ତିରୁମାଲା ମନ୍ଦିର ହୁଣ୍ଡିରୁ ୧୪୦.୩୪ କୋଟି ସଂଗ୍ରହ
ତିରୁପତି,୧୩।୯: ପ୍ରଭୁ ଭେଙ୍କଟେଶ୍ୱରଙ୍କ ତିରୁମାଲା ମନ୍ଦିର ହୁଣ୍ଡିରୁ ଅଗଷ୍ଟ ମାସରେ ୧୪୦.୩୪ କୋଟି ଟଙ୍କା ସଂଗ୍ରହ ହୋଇଛି। ଗତ ମାସରେ ୨୨.୨୨ ଲକ୍ଷ ଭକ୍ତ ମନ୍ଦିରକୁ ଆସିଥିବା ବେଳେ ତିରୁମାଲା ତିରୁପତି ଦେବସ୍ଥାନମ୍(ଟିଟିଡି) ପକ୍ଷରୁ ସେମାନଙ୍କୁ ୧.୫ କୋଟି ଟଙ୍କା ବିନିମୟରେ…
ହାଇସ୍କୁଲ ସମ୍ମୁଖରେ ଆବର୍ଜନା ପକାଉଛି ଏସ୍ଏମ୍ସି
ସମ୍ବଲପୁର,୧୩ା୯(ବ୍ୟୁରୋ:ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ପରିମଳ ବ୍ୟବସ୍ଥାକୁ ନେଇ ବାରମ୍ବାର ଅଭିଯୋଗ ହେଉଛି। ସଫେଇ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥାର ଅବହେଳା ଯୋଗୁ ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା ପଡ଼ିରହୁଛି। ୪୦ନଂ. ୱାର୍ଡ ମାନେଶ୍ୱର ହାଇସ୍କୁଲ ସମ୍ମୁଖ ବି ବାଦ୍…
ସନ୍ତୋଷିନୀଙ୍କୁ ଭେଟି ଉତ୍ସାହିତ କଲେ ଜିଲାପାଳ
ସମ୍ବଲପୁର,୧୩ା୯(ବ୍ୟୁରୋ):ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଷ୍ଠୀଗତ ୭ ଓ ବ୍ୟକ୍ତିଗତ ୩୦ ମୋଟ ୩୭ ଗୋଟି ଅଭିଯୋଗ ହୋଇଥିଲା। ଅଭିଯୋଗ ଶୁଣାଣି ପରେ ଜିଲାପାଳ ଅନନ୍ୟା ଦାସ ଯୁଯୁମୁରା ବ୍ଲକର ବିଭିନ୍ନ…
ମାଟି ଧସି ରାସ୍ତା ଅବରୋଧ
ଦଶମନ୍ତପୁର,୧୩ା୯ (ଡି.ଏନ. ଏ.):ଦଶମନ୍ତପୁର ବ୍ଲକ କାର୍ଯ୍ୟାଳୟ ଛକଠାରୁ ମୁର୍କାର ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଅଧିକଂଶ ସମୟ ମାଟି ଧସି ରାସ୍ତା ଅବରୋଧ ହେଉଛି। ଫଳରେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବ୍ଲକ କାର୍ଯ୍ୟାଳୟଠାରୁ…
ମହିଳା ଚାଷକୁ ରୋଜଗାରର ମାଧ୍ୟମ କରିଥିବାରୁ ଖୁସିହେଲେ
ରାୟଗଡ଼ା ଅଫିସ,୧୩ା୯-:ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାୟଗଡ଼ା ଜିଲା ଗସ୍ତରେ ଆସି ସୋମବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଓଡ଼ିଶା ଜୀବିକା ମିଶନ ଜରିଆରେ ସ୍ବୟଂ ସହାୟିକା ଗେଷ୍ଠୀ(ଏସ୍ଏଚ୍ଜି) ମହିଳାଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଚାଷ କାର୍ଯ୍ୟ ବୁଲି ଦେଖିବା ସହ…
ଜମ୍ମୁକଶ୍ମୀର ଏସ୍ଆଇ ନିଯୁକ୍ତି ଦୁର୍ନୀତି: ୩୩ ସ୍ଥାନରେ ସିବିଆଇ ଚଢାଉ
ନୂଆଦିଲ୍ଲୀ, ୧୩।୮: ଜମ୍ମୁ କଶ୍ମୀରର ସବ-ଇନ୍ସପେକ୍ଟର (ଏସ୍ଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ଦେଶର ୩୩ଟି ସ୍ଥାନ ଉପରେ ଚଢାଉ କରୁଛି। ଜମ୍ମୁ, ଶ୍ରୀନଗର, ହରିୟାଣା, ଗାନ୍ଧିନଗର, ଗାଜିଆବାଦ, ବେଙ୍ଗାଲୁରୁ ଏବଂ ଦିଲ୍ଲୀରେ ସିବିଆଇ ଏହି ଚଢାଉ…
ବିଳମ୍ବରେ ସ୍କୁଲ ଖୋଲିବାକୁ ନେଇ ଉତ୍ତେଜନା
ନୟାଗଡ଼ ଅଫିସ,୧୩।୯:ନୟାଗଡ଼ ଏନଏସି ହାଇସ୍କୁଲ ପୂର୍ବାହ୍ନ ୧୦ଟାରେ ବି ଖୋଲୁନାହିଁ। ଶିକ୍ଷୟତ୍ରୀଶିକ୍ଷକଙ୍କ ସଠିକ ସମୟରେ ସ୍କୁଲକୁ ଆସୁନାହାନ୍ତି। ମଙ୍ଗଳବାର ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଛାତ୍ରୀଛାତ୍ର ସ୍କୁଲ ସମୟାନୁସାରେ ଆସିଥିଲେ ମଧ୍ୟ ସ୍କୁଲ ଗେଟ୍ ଖୋଲାଯାଇ ନ ଥିଲା। କେହି…
ବିଧାୟକଙ୍କ ମା’ଙ୍କଠାରୁ ଲୁଟ୍
ଗାଜିଆବାଦ୍,୧୩।୯: ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ବିଧାୟକଙ୍କ ମା’ଙ୍କଠାରୁ ଲୁଟ୍ କରିନେଇଛନ୍ତି ଡକାୟତ। ମଙ୍ଗଳବାର ସକାଳେ ବୁଲନ୍ଦଶହରର ଭାଜପା ବିଧାୟକ ପ୍ରଦୀପ ଚୌଧୁରୀଙ୍କ ମା’ ସନ୍ତୋଷୀ ଦେବୀ ଚାଲିବାକୁ ଯାଇଥିବାବେଳେ ପ୍ରତାପ ବିହାର ନିକଟରେ କିଛି ବ୍ୟକ୍ତି ବାଇକ୍ରେ ଅସ୍ତ୍ରଶସ୍ତ୍ର ସହ…
କମୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୧୩।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୩୬୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…
ରାସ୍ତାକୁ ଗୋରୁ ଛାଡ଼ିଲେ ଜରିମାନା
ଅନୁଗୋଳ ଅଫିସ, ୧୩ା୯:ଅନୁଗୋଳ ସହରର ବିଭିନ୍ନ ରାସ୍ତାରେ ବୁଲା ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥିପାଇଁ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି। ଏପରି କି ଦୁର୍ଘଟଣା ଘଟି କେତେବେଳେ ଗୋରୁ ତ ଆଉ କେତେବେଳେ ବାଇକ୍ ଆରୋହୀଙ୍କ ଜୀବନ ଯାଉଛି।…
ସରୁନି ସଡ଼କ ସଂଘର୍ଷ
ବଇଣ୍ଡା, ୧୩ା୯ (ଡି.ଏନ.ଏ.):ଗଁାକୁ ଗମନାଗମନରେ ହେଉଛି ଅସୁବିଧା। ବିଶେଷକରି ବର୍ଷାଋତୁରେ ଯାତାୟାତ କଷ୍ଟକର ହୋଇପଡ଼ୁଛି। କାଦୁଅ, ପାଣିରେ ପଶି ଲୋକଙ୍କୁ ଚଳପ୍ରଚଳ ହେବାକୁ ପଡ଼ୁଛି। ତେଣୁ ମାଟି ରାସ୍ତାକୁ ପକ୍କା କରିବାକୁ ଦାବି କରି ଆସୁଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ…
ତୋରଣରେ ସ୍ବର୍ଣ୍ଣମନ୍ଦିର
ଭୁବନ,୧୩।୯(ଡି.ଏନ୍.ଏ.):ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି କଳାସଂସ୍କୃତିର ସହର ଭୁବନ। ପ୍ରତିଯୋଗିତାପୂର୍ଣ୍ଣ ମହୋତ୍ସବରେ ୧୩ ମଣ୍ଡପ ସାମିଲ ହୋଇଥିବାବେଳେ ମୂର୍ତ୍ତି, ମେଢ଼, ସାଜସଜ୍ଜାକୁ ନେଇ ଆରମ୍ଭ ହୋଇଛି ପ୍ରତିଦ୍ୱନ୍ଦ୍ୱିତା। ଏଥିରେ ନିଜକୁ ସାମିଲ କରିଛି ପୋଥାଳ ସାହି ପୂଜା କମିଟି। ଚଳିତବର୍ଷ…
Archives


