ପଥଚାରୀଙ୍କ ପାଇଁ ଭାଟେଣୀ ଭଗ୍ନ ସ୍ଲୁଇସ୍ କ୍ରିକ୍ ବିପଦପୂର୍ଣ୍ଣ
ମହାକାଳପଡ଼ା,୧୩ା୯(ଡି.ଏନ୍.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଚାଷଜମିରୁ ବନ୍ୟା, ଲୁଣିପାଣି, ଉଦ୍ବୃତ୍ତ ବର୍ଷାଜଳ ନିୟନ୍ତ୍ରଣ ଓ ନିଷ୍କାସନ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ୨ଟି ସ୍ଲୁଇସ୍ କ୍ରିକ୍ ଗେଟ୍ କରାଯାଇଛି। ଗୋବରୀ ନଦୀ ମାଉଥ ୧- ଭାଟେଣୀ ଓ…
ଟିଭିଏସ୍ର ୨ଟି ଆପାଚି ଆର୍ଟିଆର୍ ମଡେଲ ଉନ୍ମୋଚିତ
ନୂଆଦିଲ୍ଲୀ,୧୩।୯:ଦେଶର ପ୍ରମୁଖ ଦୁଇ ଓ ତିନି ଚକିଆ ଯାନ ନିର୍ମାତା ଟିଭିଏସ୍ ମୋଟର କମ୍ପାନୀ ପକ୍ଷରୁ ସୋମବାର ୨ଟି ଆପାଚି ଆର୍ଟିଆର୍ ମଡେଲ ସର୍ବଭାରତୀୟସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀର ୨୦୨୨ ଟିଭିଏସ୍ ଆପାଚି ଆର୍ଟିଆର୍-୧୬୦ ଏବଂ ୨୦୨୨ ଟିଭିଏସ୍ ଆପାଚି…
‘ଉଚ୍ଚମାନର ଖଣିକୁ ନିମ୍ନମାନର ଦର୍ଶାଯାଉଛି’
ଭୁବନେଶ୍ବର,୧୩ା୯(ବ୍ୟୁରୋ):ଓଡ଼ିଶାର ଖଣି ଦୁର୍ନୀତି ‘ଭ୍ରଷ୍ଟାଚାର’ ନୁହେଁ, ଏକ ବିରାଟ ସ୍କାମ୍। ରାଜ୍ୟରେ ଥିବା ବିଭିନ୍ନ ଖଣି ଘରୋଇ ମାଲିକାନାରେ ରହିଛି। ଏଥିରୁ ବାହାରୁଥିବା ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ବୋଲି ଦର୍ଶାଯାଉଛି, ଯାହାଫଳରେ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି। ସରକାରୀ…
ଚାଇନା ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି, ସୀମା ବିବାଦକୁ ନେଇ ହୋଇପାରେ ଚର୍ଚ୍ଚା
ନୂଆଦିଲ୍ଲୀ,୧୩ ।୯: ଗତ ପ୍ରାୟ ୩ ବର୍ଷ ହେବ ଭାରତ-ଚାଇନା ସମ୍ପର୍କରେ ଖୁୂବ୍ ତିକ୍ତତା ଦେଖିବାକୁ ମିଳିଛି । ହେଲେ ଏବେ ଏହି ସମ୍ପର୍କକୁ ଠିକ୍ କରାଯିବାକୁ ଚେଷ୍ଟା ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ଉଜବେକିସ୍ତାନର ରାଜଧାନୀରେ ୧୬…
ସାଙ୍ଗ ହୁଅ ନଚେତ୍ ଅପହରଣ କରିନେବୁ
ରାଞ୍ଚି,୧୩।୯: ଆମକୁ ସାଙ୍ଗ ଭାବେ ଗ୍ରହଣ କର ନଚେତ୍ ଆମେ ତୁମମାନଙ୍କୁ ଅପହରଣ କରିନେବୁ। ଝାଡ଼ଖଣ୍ଡ ରାଞ୍ଚିର ଏକ ସରକାରୀ ସ୍କୁଲର ହିନ୍ଦୁ ଛାତ୍ରୀମାନଙ୍କୁ କିଛି ଏମିତି କହି କେତେଜଣ ମୁସଲମାନ ଯୁବକ ଧମକାଉଛନ୍ତି। ଛାତ୍ରୀଙ୍କୁ ଡରାଇବା ପାଇଁ ସେମାନଙ୍କ ଆଗରେ…
ବିଶ୍ୱ ନେତାଙ୍କୁ ମିଳିବନି ଜେଟ୍ ସୁବିଧା
ଲଣ୍ଡନ, ୧୩ା୯:ମହାରାଣୀ ଏଲିଜାବେଥ୍ ୨ୟଙ୍କ ଶେଷକୃତ୍ୟ ପାଇଁ ବ୍ରିଟେନ ପ୍ରସ୍ତୁତ ହେଉଥିବାବେଳେ ଏହି ଐତିହାସିକ ଦିନରେ ବିଶ୍ୱନେତାମାନେ ଯୋଗଦେବେ। ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସୁଥିବା ରାଷ୍ଟ୍ରମୁଖ୍ୟ, ସେମାନଙ୍କ ସ୍ତ୍ରୀ/ସ୍ବାମୀ ବ୍ୟକ୍ତିଗତ ଜେଟ୍ କିମ୍ବା ହେଲିକପ୍ଟର ବଦଳରେ କମର୍ସିଆଲ ଫ୍ଲାଇଟ୍ରେ…
