Home

ଇରଫାନ-ହରଭଜନ ପ୍ରଥମ ମ୍ୟାଚ

ଭୁବନେଶ୍ୱର,୧୩ା୯(ସ୍ପୋଟର୍‌ସ ବ୍ୟୁରୋ):ଭାରତରେ ଲିଜେଣ୍ଡ୍ସ ଲିଗ୍‌ ଟି୨୦ କ୍ରିକେଟର ଦ୍ୱିତୀୟ ସଂସ୍କରଣ ଖେଳାଯିବ। ସେପ୍ଟେମ୍ବର ୧୮ରୁ ଦେଶର ୬ଟି ସହରରେ ସମୁଦାୟ ୧୬ଟି ମ୍ୟାଚ ଖେଳାଯିବ। ରାଉଣ୍ଡ ରବିନ୍‌ ଲିଗ୍‌ ଫର୍ମାଟ୍‌ରେ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟଟି ଅନୁଷ୍ଠିତ ହେବ। କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା…

ଅଲ୍‌କାରାଜ୍‌ ଚାମ୍ପିୟନ

ନ୍ୟୁୟର୍କ,୧୩ା୯(ପି.ଟି):ୟୁଏସ୍‌ ଓପନ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାତେଇ ନେଇଛନ୍ତି ସ୍ପେନର କାର୍ଲୋସ୍‌ ଅଲକାରାଜ୍‌ ଗାର୍ଫିଆ। ରବିବାର ରାତିରେ ଖେଳା ଯାଇଥିବା ଫାଇନାଲରେ ନରଓ୍ବେ କାସ୍ପର ରୁଡ୍‌ଙ୍କୁ ୪ସେଟ୍‌ ବିଶିଷ୍ଟ ମୁକାବିଲାରେ ହରାଇବା ସହିତ ମାତ୍ର ୧୯ ବର୍ଷରେ ଏଟିପି ର଼୍ୟାଙ୍କିଙ୍ଗର…

ଆନ୍ଧ୍ର-ମୋଟୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି, ୧୩ା୯(ଡି.ଏନ.ଏ.):୪ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲାର ସିଲେରୁ, ସାବେରୀ, ପୋଟେରୁ କାଙ୍ଗୁରୁକୋଣ୍ଡା ସହ ଗୋଦାବରୀ ନଦୀରେ ଜଳସ୍ତର ବିପଦ ସଙ୍କେତ ଛୁଇଁଛି। ବର୍ଷା ପ୍ରଭାବରେ ମାଲକାନଗିରି ଜିଲାର…

ନୂତନ ନିର୍ମାଣ ହେଉନି, ବିପଦସଙ୍କୁଳ ଗୃହ ମରାମତି ଚାଲିଛି

ନାଉଗଁା,୧୩ା୯(ସ୍ବ.ପ୍ର.):ସମସ୍ତଙ୍କ ପାଖରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏନେଇ ୫ ହଜାର ଜନସଂଖ୍ୟା ଥିବା ସ୍ଥାନରେ ଉପସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି। ମାତ୍ର କିଛି ସ୍ଥାନରେ ଏନେଇ ଆସୁଥିବା ସରକାରୀ ଟଙ୍କାର ଦୁରୁପଯୋଗ ହେଉଥିବା ଅଭିଯୋଗ ହୋଇଛି।…

ଧୂମପାନ ନ କଲେ ବି ଫୁସ୍‌ଫୁସ୍‌ କର୍କଟ ଆଶଙ୍କା

ଲଣ୍ଡନ: ବିଶ୍ୱରେ ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଦୂଷିତ ବାୟୁ କାରଣରୁ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ଅଜଣା ରୋଗ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସମୟରେ ଟ୍ୟୁମର ଓ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ମଧ୍ୟ…

୬୧ଥର ନିର୍ବାଚନ ଜିତି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ଲକ୍ଷ୍ନୌ:ଉତ୍ତର ପ୍ରଦେଶର ୧୦୬ ବର୍ଷୀୟ କହ୍ନେୟା ଲାଲ୍‌ ଗୁପ୍ତା ୬୧ ଥର ଉତ୍ତର-ପୂର୍ବ ରେଲଓ୍ବେ ମଜ୍‌ଦୁର ୟୁନିୟନ୍‌ (ନେର୍‌ମୁ) ନିର୍ବାଚନ ଜିତି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ନିଜ ନାମ ସାମିଲ କରିଛନ୍ତି। କହ୍ନେୟା ଲାଲ ଏବେ ବିଶ୍ୱର ସବୁଠାରୁ ବୟସ୍କ ଟ୍ରେଡ୍‌…

ମରଣଯନ୍ତା ପାଲଟିଛି ନଦୀବନ୍ଧ ରାସ୍ତା

ତିର୍ତ୍ତୋଲ,୧୩।୯ (ଡି.ଏନ.ଏ.):ତିର୍ତ୍ତୋଲ ବ୍ଲକ କୃଷ୍ଣାନନ୍ଦପୁର ପଞ୍ଚାୟତର ସାଇଫୋନ ସେତୁଠାରୁ ସରଳପୁରକୁ ସଂଯୋଗ କରୁଥିବା ପାଇକାନଦୀର ଡାହାଣ ପାର୍ଶ୍ୱ ବନ୍ଧ ରାସ୍ତା ଏବେ ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଉପରେ ବ୍ଲକ ଅଧୀନ ୫ଟି ପଞ୍ଚାୟତର ୩୦ ହଜାରରୁ ଊର୍ଦ୍ଧ୍ୱ…

