ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଗଞ୍ଜାମ,୨୨ା୧୦(ଡି.ଏନ୍.ଏ.): ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ନେଇ ସୂଚନା ଦେବା ପରେ ତହସିଲ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l ଏନେଇ ଶନିବାର ତହସିଲଦାର ଅରୁଣ କୁମାର ନାୟକ ଏବଂ ରମ୍ଭା ଥାନାଧିକାରୀ ପି…
ୟୁକ୍ରେନ୍ ଉପରେ ଗୋଟିଏ ରାତିରେ ୩୬ ରକେଟ ମାଡ଼ କରିଛି ରୁଷିଆ…
କ୍ୱିଭ୍,୨୨।୧୦ : ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ଜାରି ରଖିଛି। ଶନିବାର ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡମିୟର ଜେଲେନେସ୍କି ସୂଚନା ପ୍ରଦାନ କରିଛନ୍ତି ଯେ, ଗୋଟିଏ ରାତିରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ନିର୍ଦ୍ଦେଶରେ ଏଭଳି ବର୍ବର କାର୍ଯ୍ୟ କରାଯାଇଛି। ଜେଲେନେସ୍କି ସୋସିଆଲ…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୨୬,୧୭୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ବଜାରକୁ ଆସିଲା ଓଲାର ନୂଆ ଇଲେକ୍ଟ୍ରିକ୍ ସ୍କୁଟର୍; ମାତ୍ର ୨୫ ପଇସା ଖର୍ଚ୍ଚରେ ଚାଲିବ ୧ କିମି
ନୂଆଦିଲ୍ଲୀ,୨୨।୧୦: ଦୀପାବଳି ଉପଲକ୍ଷେ ଓଲା ଇଲେକ୍ଟ୍ରିକ ଏହାର ନୂଆ ଇଲେକ୍ଟ୍ରିକ ସ୍କୁଟର ଏସ୍୧କୁ ଭାରତୀୟ ବଜାରରେ ଲଞ୍ଚ କରିଛି। କିଲୋମିଟର ପିଛା ଏହି ସ୍କୁଟରରେ ୨୫ ପଇସା ଖର୍ଚ୍ଚ ହେବ ବୋଲି କମ୍ପାନୀର ପ୍ରମୁଖ ଭାବିଶ ଅଗ୍ରଓ୍ବାଲ କହିଛନ୍ତି। ଓଲା ଏସ୍୧…
ରାଜଧାନୀରେ ତିଆରି, କଟକରେ ଷ୍ଟକ୍
ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ରାଜଧାନୀର ପାତ୍ରପଡ଼ା ଶିଳ୍ପାଞ୍ଚଳରେ ଏକ ନକଲି ସସ୍ ଫ୍ୟାକ୍ଟ୍ରି ଉପରେ ପୋଲିସ ଶନିବାର ଚଢ଼ାଉ କରି ବିପୁଳ ପରିମାଣର ସସ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଅପମିଶ୍ରଣ ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଅନ୍ୟପକ୍ଷରେ…
ଇଂଲଣ୍ଡ ପାଇଁ ୧୧୩ ରନ୍ର ଟାର୍ଗେଟ…
ମେଲବୋର୍ନ,୨୨।୧୦ :ଟି -୨୦ ବିଶ୍ୱକପରେ ସୁପର -୧୨ର ମ୍ୟାଚରେ ଆଫଗାନିସ୍ତାନ ଇଂଲଣ୍ଡ ଦଳକୁ ୧୧୩ ରନ୍ର ଟାର୍ଗେଟ ଦେଇଛି। ପର୍ଥ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଇଂଲଣ୍ଡ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଜୋସ୍…
ହସ୍ପିଟାଲର ଅବ୍ୟବସ୍ଥା ନେଇ ଉଦ୍ବେଗ ପ୍ରକାଶ କଲେ ଜୁଏଲ
କୋରାପୁଟ,୨୨ା୧୦(ସ୍ବ.ପ୍ର.): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଅବ୍ୟବସ୍ଥା ଦେଖି ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି। ସଂସଦୀୟ ପ୍ରତିରକ୍ଷା ସ୍ଥାୟୀ କମିଟିର ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ଏମ୍ପି ଜୁଏଲ ଓରାମ। ଶନିବାର ଜୁଏଲଙ୍କ ସହ ପୂର୍ବତନ ଏମ୍ପି…
କୁମ୍ଭାରୀପଦର ଭୂସ୍ଖଳନ ଘଟଣା: ପରୀକ୍ଷା ପାଇଁ ଗଲା ମାଟି, ପଥର
ଦାରିଙ୍ଗବାଡ଼ି,୨୨ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ନିକଟରେ ଥିବା ପାହାଡ଼ ଭୁସ୍ଖଳନ ଘଟଣାରେ ଶନିବାର ବ୍ରହ୍ମପୁର ମାଇନ୍ସ ଏବଂ ଭୂତତ୍ତ୍ୱବିତ୍ ନିର୍ଦ୍ଦେଶାଳୟରୁ ଏକ ୪ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଭୂତତ୍ତ୍ୱବିତ୍ ଲାଜଓ୍ବନ୍ତି ଦେବୀଙ୍କ ସହ ଦାରିଙ୍ଗବାଡ଼ି…
ମୋଦିଙ୍କୁ ସିଧା ସଳଖ ଟାର୍ଗେଟ କଲେ ବିରୋଧୀଙ୍କର ହେବ କ୍ଷତି: ସି-ଭୋଟର ସର୍ଭେ…
ନୂଆଦିଲ୍ଲୀ,୨୨।୧୦ : ହିମାଚଳ ପ୍ରଦେଶରେ ନିର୍ବାଚନ ପାଇଁ ବିଗୁଲ ବାଜିଛି। ନଭେମ୍ବର ୧୨ ରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ ଏବଂ ଫଳାଫଳ ଡିସେମ୍ବର ୮ରେ ଘୋଷଣା କରାଯିବ। ନିର୍ବାଚନ ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଜୋରଦାର ହେବା…
ରଣନୀତିକୁ ନେଇ ଚମକାଇଲେ ରୋହିତ, ବିଶ୍ୱକପ୍ର ପ୍ରତିଟି ମ୍ୟାଚ୍ରେ ଭାରତ ଏକାଦଶରେ ହେବ ପରିବର୍ତ୍ତନ!
ନୂଆଦିଲ୍ଲୀ,୨୨।୧୦: ଟି୨୦ ବିଶ୍ୱକପ୍ରେ ଭାରତ-ପାକିସ୍ତାନ ମଧ୍ୟରେ ରବିବାର ମହାମୁକାବିଲା ଅନୁଷ୍ଠିତ ହେବ। ସୁପର-୧୨ ଗ୍ରୁପ୍ରେ ଉଭୟ ଟିମ୍ର ଏହା ପ୍ରଥମ ମ୍ୟାଚ୍। ଏହାକୁ ନେଇ ଉଭୟ ଟିମ୍ ଭିନ୍ନ ରଣନୀତି ଆପଣାଉଛନ୍ତି। ତେବେ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ…
ଜିନପିଙ୍ଗଙ୍କ କ୍ଷମତାର ତୃତୀୟ ପାଳି, କମ୍ୟୁନିଷ୍ଟ ପାର୍ଟିରେ ପ୍ରସ୍ତାବ ପାରିତ…
ବେଜିଂ,୨୨।୧୦ : ଚାଇନାର ରାଷ୍ଟ୍ରପତି ଭାବେ ଶି ଜିନପିଙ୍ଗ କ୍ଷମତାରେ ତୃତୀୟ ପାଳି ପାଇଁ ରହିବେ। ଏନେଇ ଚାଇନା କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି। କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା(ସିପିସି)ର ଏକ ସପ୍ତାହ ବ୍ୟାପି ବୈଠକ ଶନିବାର ଶେଷ…
ଆଖି ବୁଜିଲା ନନ୍ଦନକାନନର ଧଳା ବାଘୁଣୀ ‘ବିଜୟା’
ବାରଙ୍ଗ,୨୨।୧୦(ଡି.ଏନ୍.ଏ.): ଆଖି ବୁଜିଲା ନନ୍ଦନକାନନର ଧଳା ବାଘୁଣୀ ‘ବିଜୟା’। ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ଆଖି ବୁଜିଛି। ଅସୁସ୍ଥ ଥିବା ଯୋଗୁ ନନ୍ଦନକାନନ ଏବଂ ଓୟୁଏଟିର ସ୍ବତନ୍ତ୍ର ୪ ଜଣିଆ ଡାକ୍ତରୀ ଦଳ ତା’ର ଚିକିତ୍ସା କରୁଥିଲେ। ହେଲେ ତା ଜୀବନ ବଞ୍ଚାଇବାରେ…
Archives


