ମହାରାଷ୍ଟ୍ର କ’ଣ ପାକିସ୍ତାନ, ଫଡନାଭିସଙ୍କୁ ଆଦିତ୍ୟଙ୍କ ପ୍ରଶ୍ନ…
ମୁମ୍ବାଇ, ୧୮।୯ : ମହାରାଷ୍ଟ୍ରରେ ବେଦାନ୍ତ-ଫକ୍ସକନ ଚୁକ୍ତିକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଗୁଜୁରାଟ ପାକିସ୍ତାନ ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ। ପ୍ରକଳ୍ପ ସ୍ଥାପନ ହେବାନେଇ ଆପଣମାନେ କାହିଁକି ହଙ୍ଗମା କରୁଛନ୍ତି? ଏହାର ଉତ୍ତରରେ…
କେତେ ଶୁଭ କଳାଜାଇ…
କଳାଜାଇକୁ ଅନେକେ ବ୍ୟୁଟି ସ୍ପଟ୍ ବୋଲି କହିଥାନ୍ତି। କିନ୍ତୁ ବିଶ୍ୱାସ ରହିଛି, ଏହା ବି ଆମକୁ ଶୁଭ, ଅଶୁଭର ସୂଚନା ଦେଇଥାଏ। ଯେମିତିକି ନାକରେ ଥିବା କଳାଜାଇ ଭାଗ୍ୟଶାଳୀ ତଥା ସୁଖମୟ ଜୀବନ ବିତାଇବାର ସଙ୍କେତ ଦେଇଥାଏ। ସେହିପରି ଯେଉଁ ବ୍ୟକ୍ତିଙ୍କର…
ୟୁକ୍ରେନ୍ର ବହୁ ଅଞ୍ଚଳରେ ବୋମାମାଡ଼ କଲେ ରୁଷିଆ ସୈନ୍ୟ…
ମସ୍କୋ/କ୍ୱିଭ୍, ୧୮।୯ : ଚଳିତ ବର୍ଷ ୨୪ ଫେବୃଆରୀରେ ଆରମ୍ଭ ହୋଇଥିବା ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଯୁଦ୍ଧରେ ଉଭୟ ପକ୍ଷର ବହୁ କ୍ଷୟକ୍ଷତି ହେବାରେ ଲାଗିଛି। ନିକଟରେ ୟୁକ୍ରେନ ସୈନ୍ୟବାହିନୀ ଦାବି କରିଛି ଯେ…
ଆଜିଠୁ ଝୁଲଣଙ୍କ ବିଦାୟୀ ଦିନିକିଆ ସିରିଜ
ହୋଭ୍,୧୮ା୯: ରବିବାର ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ। ଭାରତ ତଥା ବିଶ୍ୱର ସର୍ବାଧିକ ଉଇକେଟ ହାସଲକାରୀ ଝୁଲଣ ଗୋସ୍ବାମୀଙ୍କ ଏହା ଅନ୍ତିମ ସିରିଜ ହୋଇଥିବା ବେଳେ ଭାରତୀୟ ଦଳ ସିରିଜ୍ ଜିତିବାକୁ ଆପ୍ରାଣ…
ଧୂମପାନ କରୁ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ହେଉଛି ଫୁସଫୁସ କର୍କଟ, ବ୍ରିଟେନ୍ରେ ପ୍ରତିବର୍ଷ ୬ ହଜାରରୁ ଅଧିକଙ୍କ ଯାଉଛି ଜୀବନ…
ଲଣ୍ଡନ,୧୮।୯ : ଯେଉଁମାନେ କେବେ ବି ଧୂମପାନ କରିନାହାଁନ୍ତି, ସେମାନେ ମଧ୍ୟ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଲଣ୍ଡନର ଫ୍ରାନ୍ସିସ କ୍ରିକ ପ୍ରତିଷ୍ଠାନର ଗବେଷକମାନେ ସେମାନଙ୍କ ଅଧ୍ୟୟନରେ ପ୍ରକାଶ କରିଛନ୍ତି ଯେ ବାୟୁ ପ୍ରଦୂଷଣ ମଧ୍ୟ ଫୁସଫୁସ କର୍କଟ ରୋଗର…
ଥମୁଛି କରୋନା…
ନୂଆଦିଲ୍ଲୀ, ୧୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ବଢ଼ି ପୁଣି ୪୭ ହଜାର ଉପରେ ରହିଛି। କେରଳରେ…
ଅଧିକ ସମୟ କାମ କଲେ ଖସିଯିବ ମାଉସ୍
କେପ୍ ଟାଉନ୍: ଅଫିସ୍ରେ କାମର ଚାପ ବଢ଼ିବା କାରଣରୁ କର୍ମଜୀବୀ ବ୍ୟକ୍ତି ନିଜ ପରିବାରକୁ ସମୟ ଦେବାରୁ ବଞ୍ଚିତ ହେଉଛନ୍ତି। ଖାଲି ସେତିକି ନୁହେଁ ଓ୍ବାର୍କଲୋଡ୍ କାରଣରୁ ଶରୀରରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଥିବା ଯୋଗୁ ବହୁବିଧ ରୋଗରେ ଲୋକ…
ପ୍ରାକୃତିକ ଗ୍ୟାସ୍ ଚାହୁଁଥିଲେ କଟକଣା ହଟାଅ: ପୁଟିନ୍
ମସ୍କୋ,୧୮ା୯: ପ୍ରାକୃତିକ ଗ୍ୟାସ୍ ଲାଗି ରୁଷିଆ ଉପରେ ବହୁମାତ୍ରାରେ ନିର୍ଭରଶୀଳ ୟୁରୋପରେ ଏବେ ଶକ୍ତିସଙ୍କଟ ଦେଖାଦେଇଛି। ଆଗକୁ ଶୀତଋତୁ ଆସୁଥିବାରୁ ୟୁରୋପବାସୀଙ୍କ ପାଇଁ ସମସ୍ୟା ବଢ଼ିବା ଆଶଙ୍କା ରହିଛି। ୟୁକ୍ରେନ୍ ଆକ୍ରମଣ ପାଇଁ ୟୁରୋପୀୟ ସଂଘ (ଇୟୁ) ରୁଷିଆରୁ ଗ୍ୟାସ୍ ଆମଦାନୀ…
୧୦୦ରୁ ଅଧିକ ସିନେମା ହଲ, ବଡ ସହରରେ ସ୍କ୍ରିନରେ ପ୍ରଦର୍ଶିତ ହେବ ମହାରାଣୀଙ୍କ ଅନ୍ତିମ ସଂସ୍କାର
ଲଣ୍ଡନ,୧୮ ।୯: ବ୍ରିଟେନ ମହାରାଣୀ ସ୍ୱର୍ଗତ ଏଲିଜାବେଥ ଦ୍ୱିତୀୟଙ୍କ ରାଜକୀୟ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ଲଣ୍ଡନର ୱେଷ୍ଟମିଂଷ୍ଟର ଏବେରେ କରାଯିବ । ଏହା ପୂର୍ବରୁ ବ୍ରିଟିଶ ସରକାର ଶନିବାର କହିଛନ୍ତି ମହାରାଣୀ ଏଲିଜାବେଥଙ୍କ ରାଜକୀୟ ଅନ୍ତିମ ସଂସ୍କାର ସାରା ଦେଶରେ…
ମା’ ହେବା ପରେ ଏହି ଫିଲ୍ମରେ ନଜର ଆସିବେ ଆଲିଆ
ମୁମ୍ବାଇ: ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସଫଳତା ଆଲିଆଙ୍କ ଗର୍ଭଧାରଣ ଖୁସିକୁ ଦ୍ୱିଗୁଣିତ କରିଦେଇଛି। ମା’ ହେବା ପୂର୍ବରୁ ‘ବ୍ରହ୍ମାସ୍ତ୍ର’ରୁ ଭଲ ରୋଜଗାର କରିଛନ୍ତି ଆଲିଆ। ବର୍ତ୍ତମାନ ଆଲିଆ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏପିରିକି ମା’ ହେବା ପରେ ମଧ୍ୟ ଆଲିଆ ତାଙ୍କର…
ଗୋତ୍ର ବାହାରେ ବିବାହ କାରଣରୁ କାହାକୁ ବାସନ୍ଦ କରିବା ଅନୁଚ୍ଛେଦ ୨୫ର ଉଲ୍ଲଂଘନ…
ଥିରୁଭାନନ୍ତପୁରମ୍, ୧୭।୯ : ବିବାହ ଏକ ବ୍ୟକ୍ତିଗତ ମୌଳିକ ଅଧିକାର। ଜଣେ ବ୍ୟକ୍ତି ନିଜ ପସନ୍ଦର ବିବାହ କରିପାରିବେ। ଏନେଇ କେହି ତାଙ୍କୁ ବାଧା ଦେଇପାରିବେ ନାହିଁ। ଗୋତ୍ର ବାହାରେ ବିବାହ କାରଣରୁ କାହାକୁ ବାସନ୍ଦ କରିବା ଅନୁଚ୍ଛେଦ ୨୫ର ଉଲ୍ଲଂଘନ…
ଭୁବନେଶ୍ୱରରେ ପହଞ୍ଚିଲେ କଂଗ୍ରେସ ନେତା ଦିଗ୍ବିଜୟ, ଜୟରାମ
ଭୁବନେଶ୍ୱର,୧୭ା୯(ବ୍ୟୁରୋ)-କଂଗ୍ରେସ ଏମ୍ପି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂ ଏବଂ ଏମ୍ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଶନିବାର ସାରେ ଭୁବନେଶ୍ୱରରେ ପହଞ୍ଚଛନ୍ତି। ରବିବାର ପୂର୍ବାହ୍ନରେ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି(ପିସିସି ) ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…
Archives


