ବିଗ୍‌ ବସ୍‌ରୁ ବାହାର ହେଲେ ଅବ୍ଦୁ

ବମ୍ବେ: ବିଗ୍‌ ବସ୍‌ରୁ ବାହାର ହୋଇଛନ୍ତି ଚର୍ଚ୍ଚିତ ପ୍ରତିଯୋଗୀ ମଧ୍ୟରୁ ଅନ୍ୟତମ ଅବ୍ଦୁ ରୋଜିକ୍‌। ଚଳିତ ସିଜନ୍‌ରେ ସେ ନିଜର ସରଳପଣ, କ୍ୟୁଟ୍‌ନେସ୍‌କୁ ନେଇ ଜଣାଶୁଣା। ନିଜର ନିଆରା ବ୍ୟକ୍ତିତ୍ୱ ଯୋଗୁ ତାଙ୍କର ପ୍ରଶଂସକ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏମିତିରେ ହଠାତ୍‌ ସେ ଶୋ’ରୁ ବାଦ୍‌ ପଡ଼ିବା ଅନେକଙ୍କୁ ଚକିତ କରିଛି।

ଶନିବାର ପ୍ରସାରିତ ହେବାକୁ ଥିବା ଏପିସୋଡରେ ଅବ୍ଦୁ ଶୋ’ରୁ ବାହାର ହେବେ। କଲର୍ସ ଚ୍ୟାନେଲ ପକ୍ଷରୁ ଏହାର ପ୍ରମୋ ଶେୟାର କରାଯାଇଛି। ଅନ୍ୟ ପ୍ରତିଯୋଗୀଙ୍କଠାରୁ ବିଦାୟ ନେଇ ଅବ୍ଦୁ ଆଖିରେ ଆଖିଏ ଲୁହ ନେଇ ବାହାରକୁ ଆସୁଛନ୍ତି।

ତେବେ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଅବ୍ଦୁ ବାଦ୍‌ ପଡ଼ିଥିବା କୁହାଯାଉଥିବା ବେଳେ ମାତ୍ର ଦୁଇ ଦିନ ପରେ ସେ ପୁନର୍ବାର ଶୋ’କୁ ଫେରିପାରନ୍ତି ବୋଲି କୁହାଯାଉଛି। ହେଲେ ଏହା କେତେ ସତ କେତେ ମିଛ ତାହା ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାଦରୁ ରକ୍ତ ବାହାରିବା ପରେ ବି ‘କୁସୁକୁସୁ’ ଗୀତ ଶୁଟିଂ କରିଥିଲେ ଏହି ଅଭିନେତ୍ରୀ

ବଲିଉଡର ପରିଶ୍ରମୀ ତଥା ଉଦୀୟମାନ ତାରକାମାନଙ୍କ ମଧ୍ୟରୁ ନୋରା ଫତେହି ଅନ୍ୟତମ। ପ୍ରାୟତଃ ସେ ତାଙ୍କ ନୃତ୍ୟ ଗୀତ ଏବଂ ଫ୍ୟାଶନ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି।...

‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ଥିବା ନିର୍ଦ୍ଦେଶକ ବିବେକଙ୍କ ଲଭ୍‌ଷ୍ଟୋରୀ: କିଛି ଏଭଳି…

ବମ୍ବେ: ଗତ ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ନୂଆ କୀର୍ତ୍ତିମାନ ରଚୁଛି। ଦର୍ଶକମାନେ ଏହାକୁ ବେଶ ପସନ୍ଦ କରୁଥିବା...

ଅଭିନେତାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼: ଶୁଟିଂ ସେଟ୍‌ରେ ଥିବା ବେଳେ ଖବର ମିଳିଲା…

ବମ୍ବେ: ଅଭିନେତା ପାରସ କଲନାଓ୍ବତଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ହୃଦଘାତରେ ତାଙ୍କର ପିତାଙ୍କ ମୃତ୍ୟୁ ହୋଇଛି। ସେ ଅନୁପମାର ଶୁଟିଂ ଶେଟ୍‌ରେ ଥିବା ବେଳେ...

ଅଭିଷେକ ଶେୟାର କଲେ ଫିଲ୍ମ‘ବବ୍‌ ବିଶ୍ୱାସ’ର ଝଲକ

ବମ୍ବେ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ହେବା ସତ୍ତ୍ୱେ ବଲିଉଡରେ ଅଭିଷେକ ଦବଦବା ସେତେଟା ଜଣାପଡେନାହିଁ। ଅନେକ ତାଙ୍କ ଅଭିନୟ ପ୍ରଭାବିତ କରୁ ନ ଥିବା...

ମାଳଦୀପରେ ସମୟ ବିତାଉଛନ୍ତି ବିପାଶା

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବେ ମାଳଦୀପରେ ସମୟ ବିତାଉଛନ୍ତି। ଏହି ସମୟର ଭିଡିଓକୁ ସେ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି...

କିଶୋର କୁମାରଙ୍କ ତୃତୀୟ ସ୍ତ୍ରୀଙ୍କୁ କାହିଁକି ବିବାହ କରିଥିଲେ ମିଥୁନ ଚକ୍ରବର୍ତ୍ତୀ, କାରଣ ଜାଣିଲେ…

ବଲିଉଡ ଅଭିନେତ୍ରୀ ଯୋଗିତା ବାଲି ନିଜର ସୌନ୍ଦର୍ଯ୍ୟ ସହ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ୧୯୭୧ ମସିହାରେ ଫିଲ୍ମ ‘ପାର୍ବନା’ରୁ କ୍ୟାରିୟର ଆରମ୍ଭ...

ସ୍ବାମୀ ଅଧିନାୟକକ ପଦରୁ ଇସ୍ତଫା ଦେବା ପରେ ଅନୁଷ୍କା କହିଲେ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ର ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଆଇସିସି ଟି -୨୦ବିଶ୍ୱକପ ପରେ...

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି କଲ୍କି କୋଚଲିନ୍‌: ୫ ମାସର ଗର୍ଭବତୀ ଥିବା କଲେ ସ୍ବୀକାର

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତ୍ରୀ କଲ୍କି କୋଚଲିନ୍‌ ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି। ଏହା ସେ ନିଜେ ସ୍ବୀକାର କରିଛନ୍ତି। ଏବେ ସେ ୫ ମାସର...

Advertisement
Archives

Model This Week