ବଡ଼ ଆକ୍ରମଣ ଯୋଜନା ପଣ୍ଡ
ଶ୍ରୀନଗର,୨୭।୧୦: ଜମ୍ମୁକଶ୍ମୀରରେ ଏକ ବଡ ଆକ୍ରମଣ ଷଡଯନ୍ତ୍ର ସୁରକ୍ଷା ବାହିନୀ ଦ୍ୱାରା ପଣ୍ଡ ହୋଇଛି। ଜମ୍ମୁର ରେଳ ଷ୍ଟେଶନ ପରିସରରେ ଥିବା ଏକ ଡ୍ରେନ ନିକଟରେ ୧୮ଟି ଡିଟୋନେଟର ଏବଂ କିଛି ତାର ଥିବା ଏକ ସନ୍ଦିଗ୍ଧ ବ୍ୟାଗ ମିଳିଛି। ଏହା…
ନଟ୍ଆଉଟ୍ ଥିଲେ କେ.ଏଲ୍. ରାହୁଲ; ହେଲେ ନେଲେନାହିଁ ରିଭ୍ୟୁ
ନୂଆଦିଲ୍ଲୀ,୨୭।୧୦: ଟି୨୦ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡ ବିପକ୍ଷରେ ସୁପର-୧୨ ଚରଣର ଦ୍ୱିତୀୟ ମ୍ୟାଚ୍ ଖେଳିଛି। ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରାରମ୍ଭରେ ଉପଅଧିନାୟକ ତଥା ଓପନର କେ.ଏଲ୍. ରାହୁଲ ପୁଣିଥରେ ଫ୍ଲପ୍ ହୋଇଛନ୍ତି। ମାତ୍ର…
ବିଜୟଙ୍କୁ ବିବାହିତ କହିଲେ ଜାହ୍ନବୀ!
ବମ୍ବେ: କହୁ କହୁ ବଡ଼ କଥା କହିଦେଲେ ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର। ଏକଦା ନିଜର କ୍ରସ ବୋଲି ସେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ନାମ ନେଇଥିଲେ। ହେଲେ ଏବେ ସ୍ବୟମ୍ବର କଥା ପଡ଼ୁ ପଡ଼ୁ ତାଙ୍କୁ ବିବାହିତ ବୋଲି…
ଆଜମ ଖାନଙ୍କୁ ୩ ବର୍ଷ ଜେଲ୍
ଲକ୍ଷ୍ନୌ,୨୭।୧୦: ସମାଜବାଦି ପାର୍ଟିର ବରିଷ୍ଠ ନେତା ତଥା ରାମପୁରର ବିଧାୟକ ଆଜମ ଖାନଙ୍କୁ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ତାଙ୍କୁ ୨୫ ହଜାର ଜୋରିମାନା ମଧ୍ୟ କରାଯାଇଛି। ତାଙ୍କ ବିଧାନସଭାର ସଦସ୍ୟତା…
ଛଟ୍ ପୂର୍ବରୁ ପୁଣି ଥରେ ପ୍ରଦୂଷିତ ହେଲା ଯମୁନା ନଦୀ
ନୂଆଦିଲ୍ଲୀ,୨୭।୧୦: ଦୀପାବଳି ପରେ ଏବେ ଛଟ୍ ପର୍ବକୁ ନେଇ ଚାରିଆଡ଼େ ପ୍ରସ୍ତୁତି ଜୋରଦାର ଚାଲିଛି। ଶୁକ୍ରବାରଠାରୁ ଏହି ପର୍ବ ଆରମ୍ଭ ହେବାକୁ ଯାଉଛି। ଚାରି ଦିନ ଧରି ଚାଲିବାକୁ ଥିବା ଏହି ପର୍ବ ପୂର୍ବରୁ ଯମୁନା ନଦୀ ପୁଣିଥରେ ପ୍ରଦୂଷିତ ହୋଇଛି।…
୧୦ ଟଙ୍କିଆ ମୁଦ୍ରାରେ ୫୦୦୦୦ ଟଙ୍କା ସଞ୍ଚୟ କରି ବାଇକ୍ କିଣିବାକୁ ପହଞ୍ଚିଲେ ଯୁବକ, ଗଣି ଗଣି ଶୋ’ ରୁମ୍ କର୍ମଚାରୀ ନୟାନ୍ତ
ଏକ ପ୍ରବାଦ ଅଛି, ବିନ୍ଦୁ ବିନ୍ଦୁ ପାଣିରେ ହାଣ୍ଡି ଭର୍ତ୍ତି ହୁଏ। ପିଲାଦିନରୁ ଆମ ମାତାପିତା ମଧ୍ୟ ମୁଦ୍ରା ସଂଗ୍ରହ କରିବା ଏବଂ ପିଗି ବ୍ୟାଙ୍କ ମାଧ୍ୟମରେ ସଞ୍ଚୟ କରିବାକୁ ଶିକ୍ଷା ଦେଇଛନ୍ତି। ଏହି ଶିକ୍ଷା ଜଣେ ଯୁବକଙ୍କ ଉପରେ ଏତେ…
ଟି-୨୦ ବିଶ୍ୱକପ୍: ନେଦରଲାଣ୍ଡ୍ସ ବିପକ୍ଷରେ ୫୬ ରନ୍ରେ ଜିତିଲା ଭାରତ
