତାଇଓ୍ବାନ ଷ୍ଟ୍ରାଇଟ୍‌ରେ ଚାଇନା ଏକ ଅନୌପଚାରିକ…

ଧୋନୀଙ୍କ ପଦାଙ୍କ ଅନୁସରଣ କଲେ ରୋହିତ, ସମସ୍ତେ କଲେ ପ୍ରଶଂସା

ଇନ୍ଦୋର,୫।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଟିମ ଇଣ୍ଡିଆ ୨-୧ରେ ଜିତିଛି। ଏହି ସିରିଜରେ ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚ ଜିତି ଟ୍ରଫି ଜିତିଛି। ଏଥି ସହିତ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri