ଜାମ ଖମ୍ବାଲିଆରୁ ଲଢିବେ ଆମ ଆଦ୍ମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ଅହମ୍ମଦାବାଦ,୧୩।୧୧: ଗୁଜରାଟ ବିଧାନସଭା ନିର୍ବଚନରେ ଆମ ଆଦମୀ ପାର୍ଟି (ଏଏପି)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଢଭୀ ଜାମ ଖମ୍ବଲିଆରୁ ଲଢିବେ। ଏନେଇ ଏଏପି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ସେ ଟୁଇଟ୍ ଯୋଗେ କହିଛନ୍ତି, ଚାଷୀ, ବେରୋଜଗାରୀ ଯୁବକ, ମହିଳା,…
ରାହୁଲଙ୍କୁ ମିଳିଲା ୨୫୦ ସାହିତି୍ୟକଙ୍କ ସମର୍ଥନ
ମୁମ୍ବାଇ,୧୩।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆଜିକାଲି ମହାରାଷ୍ଟ୍ରରେ ପହଞ୍ଚିଛି। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଉଦ୍ଧବ ଠାକୁରଙ୍କ ନେତା ଶିବସେନା ଆଦିତ୍ୟ ଠାକରେ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରାରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କ ସହ…
ଏଭଳି ଭୁଲ ମଣିଷକୁ କରିଦିଏ ବରବାଦ
ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ସମୟରେ ବେଶ ପ୍ରାସଙ୍ଗିକ। ନିଜର ନୀତି ଯୋଗୁ ସେ ଜଣେ ସାଧାରଣ ବାଳକଙ୍କୁ ସମ୍ରାଟ କରିପାରିଥିଲେ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଏପରି ଅନେକ ବିଷୟରେ କହିଛନ୍ତି ଯାହାର ପାଳନ କଲେ ବ୍ୟକ୍ତିଟିଏ…
‘ମୁଁ କାହାକୁ ଡରିନି’
ବମ୍ବେ: କେତେବେଳେ ପୋଷାକ ତ କେତେବେଳେ ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସୋସିଆଲ ମିଡିଆ ସେନ୍ସେଶନ ଉର୍ଫି ଯାଦବ। ହେଲେ ଏଥିପାଇଁ ଅନେକ ସମୟରେ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡେ। ଏବେ ସେଭଳି କିଛି ଘଟଣା ଘଟିଛି। ବିଗ୍ବସ୍…
ଐତିହାସିକ ରେକର୍ଡ ହାସଲ କଲେ କୋହଲି
ମେଲବୋର୍ନ,୧୩।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଟି-୨୦ ବିଶ୍ୱକପ ୨୦୨୨ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ରନ ସ୍କୋରର ଥିଲେ। କୋହଲି ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏକି ଟି-୨୦ ବିଶ୍ୱକପରେ ଦୁଇଥର ସର୍ବାଧିକ ରନ ସଂଗ୍ରହ…
ଏଏପିକୁ ଚ୍ୟାଲେଞ୍ଜ୍ ଦେଲା ଭାଜପା
ନୂଆଦିଲ୍ଲୀ,୧୩।୧୧: ଦିଲ୍ଲୀର ଏକ୍ସାଇଜ ନୀତି ପ୍ରସଙ୍ଗରେ ରବିବାର ଭାଜପା ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆମ୍ ଆଦ୍ମୀ ପାର୍ଟି ଉପରେ ଆକ୍ରମଣ କରିଛି। ଲାଏ ଡିଟେକ୍ଟର ଟେଷ୍ଟ କରି ନିଜର ସତ୍ୟତା ପ୍ରମାଣ କରିବାକୁ ଏଏପିକୁ ଭାଜପା ଚ୍ୟାଲେଞ୍ଜ୍ ଦେଇଛି। ଭାଜପା…
