ତୋରଣରେ ସ୍ବର୍ଣ୍ଣମନ୍ଦିର
ଭୁବନ,୧୩।୯(ଡି.ଏନ୍.ଏ.):ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି କଳାସଂସ୍କୃତିର ସହର ଭୁବନ। ପ୍ରତିଯୋଗିତାପୂର୍ଣ୍ଣ ମହୋତ୍ସବରେ ୧୩ ମଣ୍ଡପ ସାମିଲ ହୋଇଥିବାବେଳେ ମୂର୍ତ୍ତି, ମେଢ଼, ସାଜସଜ୍ଜାକୁ ନେଇ ଆରମ୍ଭ ହୋଇଛି ପ୍ରତିଦ୍ୱନ୍ଦ୍ୱିତା। ଏଥିରେ ନିଜକୁ ସାମିଲ କରିଛି ପୋଥାଳ ସାହି ପୂଜା କମିଟି। ଚଳିତବର୍ଷ…
୨୦୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ଜଳମଗ୍ନ
ଗୋପାଳପୁର,୧୩ା୯(ଡି.ଏନ୍.ଏ.):ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ଜିଲାରେ ବର୍ଷା ଲାଗିରହିଛି। ଫଳରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିଷି ତହସିଲ ଅନ୍ତର୍ଗତ ମେଣ୍ଢରାଜପୁର ଗାଁର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ବର୍ତ୍ତମାନ ଚାଷୀମାନଙ୍କ ପାଇଁ ଏହା ମୁଣ୍ଡବ୍ୟଥାର…
ଭଙ୍ଗାଯାଉନି ଗିରି ମାର୍କେଟ କୋଠା
ବ୍ରହ୍ମପୁର ଅଫିସ,୧୩ା୯:ବ୍ରହ୍ମପୁର ସହରର ହୋଲ୍ସେଲ୍ ବାଣିଜ୍ୟ ପେଣ୍ଠସ୍ଥଳୀ କହିଲେ ଗିରି ମାର୍କେଟ ବେଶ୍ ପରିଚିତ। ଏହି ମାର୍କେଟ ପ୍ରାୟ ୫୦ ବର୍ଷ ପୁରୁଣା। ଉକ୍ତ ମାର୍କେଟ ଉପରେ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ଅନେକ ବ୍ୟବସାୟୀ ନିର୍ଭରଶୀଳ। ଏହି ମାର୍କେଟ…
ହ୍ବାଇଟ୍ ସ୍ପାଇଡର: ୮ ମାସରେ ଭୁବନେଶ୍ୱରରୁ ୧୦୯ ଗିରଫ
ଭୁବନେଶ୍ୱର,୧୩।୯ (ବ୍ୟୁରୋ):ରାଜଧାନୀରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ କମିଶନରେଟ ପୋଲିସ ୨୦୨୧ ଅଗଷ୍ଟ ୧୫ରେ ‘ହ୍ବାଇଟ୍ ସ୍ପାଇଡର’ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲା। ଚଳିତବର୍ଷ ଜାନୁୟାରୀରୁ ଅଗଷ୍ଟ ଅର୍ଥାତ୍ ୮ ମାସ ମଧ୍ୟରେ ଏହି ଅଭିଯାନରେ ୧୦୯ ଜଣଙ୍କୁ…
ଜଳକାରେ ତୃତୀୟ ବନ୍ୟା
ରୂପସା, ୧୩।୯(ଡି.ଏନ.ଏ.):ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ସୋମବାର ଚଳିତବର୍ଷର ତୃତୀୟ ଥର ପାଇଁ ବନ୍ୟା ଆସିଛି। ଲଘୁଚାପଜନିତ ଲଗାଣବର୍ଷା ଯୋଗୁ ୫ଶହରୁ ଊଦ୍ଧର୍ବ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ବନ୍ୟାକୁ ନେଇ ଚାଷୀକୁଳ…
ଭିଜିଲାନ୍ସ ଜାଲରେ ଫରେଷ୍ଟର୍
ଭବାନୀପାଟଣା,୧୩।୯(ସ୍ବ.ପ୍ର.): କଳାହାଣ୍ଡି ଜିଲା କର୍ଲାପାଟ ରେଞ୍ଜ ଶଗଡା ଫରେଷ୍ଟର୍ ଯୋଗେନ୍ଦ୍ର ମାଝୀ ସୋମବାର ବିଳମ୍ବିତ ରାତିରେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଚଢ଼ାଉ ସମୟରେ ତାଙ୍କ ନିକଟରୁ ୨ ଲକ୍ଷ ତିନି ହଜାର ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରିଥିଲା। ହେଲେ ପଚାରାଉଚୁରା…
ଆଜି ରାଜ୍ୟରେ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୩।୯(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୯୩…
ଅସ୍ଥାୟୀ କ୍ୟାମ୍ପ୍ରେ ଚଢିଗଲା ଡମ୍ଫର: ଚାଲିଗଲା ଜଣଙ୍କ ଜୀବନ, ୫ ଆହତ
ଭଦ୍ରକ ଅଫିସ୍,୧୩।୯: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଛକ ନିକଟରେ ମଙ୍ଗଳବାର ଭୋରରୁ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ତମ୍ବୁ ଟାଣି ରହୁଥିବା ଶ୍ରମିକଙ୍କ ଉପରେ ବାଲି ବୋଝେଇ ଡମ୍ଫର ଚଢିଯାଇଛି। ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ…
୨୧୫ ଷ୍ଟଲରେ ୧୫ ରାଜ୍ୟର ହସ୍ତତନ୍ତ ବସ୍ତ୍ର
ଭୁବନେଶ୍ୱର, ୧୩।୯ (ବ୍ୟୁରୋ):ଗୋଟିଏ ସ୍ଥାନରେ ବିଭିନ୍ନ ରାଜ୍ୟର ହସ୍ତତନ୍ତ ବସ୍ତ୍ରର ସମ୍ଭାର। ପଶ୍ଚିମବଙ୍ଗର ଜାମଦାନୀ ହେଉ କି ଟାଙ୍ଗାଇଲ୍ ଶାଢି, ଗୁଜରାଟର ପଟୋଲା, ଲକ୍ଷ୍ନୌର ଚିକେନ୍ କାରୀ, ଜମ୍ମୁ କାଶ୍ମୀରର ପଶ୍ମିନା ସାଲ୍, ପଞ୍ଜାବର କମ୍ବଳ, ତାମିଲନାଡୁର କାଞ୍ଜିବରମ ପାଟଶାଢି ସବୁକିଛି…
ରାଜଧାନୀରେ ଝଲସିବ ଯୋଧପୁର ରାଜପ୍ରାସାଦ
ଭୁବନେଶ୍ୱର, ୧୩।୯ (ବ୍ୟୁରୋ):ମା’ ଜଗଜ୍ଜନନୀଙ୍କ ଆବାହନ ପାଇଁ ଏବେଠୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ବାରି ହୋଇପଡୁଛି। ସମସ୍ତେ ମା’ଙ୍କ ଧରାବତରଣ ପାଇଁ ଚାହିଁ ବସିଛନ୍ତି। ଏଥିପାଇଁ ରାଜଧାନୀର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତିକୁ ମଧ୍ୟ ଜୋର୍ଦାର କରାଯାଇଛି। ୨୨ ବର୍ଷ…
ରାଜା, ମ୍ୟାକ୍ଗ୍ରା ପ୍ଲେୟର ଅଫ୍ ଦି ମନ୍ଥ୍
ଦୁବାଇ, ୧୩ା୯ (ପି.ଟି.):ଅଷ୍ଟ୍ରେଲିଆର ଟାହଲିଆ ମ୍ୟାକ୍ଗ୍ରା ଓ ଜିମ୍ବାଓ୍ବେର ସିକନ୍ଦର ରାଜା ଅଗଷ୍ଟ ମାସ ପାଇଁ ପ୍ଲେୟର ଅଫ୍ ଦି ମନ୍ଥ୍ ବିବେଚିତ ହୋଇଛନ୍ତି। ଭାରତର ଜେମିମା ରୋଡ୍ରିଗୁଏଜ୍ ଏହି ପୁରସ୍କାର ଦୌଡ଼ରେ ପଛରେ ପଡ଼ିଯାଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟୀ…
ପିସି କାରବାରରେ ବନ୍ଧା ପିଏମ୍ଜିଏସ୍ୱାଇ
ଯାଜପୁର ଅଫିସ,୧୩ା୯:ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ୱାଇ)ରେ ବିନା ପିସି କିମ୍ବା ଫାଇନାଲ ବିଲ୍ ସମୟରେ ଯନ୍ତ୍ରୀଙ୍କୁ ମୋଟା ଅଙ୍କର ଅର୍ଥ ନ ଦେଲେ ଫାଇଲ ଘୁଞ୍ଚେ ନାହିଁ ବୋଲି କେତେଜଣ ଠିକାଦାର ଅଭିଯୋଗ କରିଛନ୍ତି। ସୁକିନ୍ଦା ବ୍ଲକ ଆରଡି ରାସ୍ତାଠାରୁ…
Archives


