Posted inଜାତୀୟ

କଶ୍ମୀରକୁ ନେଇ ଇସ୍‌ଲାମିକ୍‌ ସଂଗଠନ ରଖିଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୨।୧୨: ଇସ୍‌ଲାମିକ ଦେଶର ସଂଗଠନ ଓଆଇସି (ଅର୍ଗାନାଇଜେସନ୍‌ ଅଫ୍‌ ଇସ୍‌ଲାମିକ କୋଅପରେଶନ୍‌) ପୁଣି ଥରେ କଶ୍ମୀର ବିବାଦ ସମ୍ପର୍କରେ ଏକ ବୟାନ ଜାରି କରିଛି। କଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନାର ଏକ ରାସ୍ତା ଖୋଜିବା ପାଇଁ ଏହି ସଂଗଠନ ଯୋଜନା ପ୍ରସ୍ତୁତ କରୁଛି ବୋଲି ଓଆଇସି କହିଛି। ସୋମବାର ପିଓକେରେ ପହଞ୍ଚିଥିବା ଓଆଇସି ସେକ୍ରେଟାରୀ ଜେନେରାଲ ହିସେନ ବ୍ରାହିମ୍‌ ତାହା ରାଷ୍ଟ୍ରପତିଙ୍କ ବାସଭବନରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ହିସେନ ବ୍ରାହିମ୍‌ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାକିସ୍ତାନ ଏବଂ ଭାରତ ମଧ୍ୟରେ କଥାବାର୍ତ୍ତାର ଏକ ମାଧ୍ୟମ ଖୋଜିବା। ପାକିସ୍ତାନ ସରକାର ଏବଂ ଅନ୍ୟାନ୍ୟ ଦେଶ ସହ ମିଶି ଆମେ ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାରେ ଲାଗିପଡ଼ିଛୁ। ତେଣୁ ଆମକୁ ଏହି ପ୍ରସଙ୍ଗରେ ସଂଗଠନର ସଦସ୍ୟ ଦେଶମାନଙ୍କ ସହଯୋଗ ଆବଶ୍ୟକ ଏବଂ ଜାଣିବା ଉଚିତ ଯେ ରାସ୍ତାରେ ଠିଆ ହୋଇ ଏହି କୂଟନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରିବ ନାହିଁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା କଶ୍ମୀର ବିବାଦର ସମାଧାନ ପାଇଁ ଏକ ଉପାୟ ଖୋଜିବା ପାଇଁ ଓଆଇସି ଉଦ୍ୟମ କରୁଛି ବୋଲି ହିସେନ ବ୍ରାହିମ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ରାଲିକୁ ପୋଲିସ ଅନୁମତି

ନୂଆଦିଲ୍ଲୀ, ୨୫।୧(ପି.ଟି.): ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନରତ ଚାଷୀମାନଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୋଲିସ ଅନୁମତି ପ୍ରଦାନ କରିଛି। ରବିବାର ଏ ସମ୍ପର୍କରେ ପୋଲିସ ଏକ...

କେରଳ ବନ୍ୟା: ବଢୁଛି ମୃତ୍ୟୁ ସଂଖ୍ୟା

ଥିରୁଭାନନ୍ତପୁରମ,୧୯ ।୧୦: କେରଳରେ ହୋଇଥିବା ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଏଠାରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ...

‘ମୁଁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’

କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେକର୍ଡ ବିଜୟ ହାସଲ କରିଛନ୍ତି। ସେ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ପ୍ରିୟଙ୍କା ଟିବ୍ରଓ୍ବୋଲଙ୍କୁ ୫୮୦୦୦...

ଦୁର୍ନୀତି ବିରୋଧରେ ଶୂନ ସହନଶୀଳ ନୀତି ଉପରେ ଗୁରୁତ୍ୱାରୋପ କଲେ ରାଜ୍ୟପାଳ…

କୋଲକାତା,୧୧।୨ : ଦୁର୍ନୀତି ବିରୋଧରେ ଶୂନ ସହନଶୀଳ ନୀତି ପଶ୍ଚିମବଙ୍ଗରେ ଗ୍ରହଣ କରାଯିବ ବୋଲି ରାଜ୍ୟପାଳ ସିବି ଆନନ୍ଦ ବୋଷ କହିଛନ୍ତି। ଏନେଇ ସେ ଭାଜପା...

ମନୋଜ ଆହୁଜା ସିବିଏସ୍‌ଇ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୧୩ା୫: ୧୯୯୦ ଓଡ଼ିଶା କ୍ୟାଡର୍‌ର ଆଇଏଏସ୍‌ ଅଫିସର ମନୋଜ ଆହୁଜା ସିବିଏସ୍‌ଇ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ସେ ଲାଲ୍‌ ବାହାଦୁର ଶାସ୍ତ୍ରୀ...

ଦୁଇଦିନ ପରେ ଦିଲ୍ଲୀରେ ହେବ ଭାରତ ଯୋଡୋ ଯାତ୍ରା, ଏବେ ରାଜନୀତି ବାତାବରଣ ହେବ ଆହୁରି ଉଷ୍ମ

ନୂଆଦିଲ୍ଲୀ,୨୨ ।୧୨: ଚାଇନାରେ କୋଭିଡ-୧୯ର ସଂକ୍ରମଣ ଓ ପାର୍ଲାମେଣ୍ଟର ଉଷ୍ମ ବାତାବରଣ ସହ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବିୟଙ୍କ...

ଦେଶରେ ୬୦ ହଜାର ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୯।୫: କରୋନା ସଂକ୍ରମଣ ଏବେ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ୧୦ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଥିବା ବେଳେ ଗତ ୨୪...

ଗତ ନଅ ବର୍ଷରେ ପ୍ରତିରକ୍ଷା ରପ୍ତାନି ୨୩ ଗୁଣା ବୃଦ୍ଧି…

ନୂଆଦିଲ୍ଲୀ,୩୦।୫ : ଭାରତର ପ୍ରତିରକ୍ଷା ରପ୍ତାନି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପିଆଇବି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୩-୧୪ ବର୍ଷରେ ଦେଶର ପ୍ରତିରକ୍ଷା ରପ୍ତାନି ୬୮୬...

Advertisement
Archives

Model This Week