ସିଡନୀ,୨୭।୧୦: ଟି-୨୦ ବିଶ୍ୱକପ୍ରେ ଭାରତ ଦ୍ୱିତୀୟ ବିଜୟ ହାସଲ କରିଛି। ଗୁରୁବାର ଭାରତ ନେଦରଲାଣ୍ଡ୍ସକୁ ୫୬ ରନ୍ରେ ପରାସ୍ତ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ ଭାରତୀୟ ଦଳ ରୋହିତ ଶର୍ମା, ବିରାଟ କୋହଲି ଏବଂ ପରେ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ସହାୟତାରେ…
‘ମୋଦିଙ୍କ ସହ ମୋର ସମ୍ପର୍କ ବହୁତ ଭଲ’
ଓ୍ବାଶିଂଟନ,୨୭ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଯଦି ସେ ଜିତନ୍ତି ତେବେ ଭାରତ-ଆମେରିକା ସମ୍ପର୍କକୁ ଆହୁରି ଉପରକୁ ନେଇଯିବେ। ଫ୍ଲୋରିଡାର ମାର୍-ଏ-ଲାଗୋ ରିସର୍ଟରେ ରିପବ୍ଲିକାନ ହିନ୍ଦୁ…
ବଡ଼ ରେକର୍ଡ ହାସଲ କଲେ ସୂର୍ଯ୍ୟକୁମାର
ସିଡନୀ,୨୭।୧୦: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର ଯାଦବ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଟି-୨୦ ବିଶ୍ୱକପ ୨୦୨୨ରେ ନେଦରଲାଣ୍ଡ୍ସ ବିପକ୍ଷରେ ସୂର୍ଯ୍ୟକୁମାର ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟ ସହିତ ସୁର୍ଯ୍ୟକୁମାର ତାଙ୍କ ରନ ସ୍କୋର…
ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ଆଜମ ଖାନ ଦୋଷୀ ସାବ୍ୟସ୍ତ
ଲକ୍ଷ୍ନୌ,୨୭।୧୦: ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରାମପୁର କୋର୍ଟ ଆଜମଙ୍କୁ ଆଇପିସିର ଧାରା ୧୫୩-ଏ, ୫୦୫-ଏ ଏବଂ ପିପୁଲ୍ସ ଆକ୍ଟର ୧୨୫ ଲୋକ ପ୍ରତିନିଧିତ୍ୱ ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ…
ନେଦରଲାଣ୍ଡ୍ସକୁ ୧୮୦ ରନ୍ର ବିଜୟ ଲକ୍ଷ୍ୟ ଦେଲା ଭାରତ
ସିଡନୀ,୨୭।୧୦: ଟି-୨୦ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ୍ସ ବିପକ୍ଷରେ ଜିତିବା ପାଇଁ ଟିମ ଇଣ୍ଡିଆ ୧୮୦ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ରୋହିତ ଶର୍ମାଙ୍କ ବ୍ୟତୀତ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ।…
ଡ.ଗୌରହରି ଦାସଙ୍କୁ ୪୩ତମ ଶାରଳା ପୁରସ୍କାର
ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ସମାଜରେ କଳାକାର, ଲେଖକଙ୍କ ପ୍ରତି ପୁରସ୍କାର ହେଉଛି ଏକ କୃତଜ୍ଞତା। ଏହା ସୃଜନଶୀଳତା ପ୍ରତି ବିଶ୍ୱାସ ଆଣିବା ସହ ଉକ୍ତ ବ୍ୟକ୍ତିଙ୍କ ପ୍ରତି ଦାବି ଆଣିଥାଏ ଯେ ସେ ଆମର। ଅଦ୍ୱିତୀୟତା କଳା, ସାହିତ୍ୟର ଉପହାର। ସମସ୍ତେ ନିଜ ନିଜ…
Archives