୧୬୫ ବଲ୍ରେ ମାରିଲେ ୪୦୭ ରନ୍; ଦିନିକିଆରେ ବିସ୍ଫୋରକ ବ୍ୟାଟିଂକୁ ନେଇ…
ଶିମୋଗା,୧୩।୧୧: ଅଣ୍ଡର-୧୬ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ ଲାଗି ଚର୍ଚ୍ଚାରେ ଣେ ଜଣେ ଯୁବ ଭାରତୀୟ କ୍ରିକେଟର। ସେ ହେଲେ ତନ୍ମୟ ମଞ୍ଜୁନାଥ। ତନ୍ମୟ ୫୦ ଓଭରର ଏକ ମ୍ୟାଚ୍ରେ ୧୬୫ ବଲ୍ରେ ୪୦୭ରନ୍ର ଇନିଂସ ଖେଳିଛନ୍ତି। ସେଥିରେ ୪୮ ଚୌକା ଏବଂ…
ପାକିସ୍ତାନକୁ ହରାଇ ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହେଲା ଇଂଲଣ୍ଡ
ମେଲବୋର୍ନ,୧୨।୧୧: ଇଂଲଣ୍ଡ ଟି-୨୦ ବିଶ୍ୱକପ ୨୦୨୨ ଚାମ୍ପିଅନ୍ ହୋଇଛି। ମେଲବୋର୍ନରେ ଚାଲିଥିବା ଫାଇନାଲ ମ୍ୟାଚରେ ବେନ ଷ୍ଟୋକ୍ସ ଏବଂ ମୋଇନ ଅଲିଙ୍କ ଚମତ୍କାର ଇନିଂସ ଆଧାରରେ ପାକିସ୍ତାନକୁ ୫ ଉଇକେଟ୍ରେ ପରାସ୍ତ କରିଛି ଇଂଲଣ୍ଡ। ଏହା ହେଉଛି ଇଂଲଣ୍ଡର ଦ୍ୱିତୀୟ ଟି…
ଦୁନିଆର ସବୁଠାରୁ ଭାଗ୍ୟବାନ ମଣିଷ! ୩ ସେକେଣ୍ଡ ମଧ୍ୟରେ ଦୁଇ ଥର ମରୁ ମରୁ ବଞ୍ଚିଲେ…
କଥାରେ ଅଛି ‘ରଖେ ହରି, ମାରେ କିଏ’। ଆଜିକାଲି ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିିଡିଓ ଦେଖିବା ପରେ ଉକ୍ତିଟି ଯଥାର୍ଥ ଭଳି ମନେ ହେବ। କାରଣ ଏଥିରେ ଜଣେ ବ୍ୟକ୍ତି ମାତ୍ର ୩ ସେକେଣ୍ଡରେ ଦୁଇ…
ବନ୍ଧୁକ ଦେଖାଇ ଫିଲ୍ମ ଷ୍ଟାଇଲ୍ରେ ଲୁଟିନେଲେ ୫ ଲକ୍ଷ ଟଙ୍କା
ନିଶ୍ଚିନ୍ତକୋଇଲି,୧୩ା୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ରାଣୀପଡ଼ାଠାରେ ଫିଲ୍ମ ଷ୍ଟାଇଲ୍ରେ ରବିବାର ଲୁଟ୍ ହୋଇଛି। କଟକ-ଚାନ୍ଦବାଲି ରାସ୍ତାରେ ସାଲେପୁରର ଏକ ଘରୋଇ ମିକ୍ସଚର କମ୍ପାନୀର ପିକ୍ଅପ୍ କେନ୍ଦ୍ରାପଡ଼ାରୁ ଫେରୁଥିବା ବେଳେ ରାସ୍ତାରେ ଏକ ବାଇକ୍ରେ ୩ ଜଣ ଯୁବକ ଆସି ଗାଡ଼ିଆଗରେ…
ଏହି ଜିନିଷକୁ ପ୍ରବଳ ଡରନ୍ତି ଅଜୟ ଦେବଗନ
ବଲିଉଡ୍ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ତବୁ ଆଗାମୀ ଫିଲ୍ମ ‘ଦୃଶ୍ୟମ-୨’ର ପ୍ରମୋଶନ ପାଇଁ ରିଆଲିଟି ଶୋ’ ‘ଝଲକ ଦିଖଲା ଜା ୧୦’ ରେ ପହଞ୍ଚିଥିଲେ। ଏହି ମଞ୍ଚରେ ଅଜୟ ଏବଂ ତବୁ ମଜାଦାର ଖେଳ ଖେଳିଥିଲେ। କଲେଜ ଦିନରୁ…
ବିବାହ ବନ୍ଧନରେ ବାନ୍ଧି ହେଲେ ଟ୍ରମ୍ପଙ୍କ ଝିଅ
ଓ୍ବାଶିଂଟନ,୧୩ା୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଝିଅ ଟିଫାନୀ ରବିବାର ତାଙ୍କର ଦୀର୍ଘଦିନର ପ୍ରେମିକ ମାଇକେଲ ବୋଲୋସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ନିବାସ ମାର୍-ଏ-ଲାଗୋରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ମାଇକେଲଙ୍କ ସହ ବିବାହ…
Archives


