Home

ନିବେଶ ସହ ନିଯୁକ୍ତିରେ ବ୍ୟାପକ ସମ୍ଭାବନା ସୃଷ୍ଟି

ଭୁବନେଶ୍ୱର,୩ା୧୨: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨ର ୩ୟ ସଂସ୍କରଣର ୨ୟ କାର୍ଯ୍ୟଦିବସ ଶେଷ ସୁଦ୍ଧା ମୋଟ ୮୯୦ କୋଟି ଟଙ୍କା ମୂଲ୍ୟର ୩୨୫ ଆଗ୍ରହପତ୍ର ପ୍ରାପ୍ତ ହୋଇଛି ବୋଲି ଶୁକ୍ରବାର ଶିଳ୍ପ ବିଭାଗର ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା…

ଶୀତ ଅଧିବେଶନ ପାଇଁ ରଣକୌଶଳ

ନୂଆଦିଲ୍ଲୀ,୩ା୧୨: ଆସନ୍ତା ୭ ତାରିଖରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳ କଂଗ୍ରେସ ରଣକୌଶଳ ପ୍ରସ୍ତୁତି ନିମନ୍ତେ ଶନିବାର ଏହାର ବରିଷ୍ଠ ନେତାମାନଙ୍କ ବୈଠକ ଡାକିଛି। ମୁଖ୍ୟତଃ ବେରୋଜଗାରୀ, ଦରଦାମ୍‌…

ଚାଷୀଙ୍କୁ ନେଇ ବିଧାନସଭା ଘେରିଲା ଭାଜପା

ଭୁବନେଶ୍ୱର, ୩ା୧୨(ବ୍ୟୁରୋ): ଓଡ଼ିଶାର କୃଷକ ଓ କୃଷି ପ୍ରସଙ୍ଗରେ ଭାଜପାର ୧୫ଦିନ ଧରି ଚାଲିଥିବା ସତ୍ୟାଗ୍ରହ ଶୁକ୍ରବାର ଜୋର୍‌ଦାର ହୋଇଥିଲା। ଚାଷୀ ବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ହଜାର ହଜାର ଚାଷୀଙ୍କୁ ନେଇ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସମାବେଶ କରିବା ସହ…

ମୁଖ୍ୟମନ୍ତ୍ରୀ ପୁଣି ମିଛ କହିଲେ: ଜୟନାରାୟଣ

ପଦ୍ମପୁର,୩ା୧୨(ଡି.ଏନ.ଏ.): ଯେଉଁଠି ଉପନିର୍ବାଚନ ହୁଏ ସେହି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନିଅନ୍ତି ବୋଲି ସବୁବେଳେ ଉପନିର୍ବାଚନ ପ୍ରଚାରରେ କୁହନ୍ତି। ହେଲେ ପ୍ରଥମ ଥର ପାଇଁ ସେ ପଦ୍ମପୁର ଉପନିର୍ବାଚନରେ ଦାୟିତ୍ୱ ମୋର ବୋଲି କହିଲେ ନାହିଁ। ବୋଧହୁଏ ବିଜେଡି…

ବିଜେଡି, ଭାଜପା ପଦ୍ମପୁରବାସୀଙ୍କୁ ଠକିଛନ୍ତି: ଶରତ

ପଦ୍ମପୁର,୩ା୧୨(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣକୁ ଆଉ ୩ ଦିନ ବାକି ଅଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ପଦ୍ମପୁର କର୍ମୀ ସମ୍ମିଳନୀ ଏବଂ ସାଧାରଣ ସଭାରେ ଯୋଗ ଦେଇଥିଲେ। ଆସନ୍ତା…

ପଦ୍ମ ଭୂଷଣରେ ସମ୍ମାନୀତ ହେଲେ ଗୁଗଲ ସିଇଓ ସୁନ୍ଦର ପିଚାଇ, କହିଲେ ମୋର ଏକ ଅଂଶ ହେଉଛି ଭାରତ

ସାନ ଫ୍ରାନ୍ସିସକୋ,୩ ।୧୨: ଗୁଗଲ ଓ ଆଲଫାବେଟର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ଭାରତ ମୋର ଏକ ଅଂଶ ଆଉ ମୁଁ ଏହାକୁ ମୋ ସହ ରଖିଥାଏ । ଭାରତୀୟ-ଆମେରିକୀୟ ବ୍ୟବସାୟ ଓ ଉଦ୍ଦ୍ୟୋଗ କ୍ଷେତ୍ରରେ ୨୦୨୨ ପାଇଁ ପଦ୍ମ ଭୂଷଣରେ…

୪ ଜଣଙ୍କ ଜାମିନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,୩ା୧୨: ୧୯୯୪ ଇସ୍ରୋ ଗୁପ୍ତଚରଗିରି ଘଟଣାରେ ବୈଜ୍ଞାନିକ ନାମ୍ବି ନାରାୟଣଙ୍କୁ ସମ୍ପୃକ୍ତ କରାଯିବା ମାମଲାରେ ପୂର୍ବତନ ପୋଲିସ ଡିଜିଙ୍କ ସମେତ ୪ ଜଣଙ୍କୁ କେରଳ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିବାବେଳେ ସୁପ୍ରିମକୋର୍ଟ ଶୁକ୍ରବାର ଏହାକୁ ଖାରଜ କରିଦେଇଛନ୍ତି। ଜଷ୍ଟିସ୍‌ ଏମ୍‌.ଆର୍‌.…

ଜେଏନ୍‌ୟୁରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ

ନୂଆଦିଲ୍ଲୀ,୩ା୧୨: ନୂଆଦିଲ୍ଲୀସ୍ଥିତ ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଜବାହାରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ପୁଣି ବିବାଦ ଘେରକୁ ଆସିଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ର କାନ୍ଥଗୁଡ଼ିକରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ ଲେଖାଯାଇଛି। ବ୍ରାହ୍ମଣ ଓ ବଣିଆ ସମ୍ପ୍ରଦାୟର ଲୋକେ କ୍ୟାମ୍ପସ୍‌ ତଥା ଦେଶ ଛାଡ଼ି ଚାଲିଯାଆନ୍ତୁ…

ସ୍ପାଇସ ଜେଟ, କତର ଏୟାର ୱେଜ ପରେ ଇଣ୍ଡିଗୋ ବିମାନରେ ତ୍ରୁଟି, ମୁମ୍ବାଇ ଡାଇଭର୍ଟ

ମୁମ୍ବାଇ,୩ ।୧୨: ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ କନ୍ନୁରରୁ ଦୋହା ଯାଉଥିବା ବେଳେ ଶୁକ୍ରବାର ଏହାକୁ ମୁମ୍ବାଇ ଏୟାରପୋର୍ଟକୁ ଡାଇଭର୍ଟ କରି ଦିଆଯାଇଛି । ଗୋଟିଏ ଦିନରେ ଏହି ଯାନ୍ତ୍ରିକ ତ୍ରୁଟିର ଏହା ତୃତୀୟ ଘଟଣା । ଏହାପୂର୍ବରୁ ଶୁକ୍ରବାର ସ୍ପାଇସ…

ଆଲୋଚନା ପାଇଁ ପୁଟିନ୍‌ ରାଜି

ମସ୍କୋ/କିଭ୍‌,୩ା୧୨: ଦୀର୍ଘ ୯ ମାସ ଧରି ଚାଲିଥିବା ୟୁକ୍ରେନ୍‌ ଯୁଦ୍ଧର ଅବସାନ ଘଟିପାରେ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏକ ସମ୍ଭାବ୍ୟ ସମାଧାନ ପାଇଁ ଆଲୋଚନା କରିବାକୁ ଶୁକ୍ରବାର ରାଜି ହେବା ପରେ ଏପରି ସଙ୍କେତ ମିଳିଛି। କିନ୍ତୁ ରୁଷିଆ ଦଖଲରେ…

ଏଲନ ମସ୍କ କହିଲେ ପ୍ରଥମେ ନିଜ ମୁଣ୍ଡରେ ଲଗାଇବେ ନ୍ୟୁରାଲିଙ୍କ ଇନପ୍ଲାଣ୍ଟ, ମେଣ୍ଢା, ଘୁଷୁରୀ, ମାଙ୍କଡ଼ଙ୍କ ଉପରେ ହୋଇଛି ପ୍ରୟୋଗ

ୱାଶିଂଟନ,୩ ।୧୨: ଅରବ ପତି ବ୍ୟବସାୟୀ ଏଲନ ମସ୍କ ଦାବି କରିଛନ୍ତି, ସେ ନିଜେ ସାରା ବିଶ୍ୱକୁ ନ୍ୟୁରାଲିଙ୍କ ଇନପ୍ଲାଣ୍ଟ ଲଗାଇ ଦେଖାଇବେ । ସେ କହିଛନ୍ତି କଏନ ଭଳି ଏହି ଡିଭାଇସ ଖୁବ୍ କମ ସମୟ ମଧ୍ୟରେ ମସ୍ତିଷ୍କର ଏକ…

୩ ବିଧାନସଭା ଦେଇ ଯିବ ମୋଦିଙ୍କ ରୋଡ ଶୋ’

ଅହମ୍ମଦାବାଦ,୨।୧୨: ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ପ୍ରଚାର ଜୋରସୋରରେ ଚାଲିଛି। ଇତିମଧ୍ୟରେ ଶୁକ୍ରବାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ ଶୋ’ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ ଶୋ’ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଛି। ଏହି ରୋଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri