ଜୟଲଳିତାଙ୍କ ମୃତ୍ୟୁ ରିପୋର୍ଟ: ଶଶିକଳାଙ୍କ ସମେତ ଡାକ୍ତର-ସ୍ବାସ୍ଥ୍ୟ ସଚିବଙ୍କ ବିରୋଧରେ ତଦନ୍ତ ଦାବି…
ଚେନ୍ନାଇ,୧୮।୧୦ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ ଗଠିତ ଅରୁମୁଗାସାମି କମିଟି ମଙ୍ଗଳବାର ବିଧାନସଭାରେ ଏହାର ରିପୋର୍ଟ ଉପସ୍ଥାପନ କରିଛି। ଏହି ରିପୋର୍ଟରେ କମିଟି ଶଶିକଳାଙ୍କ ସମେତ ଜୟଲଳିତାଙ୍କ ଡାକ୍ତର କେ.ଏସ ଶିବକୁମାର, ତତ୍କାଳୀନ…
ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି: ଦୁର୍ଘଟଣା ପରେ ଉଡାଣ ସେବା ବନ୍ଦ
ଡେରାଡୁନ,୧୮।୧୦: ଉତ୍ତରାଖଣ୍ଡ କେଦାରନାଥରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। କେଦାରନାଥରୁ ଫାଟା ଫେରୁଥିବା ଏକ ହେଲିକପ୍ଟର କ୍ରାଶ୍ ହୋଇଯାଇଛି। ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ପାଇଲଟ ସମେତ ୭ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିଶେଷ ମୁଖ୍ୟ…
ଭାଜପା ଭୟରେ କରିଛି ପ୍ରାର୍ଥୀ ପ୍ରତ୍ୟାହାର…
ମୁମ୍ବାଇ,୧୮।୧୦: ମୁମ୍ବାଇରେ ଅନୁଷ୍ଠିତ ଅନ୍ଧେରୀ ଇଷ୍ଟ ବିଧାନସଭା ଉପ-ନିର୍ବାଚନରେ ଭାଜପା ପକ୍ଷର ୁପ୍ରାର୍ଥୀ ପ୍ରତ୍ୟାହାର କରିବା ଘୋଷଣା ପରେ ରାଜନୀତି ତୀବ୍ର ହୋଇଛି। ଭାଜପାର ଏହି ନିଷ୍ପତ୍ତିକୁ ଏବେ ଉଦ୍ଧବ ଠାକରେ ଦଳ ଟାର୍ଗେଟ କରିଛନ୍ତି। ଏହି ନିର୍ବାଚନରେ ଭାଜପା ଖରାପ…
ବିସିସିଆଇର ୩୬ତମ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି
ନୂଆଦିଲ୍ଲୀ,୧୮।୧୦: ବୋର୍ଡ ଅଫ କଣ୍ଟ୍ରୋଲ ଫର୍ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ)ର ୩୬ତମ ଅଧ୍ୟକ୍ଷ ହୋଇଛନ୍ତି ପୂର୍ବତନ କ୍ରିକେଟର୍ ରୋଜର ବିନ୍ନି। ମଙ୍ଗଳବାର ମୁମ୍ବାଇର ତାଜ ହୋଟେଲରେ ଅନୁଷ୍ଠିତ ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। ବିସିସିଆଇର ପୂର୍ବତନ…
ଡ୍ରଗ୍ସ ନିଅନ୍ତି ସଲମାନ ଖାନ୍: ବାବା ରାମଦେବ
ନୂଆଦିଲ୍ଲୀ,୧୮।୯: ଯୋଗ ଗୁରୁ ବାବା ରାମଦେବ ଏକ କାର୍ଯ୍ୟକ୍ରମରେ ନିଶା ମୁକ୍ତି ଭାରତ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ସମୟରେ ସେ ବଲିଉଡର ଅଭିନେତା ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କୁ ଟାର୍ଗେଟରେ କରିଥିଲେ। ସେ କହିଛନ୍ତି, ଯଦି ସମଗ୍ର…
ଦେଶରେ ୧,୫୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୮।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୪୨ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୮ ଜଣଙ୍କ ମୃତ୍ୟୁ ଘଟଥିବା ଜଣାପଡିଛି। ନୂତନ ମାମଲା…
ତେଜସ୍ବୀଙ୍କୁ ତାଗିଦ୍ କଲେ କୋର୍ଟ
ନୂଆଦିଲ୍ଲୀ,୧୮।୧୦: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ସ୍କାମ ମାମଲାରେ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ମଙ୍ଗଳବାର ଦିଲ୍ଲୀ ସ୍ଥିତ ରାଉସ ଏଭେନ୍ୟୁ କୋର୍ଟରେ ପହଞ୍ଚିଛନ୍ତି। ଆଇଆରସିଟିସି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ…
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୬ ମୃତ
ଡେରାଡୁନ,୧୮।୧୦: ଉତ୍ତରାଖଣ୍ଡରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ କେଦାରନାଥ ଧାମରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କେଦାରନାଥଠାରୁ ଦୁଇ କିଲୋମିଟର ଦୂରରେ ଥିବା ଗରୁଡଚଟ୍ଟୀରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ହେଲିକପ୍ଟରରେ ୬…
ଦୀପାବଳିରେ କିପରି ସଜାଇବେ ଘର
ଦଶହରା ସରୁ ସରୁ ଘରେ ଦୀପାବଳିର ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଦୀପାବଳିରେ ସମସ୍ତେ ଘରକୁ ସଜାଇଥାନ୍ତି। କିନ୍ତୁ ଏଠାରେ କେତୋଟି ସହଜ ଉପାୟ ଦେଉଛୁ ଯାହାକୁ ଆପଣ ଆପଣାଇ ଘରକୁ ସୁନ୍ଦର ଲୁକ୍ ଦେଇପାରିବେ। ଏଥିପାଇଁ ଘରେ ଖାଲିଟାରେ ଜାଗା ନେଉଥିବା…
୭ ମାସର ଝିଅକୁ ଝୁଣି ଖାଇଗଲେ କୁକୁର
ନୋଏଡା,୧୮।୧୦: ନୋଏଡା ସେକ୍ଟର ୩୯ ପୋଲିସ ଷ୍ଟେଶନ ପରିସରରେ ଅବସ୍ଥିତ ଲୋଟସ ବଲ୍ଲଭ ସୋସାଇଟି ଅଫ ସେକ୍ଟର ୧୦୦ରେ କୁକୁର ଆକ୍ରମଣରେ ଜଣେ ସାତ ମାସର ଶିଶୁ ମୃତ୍ୟୁବରଣ କରିଛି। ପୋଲିସ ଏହି ସୂଚନା ଦେଇଛି। ଇନ୍ସପେକ୍ଟର ରାଜୀବ ବାଲିଆନ କହିଛନ୍ତି,…
ରୁଷିଆ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ୧୩ ମୃତ
ମସ୍କୋ,୧୮।୧୦: ରୁଷିଆର ସୁପରସୋନିକ ଯୁଦ୍ଧ ବିମାନ ୟୁକ୍ରେନ ସୀମା ନିକଟ ଦକ୍ଷିଣ ରୁଷିଆର ୟେସ୍କ ସହରର ଏକ ଆବାସିକ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତିନି ପିଲାଙ୍କ ସମେତ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ…
କ୍ଷମା ମାଗିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଲଣ୍ଡନ,୧୮।୧୦: ଆଜିକାଲି ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ସଙ୍କଟ ଦେଇ ଗତି କରୁଛନ୍ତି। ଟିକସ ହ୍ରାସ ନିଷ୍ପତ୍ତି ତାଙ୍କ ପାଇଁ କାଳ ହୋଇଛି। ତାଙ୍କ ଦଳର ସଦସ୍ୟମାନେ ତାଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଏସବୁ ମଧ୍ୟରେ,…
Archives