ସିଙ୍ଗିରି ସରପଞ୍ଚଙ୍କ ଘରେ କେନ୍ଦ୍ରମନ୍ତ୍ରୀ
ଆଳି,୧୩ା୯(ଡି.ଏନ.ଏ.):କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ରବିବାର କେନ୍ଦ୍ରାପଡ଼ା ଜିଲା ରାଜକନିକା ଗସ୍ତରେ ଆସିଥିବା ବେଳେ ଆଳି ବ୍ଲକ ସିଙ୍ଗିରି ସରପଞ୍ଚ ଅକ୍ଷୟ ଦାସଙ୍କ ବାସଭବନରେ ପହଞ୍ଚତ୍ ଥିଲେ। ସିଙ୍ଗିରିଠାରେ କେନ୍ଦ୍ରମନ୍ତ୍ରୀ ପହଞ୍ଚତ୍ବା ପରେ ପତ୍ରପୁର ମଣ୍ଡଳ ପକ୍ଷରୁ ସଭାପତି ତଥା ସରପଞ୍ଚ ଅକ୍ଷୟ…
ସିଏଏ ଶୁଣାଣି ଅକ୍ଟୋବର ୩୧ରେ
ନୂଆଦିଲ୍ଲୀ,୧୨।୯: ନାଗରିକତ୍ୱ (ସଂଶୋଧନ) ଆଇନ (ସିଏଏ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକର ଶୁଣାଣି ଅକ୍ଟୋବର ୩୧ରେ କରିବାକୁ ସୋମବାର ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରେ ଧର୍ମୀୟ ଆକ୍ରୋଶର ଶିକାର ହୋଇ ୨୦୧୪ ଡିସେମ୍ବର ୩୧ ପୂର୍ବରୁ…
ଚନ୍ଦ୍ରରେ ନୂଆ ଖଣିଜର ସନ୍ଧାନ କଲା ଚାଇନା
ବେଜିଂ,୧୨।୯: ଚାଇନାର ଲୁନାର ପ୍ରୋବ୍ ଚେଙ୍ଗ୍ସ-୫ ଚନ୍ଦ୍ରରେ ଏକ ନୂଆ ଖଣିଜ ପଦାର୍ଥର ସନ୍ଧାନ କରିଛି। ଚନ୍ଦ୍ରପୃଷ୍ଠରେ ଏଭଳି ଖଣିଜ ଠାବ କରିବାରେ ଚାଇନା ତୃତୀୟ ଦେଶ। ୧,୪୦,୦୦୦ ଚନ୍ଦ୍ର କଣିକାରୁ ଚାଙ୍ଗେସାଇଟ୍-(ଓ୍ବାଇ) ଧାତବ ଠାବ କରାଯାଇଛି। ହୀରା ଆକୃତିର ଏଭଳି…
ଆମେରିକା ଦେବନି ସେମିକଣ୍ଡକ୍ଟର ଚିପ୍
ଓ୍ବାଶିଂଟନ୍, ୧୩ା୯:ତାଇଓ୍ବାନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ତିକ୍ତତା ବଢ଼ିଥିବାବେଳେ ଓ୍ବାଶିଂଟନ୍ ବେଜିଂର ଦୁର୍ବଳତାକୁ ଧରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଏବଂ ଅନ୍ୟ ସାମଗ୍ରୀ ପ୍ରସ୍ତୁତ ନିମନ୍ତେ ଆବଶ୍ୟକ ପଡ଼ୁଥିବା ସେମିକଣ୍ଡକ୍ଟର ଚିପ୍ ଚାଇନାକୁ ରପ୍ତାନି ଉପରେ ଅଙ୍କୁଶ ଲଗାଇବାକୁ…
ଏକ ମିନିଟ୍ ନୀରବ ରହିବ ବ୍ରିଟେନ୍
ଲଣ୍ଡନ, ୧୩ା୯:ବ୍ରିଟେନ୍ ମହାରାଣୀ ଏଲିଜାବେଥ୍ ୨ୟଙ୍କ ଶେଷକୃତ୍ୟ ପୂର୍ବରୁ ଆସନ୍ତା ରବିବାର ରାତି ୮ଟାରେ ସାରା ଦେଶ ଏକ ମିନିଟ୍ ନୀରବ ପ୍ରାର୍ଥନା କରିବ। ଏ ନେଇ ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ ସୋମବାର ଘୋଷଣା କରିବ। ୧୯ ତାରିଖରେ ଲଣ୍ଡନର ଓ୍ବେଷ୍ଟମିନିଷ୍ଟର…
ଇଗ୍ନୁ ନାମଲେଖା ଅବଧି ୨୨କୁ ବୃଦ୍ଧି
ଭୁବନେଶ୍ୱର, ୧୩।୯(ବ୍ୟୁରୋ):ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୁ)ରେ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ଅବଧି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତ ସମସ୍ତ ତଥ୍ୟ ଇଗ୍ନୁର ଓ୍ବେବ୍ସାଇଟ୍ www.ignou.ac.inରେ ଉପଲବ୍ଧ ରହିଛି। ଏଥିସହ ନାମଲେଖା ପାଇଁ https://ignouadmission.samarth.edu.inରେ…
Archives