ଜେଇଇ ଆଡ୍‌ଭାନ୍ସଡରେ ଆଲେନ୍‌ର ବାଜିମାତ୍‌

ଭୁବନେଶ୍ୱର,୧୩।୯:ଆଇଆଇଟି ମୁମ୍ବାଇ ଦ୍ୱାରା ପରିଚାଳିତ ଜେଇଇ ଆଡଭାନ୍ସଡ-୨୦୨୨ର ଫଳାଫଳ ନିକଟରେ ପ୍ରକାଶ ପାଇସାରିଛି। ଉକ୍ତ ଫଳାଫଳ ଅନୁଯାୟୀ ଆଲେନ୍‌ ଭୁବନେଶ୍ୱରର ଛାତ୍ରୀଛାତ୍ରୀମାନେ ପୁଣିଥରେ ବାଜିମାତ ସହ ପରୀକ୍ଷାରେ ନିଜର ଉତ୍କର୍ଷତା ପ୍ରମାଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନିକଟରେ ଆଲେନ୍‌ ଭୁବନେଶ୍ୱର ସେଣ୍ଟର…

ଆଇପିଓ ଆଣିବ ପତଞ୍ଜଳି ବ୍ରାଣ୍ଡ୍‌ର ଆଉ ୪ କମ୍ପାନୀ

ନୂଆଦିଲ୍ଲୀ,୧୩।୯:ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଯୋଗଗୁରୁ ରାମଦେବଙ୍କ ପତଞ୍ଜଳି ବ୍ରାଣ୍ଡ୍‌ର ଆଉ ୪ଟି କମ୍ପାନୀ ଖୁବଶୀଘ୍ର ଷ୍ଟକ୍‌ ବଜାରରେ ପଞ୍ଜୀକୃତ ହେବାକୁ ଯାଉଛନ୍ତି। ଏପରିକି କମ୍ପାନୀ ତା’ର ପ୍ରାରମ୍ଭିକ ସର୍ବସାଧାରଣ ଅଫର (ଆଇପିଓ)ର ଶୁଭାରମ୍ଭ କରିବାର ଯୋଜନା ରହିଛି ବୋଲି…

ବ୍ରାହ୍ମଣୀ ଜଳ ପ୍ରବାହକୁ ନେଇ ବିଶେଷଜ୍ଞ କମିଟି ଗଢ଼

କେନ୍ଦ୍ରାପଡ଼ା ଅଫିସ, ୧୩ା୯:ବ୍ରାହ୍ମଣୀ ନଦୀର ଜଳ ପ୍ରବାହ କମିବାକୁ ନେଇ ଖରସ୍ରୋତା ନଦୀ ସୁରକ୍ଷା ମହାସଭାର ସଭାପତି ଅଲେଖ ନାୟକ ହାଇକୋର୍ଟରେ ପିଆଇଏଲ୍‌ କରିଥିଲେ। ଗତ ଗୁରୁବାର ଏ ସମ୍ପର୍କରେ ଶୁଣାଣି ପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ…

ସିମା ଇଲେକ୍ଟ୍ରିକ ପକ୍ଷରୁ ୩ଟି ନୂଆ ଇଭି ମଡେଲ

ନୂଆଦିଲ୍ଲୀ,୧୩।୯:ଓଡ଼ିଶାଭିତ୍ତିକ ମେଡ୍‌-ଇନ୍‌-ଇଣ୍ଡିଆ ଇଭି ନିର୍ମାତା ସିମା ଇଲେକ୍ଟ୍ରିକ (ସିମା ଇ-ଭେଇକିଲ ଆଣ୍ଡ ସୋଲାର ପ୍ରାଇଭେଟ ଲିମିଟେଡ ବା ଏସ୍‌ଇଏସ୍‌) ପକ୍ଷରୁ ଇଭି ଇଣ୍ଡିଆ ଏକ୍ସପୋ-୨୦୨୨ରେ ୩ଟି ନୂଆ ହାଇସ୍ପିଡ ଇଲେକ୍ଟ୍ରିକ ସ୍କୁଟର୍‌ର ଉନ୍ମୋଚନ କରାଯାଇଛି। ନିକଟରେ ଇଣ୍ଡିଆ ଏକ୍ସପୋ ସେଣ୍ଟରଠାରେ ଆୟୋଜିତ…

ସଫଳତା ପଥରେ ଜିନ୍ଦେଗୀ ଫାଉଣ୍ଡେଶନ

ଭୁବନେଶ୍ୱର,୧୩।୯:ଗତ ୫ବର୍ଷ ମଧ୍ୟରେ ଜିନ୍ଦେଗୀ ଫାଉଣ୍ଡେଶନର ପ୍ରାୟ ୯୦ (୮୮) ଜଣ କୃତୀ ଛାତ୍ର ଡାକ୍ତର ହେବାର ଯୋଗ୍ୟତା ହାସଲ କରିଛନ୍ତି। ଏପରିକି ଭିନ୍ନ ଏକ ଚିନ୍ତାଧାରାରେ ପ୍ରତିଷ୍ଠା ହୋଇଥିବା ଜିନ୍ଦେଗୀ ଫାଉଣ୍ଡେଶନ ସଫଳତା ପଥରେ ଆଗେଇ ଚାଲିଛି। ନିକଟରେ ପ୍ରକାଶିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri