ଆଜି ଧନ୍ତେରସ: ଆଶାଠାରୁ ଅଧିକ ହେବ ବ୍ୟବସାୟ…
ନୂଆଦିଲ୍ଲୀ,୨୩।୧୦: ଚଳିତ ବର୍ଷର ଧନ୍ତେରସ କାରବାର ପାଇଁ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ମନରେ ଉତ୍ସାହ ଭରି ରହିଛି। ଏପରିକି ଚଳିତ ବର୍ଷ ଉଭୟ ସୁନା ଦର ଓ ସଂକ୍ରମଣ ତଳମୁହଁା ରହିଥିବାରୁ ବ୍ୟବସାୟ ୨୦୧୯-୨୦ ଅପେକ୍ଷା ୨୦% ବୃଦ୍ଧି ପାଇବ…
ଗୋଟିଏ କଳା ସେଓର ଦାମ୍ରେ କିଣିପାରିବେ ୫ ପ୍ରକାର ଫଳ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା
ସାଧାରଣତଃ ସେଓ ପ୍ରାୟ ସମସ୍ତେ ଦେଖିଥିବେ। ମାତ୍ର ବ୍ଲାକ୍ ଡାଏମଣ୍ଡ ଆପଲ ବା କଳା ହୀରା ସେଓ ହୁଏତ କମ୍ ଲୋକ ଦେଖିଥିବେ। ଆପଣ ଭାବୁଥିବେ ଏହି ସେଓରେ କେହି ବୋଧେ ରଙ୍ଗ ବୋଳି ଦେଇଛି। କିନ୍ତୁ ନା ପ୍ରାକୃତିକ ରୂପରେ…
ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ,କେଉଁଠି ଆଉ କେତେବେଳେ ଦେଖିବେ ମ୍ୟାଚ୍..
ନୂଆଦିଲ୍ଲୀ,୨୩।୧୦: ଟି୨୦ ବିଶ୍ୱକପ୍ ୨୦୨୨ରେ ରବିବାରଠାରୁ ନିଜର ମିଶନ୍ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ମେଲବୋର୍ନରେ ଭାରତ ପାକିସ୍ତାନ ସହ ସୁପର-୧୨ ମୁକାବିଲାର ପ୍ରଥମ ମ୍ୟାଚ୍ ଖେଳିବ। ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍କୁ ଜିତିବା ଲକ୍ଷ୍ୟରେ…
ଚାଇନାରେ ଆରମ୍ଭ ହେଲା ଜିନପିଙ୍ଗଙ୍କ ତୃତୀୟ ଯୁଗ, ସିପିସି ବୈଠକ ପରେ ହେବ ଘୋଷଣା
ବେଜିଂ,୨୩ ।୧୦: ଚାଇନାରେ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ସବୁଠାରୁ ବଡ ବୈଠକ ଶେଷ ହୋଇଛି । ୭ ଦିନ ପର୍ଯ୍ୟନ୍ତ ଚାଲିଥିବା ନ୍ୟାଶନାଲ କଂଗ୍ରେସର ୨୦ତମ ଅଧିବେଶନର ଶନିବାର ଥିଲା ଶେଷ ଦିନ । ଏହି ବୈଠକ ସମୟରେ ଚାଇନାରେ…
ପ୍ରଥମଥର ଲାଗି ଦ୍ୱିପୋତ୍ସବରେ ସାମିଲ ହେବେ ମୋଦି, ରାମଲଲା ବିରାଜମାନଙ୍କ ସାମ୍ନାରେ ଜଳାଇବେ ୫ ବିଶେଷ ଦୀପ
ଅଯୋଧ୍ୟା,୨୩।୧୦: ଅଯୋଧ୍ୟାରେ ଏଥର ଦୀପାବଳି କିଛି ଭିନ୍ନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାମଲଲା ବିରଜମାନ ସାମ୍ନାରେ ୫ଟି ଦୀପ ଜାଳିବେ । ଏହି ଦୀପ ପଞ୍ଚତତ୍ତ୍ୱ(ଜଳ, ଆକାଶ, ଅଗ୍ନି, ବାୟୁ, ପୃଥିବି)ର ପ୍ରତିକ ହେବ ।…
ରବିବାର ଭାରତ-ପାକିସ୍ତାନ ଲଢ଼େଇ…
ମେଲବୋର୍ନ,୨୦।୧୦ : ଆଇସିସି ଟି -୨୦ ବିଶ୍ୱକପର ବହୁ ପ୍ରତିକ୍ଷୀତ ଭୋଲଟେଜ୍ ଭାରତ-ପାକିସ୍ତାନ ମ୍ୟାଚ୍ ୨୩ ଅକ୍ଟୋବର ରବିବାର ଖେଳାଯିବ । ଭାରତ ସମ୍ମୁଖରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଦଳ ରହିବ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ମେଲବୋର୍ନରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ…
ମୁଖ୍ୟ ସଚିବଙ୍କ ସତ୍ୟବାଦୀ ଗସ୍ତ: ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ନେଇ ସମୀକ୍ଷା
ସାକ୍ଷୀଗୋପାଳ,୨୨ା୧୦(ଡି.ଏନ୍.ଏ.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲା ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ କୋଟି ଟଙ୍କା ବ୍ୟୟରେ ଐତିହ୍ୟ ବିକାଶ ପ୍ରକଳ୍ପ ଏବଂ ବକୁଳବନରେ ୩୫ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଓଡ଼ିଆ…
ପ୍ରଧାନମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ଋଷି ସୁନକ
ଲଣ୍ଡନ,୨୨ା୧୦: ବ୍ରିଟେନରେ ରାଜନୈତିକ ଅସ୍ଥିରତା ଶେଷ ହେଉନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପରେ ଲିଜ ଟ୍ରସ୍ କେବଳ ୪୪ ଦିନ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। କ୍ଷମା ମାଗିବା ସତ୍ତ୍ୱେ କଞ୍ଜରଭେଟିଭ୍ ପାର୍ଟି ମଧ୍ୟରେ ତାଙ୍କ ବିରୋଧରେ ବିଦ୍ରୋହ ପରେ ଟ୍ରସ୍…
ମାଳ ବଦଳରେ ନୋଟ୍ର ଶେଯ ପିନ୍ଧିଲେ ପାକିସ୍ତାନୀ ବର! ଛିଡ଼ା ହେବା ମାତ୍ରେ…
ନିଜର ବିବାହକୁ ସ୍ମରଣୀୟ କରିବାକୁ କିଏ ବା ନ ଚାହେଁ। ଏଥିଲାଗି ଲୋକେ ଏବେ ବିଭିନ୍ନ କୌଶଳ ଆପଣାଉଛନ୍ତି। କାରଣ ଏହା ଜୀବନରେ ଥରଟିଏ ହୁଏ। ଏହି କ୍ରମରେ ଜଣେ ପାକିସ୍ତାନୀ ବର ତାଙ୍କ ବିବାହ ଦିନ ଏଭଳି କିଛି କରିଛନ୍ତି,…
୩୦ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଜିଲା ଦାୟିତ୍ୱ ଦେଲେ ରାଜ୍ୟ ସରକାର, ଜାଣନ୍ତୁ ସବିଶେଷ…
ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟର ବରିଷ୍ଠ ଆଇଏଏସ ଅଫିସରମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବିଭିନ୍ନ ସରକାରୀ ଯୋଜନା, ପ୍ରକଳ୍ପର ତଦାରଖ, ସାଧାରଣ ଲୋକଙ୍କୁ ଜନସେବା ପ୍ରଦାନ ସହ ସ୍ଥାନୀୟ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଅଫିସରମାନଙ୍କୁ ଦାୟିତ୍ୱ ଦିଆଯାଇଛି। ୩୦ଟି ଜିଲା…
ଗଜରଙ୍ଗବାଲିଙ୍କୁ ନିଗମ ପ୍ରଶାସନ ପକ୍ଷରୁ ଜଳକର ନୋଟିସ ଜାରି, ପୈଠ ପାଇଁ ୧୫ ଦିନ ସମୟ…
ରାୟପୁର,୨୨।୧୦ : ଛତିଶଗଡକୁ ମାତା କୌଶଲ୍ୟାଙ୍କ ସହର କୁହାଯାଏ। ଏହା ମଧ୍ୟ ଭଗବାନ ଶ୍ରୀ ରାମଙ୍କ ଆଈଙ୍କ ଘର। ଶ୍ରୀ ରାମଙ୍କ ଆଈଙ୍କ ଘରେ ରାମଙ୍କ ଭକ୍ତ ପ୍ରଭୁ ହନୁମାନଙ୍କ ପାଇଁ ଏକ ନୋଟିସ ଜାରି କରାଯାଇଛି। ବଜରଙ୍ଗବାଲିଙ୍କ ଏହି ନୋଟିସ…
କେରଳ ରାଜସ୍ବର ଦୁଇଟି ମୁଖ୍ୟ ଉତ୍ସ ଲଟେରୀ-ମଦ, ରାଜ୍ୟମୁଖ୍ୟ ଭାବେ ମୁଁ ଲଜ୍ଜିତ: ରାଜ୍ୟପାଳ…
ଥିରୁଭାନନ୍ତପୁରମ୍,୨୨।୧୦ : କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶନିବାର କହିଛନ୍ତି ଯେ ଡ୍ରଗ୍ସ ରାଜଧାନୀ ପାଲଟିଥିବା ପଞ୍ଜାବର ସ୍ଥାନ ଏବେ କେରଳ ନେବାକୁ ଯାଉଛି। ଖାନ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ମୁଖ୍ୟ ଭାବେ ଏନେଇ ସେ ଲଜ୍ଜିତ…
Archives


