ଭାରତଠାରୁ ପରାଜୟ ପରେ ମୁଣ୍ଡ ନୁଆଁଇ ବସିଲେ ନଓ୍ବାଜ୍; ଡ୍ରେସିଂ ରୁମ୍ରେ ଅଧିନାୟକ ଦେଲେ ଏଭଳି ସ୍ପିଚ୍…
ମେଲବୋର୍ନ,୨୪।୧୦: ଟି୨୦ ବିଶ୍ୱକପ୍ ୨୦୨୨ରେ ଟିମ୍ ଇଣ୍ଡିଆ ବିପକ୍ଷରେ ପରାଜିତ ହେବା ପରେ ପାକିସ୍ତାନ ଟିମ୍ ନିରାଶ ହୋଇଛି। ଅଧିନାୟକ ବାବର ଆଜମ ଡ୍ରେସିଂ ରୁମ୍ରେ ସମସ୍ତ ଖେଳାଳିଙ୍କ କ୍ଲାସ ନେଇଛନ୍ତି। ନିଜର ବାର୍ତ୍ତାରେ ସେ ସ୍ପିନର ମହମ୍ମଦ ନଓ୍ବାଜଙ୍କ ସହ…
୩ ବର୍ଷ ନ ପୂରୁଣୁ ରାସ୍ତା ଫାଟି ଆଁ
ବୁଗୁଡ଼ା,୨୪ା୧୦(ଡି.ଏନ୍.ଏ.): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ୩ ବର୍ଷ ନପୂରୁଣୁ ଫାଟି ଆଁ ହୋଇଗଲାଣି। ଏମିତି ଅବସ୍ଥା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ବୁଗୁଡ଼ା ବୁଦ୍ଧଖୋଲ ରାସ୍ତାଠାରୁ ଆଦିପୁର ଗ୍ରାମକୁ ସଂଯୋଗ କରିବା…
କୋହଲିଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶଂସା କଲେ ମୋଦି
ମେଲବୋର୍ନ,୨୪।୧୦: ଭାରତୀୟ କ୍ରିକେଟ ଟିମ୍ ଟି୨୦ ବିଶ୍ୱକପ୍ ୨୦୨୨ରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛି। ଏହାଦ୍ୱାରା ଦଳ ପାକିସ୍ତାନଠାରୁ ଗତ ବିଶ୍ୱକପ୍ର ପରାଜୟର ପ୍ରତିଶୋଧ ନେବା ସହ ଦେଶକୁ ଦୀପାବଳିର ଉପହାର ମଧ୍ୟ ଦେଇଛି। ଏହାକୁ ନେଇ ଚାରିଆଡୁ ଦଳକୁ…
୨ ସୁନା ବେପାରୀ, ୬ ଡକାୟତ ଗିରଫ
ନୟାଗଡ଼ ଅଫିସ,୨୪ା୧୦: ନୟାଗଡ଼ ଟାଉନ ଥାନା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ୨ ସୁନା ବେପାରୀ ଓ ୬ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ଠାରୁ ୨୦ ଲକ୍ଷ ଟଙ୍କାର ସୁନା ଓ…
ଧୋନୀ-ଯୁବରାଜଙ୍କ ୧୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ବିରାଟ-ହାର୍ଦ୍ଦିକ
ମେଲବୋର୍ନ,୨୪।୧୦: ଭାରତୀୟ କ୍ରିକେଟ ଟିମ୍ ରବିବାର ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ମ୍ୟାଚ୍ରେ ବିଜେତା ହୋଇ ଟି୨୦ ବିଶ୍ୱକପ୍ ୨୦୨୨ରେ ନିଜର ଅଭିଯାନ ଆରମ୍ଭ କରିଛି। ଏହି ବିଜୟ ପାଇଁ ୧୬୦ରନ୍ର ଲକ୍ଷ୍ୟ ରହିଥିଲା। ପ୍ରାରମ୍ଭିକ ଉଇକେଟ ପତନ ପରେ ବିରାଟ କୋହଲି…
ଅଜବ ଟୋପି ପିନ୍ଧି ପରୀକ୍ଷା ଦେଲେ ଛାତ୍ରୀଛାତ୍ର, ଏହା ପଛର କାରଣ ଜାଣିଲେ…
ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ଜିନିଷ ଭାଇରାଲ ହୋଇଥାଏ। ଏଥିରୁ କିଛି କଥା ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଏବେ ଫିଲିପାଇନ୍ସରୁ ଏହିପରି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଲୋକେ କିଛି ବୁଝିପାରିବେ ନାହିଁ। କଲେଜ ଛାତ୍ରୀଛାତ୍ର…
ନେଦରଲାଣ୍ଡ ୯ ରନ୍ରେ ହାରିଲା…
ମେଲବୋର୍ନ,୨୪।୧୦ : ଟି-୨୦ ବିଶ୍ୱକପର ସୁପର-୧୨ରେ ସୋମବାର ନେଦରଲାଣ୍ଡ ଏବଂ ବାଲାଂଦେଶ ମଧ୍ୟରେ ହୋଇଥିବା ମ୍ୟାଚ୍ରେ ନେଦରଲାଣ୍ଡ ୯ ରନ୍ରେ ହାରଛି। ହୋବାର୍ଟର ବେଲେରିଭା ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ବାଂଲାଦେଶ ଧାର୍ଯ୍ୟ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୪…
ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୯ କୁଳପତି…
ଥିରୁଭାନନ୍ତପୁରମ୍,୨୪।୧୦ : କେରଳର ନଅ ବିଶ୍ୱବିଦ୍ୟାଳୟର କୁଳପତିମାନେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ଇସ୍ତଫା ଆଦେଶକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମସ୍ତ କୁଳପତିମାନେ ଇସ୍ତଫା ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। ଏଥି ସହ କେରଳ ହାଇକୋର୍ଟ…
କାର୍ ସହ ୪୦ କେଜି ଗଞ୍ଜେଇ ଜବତ, ୩ ଗିରଫ
ବ୍ରହ୍ମପୁର ଅଫିସ,୨୪ା୧୦: ଗଞ୍ଜାମ ଜିଲା ଦେଇ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଗଜପତି ଓ କନ୍ଧମାଳରୁ ବେଆଇନ ଭାବେ ଏହି ଗଞ୍ଜେଇ ଚୋରା ଚାଲାଣ ହୋଇଥାଏ। ଏହି ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ଅବକାରୀ ଗୁଇନ୍ଦା ବିଭାଗ ଜିଲାର…
ଦୀପାବଳିରେ ଏଠାରେ କୁକୁରଙ୍କୁ କରାଯାଏ ପୂଜା, ଦିଆଯାଏ ସ୍ବାଦିଷ୍ଟ ବ୍ୟଞ୍ଜନ
ଆମ ଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ବେଶ୍ ଉତ୍ସାହର ସହ ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଥାଏ। ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଦୀପ ଜଳା ଯାଉଥିବା ବେଳେ ନେପାଳରେ ବି ଏହି ଉତ୍ସବ ପାଳନ କରାଯାଏ। ମାତ୍ର ଏଠାରେ ଏକ…
ଉତ୍ତର କୋରିଆ-ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା ଚରମ ସୀମାରେ, ସାମୁଦ୍ରିକ ସୀମାରେ ମୁହାଁମୁହିଁ…
ପ୍ୟୋଙ୍ଗୟାଙ୍ଗ/ସିଓଲ,୨୪।୧୦ : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋମବାର ଉଭୟ ଦେଶ ସାମୁଦ୍ରିକ ସୀମାରେ ମୁହାଁମୁହିଁ ହୋଇ ପରସ୍ପରକୁ ଚେତାବନୀ ଦେଇଛନ୍ତି। ବିବାଦୀୟ ପଶ୍ଚିମ ସାମୁଦ୍ରିକ ସୀମାରେ ଉଭୟପକ୍ଷରୁ ଗୁଳି ବିନିମୟ…
ଏଲଏସିରେ କାର୍ଯ୍ୟ କରୁଥିବା ୩ ପିଏଲଏ ଅଧିକାରୀଙ୍କ ପଦୋନ୍ନତି କଲେ ଜିନପିଙ୍ଗ…
ବେଜିଂ,୨୪।୧୦ : ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦେଶର ନିର୍ଦ୍ଦେଶ ଗ୍ରହଣ କରିବା ମାତ୍ରେ ତାଙ୍କର ପଦକ୍ଷେପ ଆରମ୍ଭ କରିଛନ୍ତି। ଲଗାତାର ତୃତୀୟ ଥର ପାଇଁ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିଥିବା ସି ଜିନପିଙ୍ଗ ଭାରତୀୟ ସୀମା ଏଲଏସିରେ କାର୍ଯ୍ୟ କରୁଥିବା…
Archives


