Home

ନିଖୋଜ ଅଛନ୍ତି କି ଏମ୍‌ପି ଶତ୍ରୁଘ୍ନ ସିହ୍ନା: ଲାଗିଲା ପୋଷ୍ଟର

କୋଲକତା,୨୮।୧୦: ପଶ୍ଚିମବଙ୍ଗର ଆସାନସୋଲ ଲୋକ ସଭା ଆସନରୁ ତୃଣମୂଳ କଂଗ୍ରେସ (ଟିଏମସି) ଏମ୍‌ପି ଥିବା ଶତୃଙ୍ନ ସିହ୍ନା ‘ନିଖୋଜ’ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ନିଖୋଜ ଥିବା ପୋଷ୍ଟର ଆସନସୋଲରେ ଲାଗିଛି। ବିହାର ବାବୁ ନାମରେ ଜଣାଶୁଣା ଶତୃଘ୍ନ…

ଦାରିଙ୍ଗବାଡ଼ିରେ ଖସିଲା ପାରଦ: ବୃଦ୍ଧି ପାଉଛି ଶୀତ

ଦାରିଙ୍ଗବାଡ଼ି,୨୮ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରହିଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ଫୁଲବାଣୀରେ ସର୍ବନିମ୍ନ ୧୫ଡିଗ୍ରୀ ତାପମାତ୍ରା ରହିଛି। ଧିରେ ଧିରେ ପାଗ…

ପାକିସ୍ତାନ କ୍ରିକେଟ୍‌ ଦଳକୁ ଟ୍ରୋଲ୍‌ କଲେ ଜିମ୍ବାଓ୍ବେ ରାଷ୍ଟ୍ରପତି

ପର୍ଥ,୨୮।୧୦: ଟି-୨୦ ବିଶ୍ୱକପ ୨୦୨୨ର ବହୁତ ରୋମାଞ୍ଚକର ମ୍ୟାଚରେ ଜିମ୍ବାୱେ ପାକିସ୍ତାନକୁ ୧ ରନ୍‌ରେ ପରାସ୍ତ କରି ଏକ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ ଜିମ୍ବାୱେର ରାଷ୍ଟ୍ରପତି ଏମର୍ସନ ଡାମ୍ବୁଜୋ ମନ୍ନାଗୱା ଏକ ଟୁଇଟ କରି ତାଙ୍କ…

ନଭେମ୍ବର ୪ରେ କୋଲକାତା ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ କୋଲକାତା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ନବୀନ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ୫ରେ କୋଲକାତା ରାଜ୍ୟ ସଚିବାଳୟରେ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ…

ଆଜି ରାଜ୍ୟରୁ ୪୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୪୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୬,୦୪୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୭ ଜଣ ଚିହ୍ନଟ ହୋଇଥିବା…

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଆର୍‌ ଡବ୍ଲ୍ୟୁଏସ୍‌ଏସ୍‌ର ଅତିରିକ୍ତ ଯନ୍ତ୍ରୀ ନିହାର ରଞ୍ଜନ ଦାସ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶୁକ୍ରବାର ସକାଳେ ତାଙ୍କ ଘର ସମେତ ଏକାକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ, ଅଫିସ, ଖୋର୍ଦ୍ଧା,…

୮ ଶ୍ରେଣୀକୁ ୩ କ୍ଲାସ ରୁମ୍‌, ୪ ଶିକ୍ଷକ

ଦାରିଙ୍ଗବାଡି,୨୮ା୧୦(ଡି.ଏନ.ଏ.): ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତରେ ଥିବା ଏକମାତ୍ର ସେବାଶ୍ରମ ନାହିଁ ନାହିଁରେ ଚାଲିଛି। ଉକ୍ତ ସେବାଶ୍ରମରେ ୧୩୦ ଛାତ୍ରୀ ଏବଂ ୪୦ ଛାତ୍ର ଛାତ୍ରାବାସରେ ରହି ଶିକ୍ଷା ପ୍ରାପ୍ତ କରୁଥିବା ବେଳେ ପ୍ରାୟ ଶହେ ପାଖାପାଖି ଦିବାଧ୍ୟାୟୀ ଛାତ୍ରୀଛାତ୍ର ପଞ୍ଚାୟତର…

ପାକ ସୀମାରେ ୩ ଏକେ ୪୭ ସହିତ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ

ଫିରୋଜପୁର,୨୮ ।୧୦: ସୀମା ସୁରକ୍ଷା ବଳ(ବିଏସଏଫ୍‌) ଫିରୋଜପୁର ସେକ୍ଟରରେ ଭାରତ-ପାକିସ୍ତାନ ସୀମାରୁ ୩ ଏକେ ୪୭ ରାଇଫଲ, ୩ ମିନି ଏକେ ୪୭ ରାଇଫଲ ଓ ୩ ପିସ୍ତଲ ଜବତ କରିଛନ୍ତି । ଶୁକ୍ରବାର ସକାଳୁ ଦ ଟ୍ରିବ୍ୟୁନକୁ ପଠାଇଥିବା ଏକ…

ରାଣୀପଥରରେ ମେଡିକାଲ ଟିମ୍‌ର ଯାଞ୍ଚ

ଫୁଲବାଣୀ ଅଫିସ, ୨୮ା୧୦: କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚାୟତ ରାଣୀପଥର ଗାଁରେ ଗ୍ରାମରେ କିଡ୍‌ନୀ ରୋଗୀ ସଂଖ୍ୟା ବଢ଼ିବା ଘଟଣାରେ ଜିଲା ପ୍ରଶାସନର ଚେତା ପଶିଛି। ଗୁରୁବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଗ୍ରାମକୁ ଯାଇ…

ବାଲି ଖାଦାନ ବନ୍ଦ, ନିର୍ମାଣ କାର୍ଯ୍ୟ ମନ୍ଥର

ବୈଶିଙ୍ଗା,୨୮ା୧୦(ଡି.ଏନ.ଏ.): ପରିଚାଳନାଗତ ତ୍ରୁଟିରୁ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଓ ବେତନଟୀ ଅଞ୍ଚଳରେ ବାଲି ଖାଦାନ ବନ୍ଦ ରହିଛି। ଫଳରେ ବିଭିନ୍ନ ପଞ୍ଚାୟତରେ ଉନ୍ନତିିମୂଳକ କାର୍ଯ୍ୟ ଠପ୍‌ ହୋଇଯାଇଛି। ଶତାଧିକ ପ୍ରଧାନମନ୍ତ୍ରୀ ଆବାସ, କଙ୍କ୍ରିଟ ରାସ୍ତା, ସରକାରୀ କୋଠାବାଡ଼ି ସମେତ ଘର ନିର୍ମାଣ…

ବେତନଟୀରେ ହାତୀ ଉତ୍ପାତ

ବେତନଟୀ,୨୮ା୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ନଡ଼ପୁର ଜଙ୍ଗଲ ତଥା ଆଖପାଖ ଗ୍ରାମରେ ୪ ଦିନ ହେଲା ହାତୀପଲ ଉତ୍ପାତ ଚଳାଇଛନ୍ତି। ହାତୀପଲ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସପ୍ତାହକ ପୂର୍ବରୁ ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ…

ଝଡ଼ାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର

ମୋରଡା,୨୮ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଘଟିଛି। ଶରୀର ଆରୋଗ୍ୟ ପାଇଁ ଝଡ଼ାଫୁଙ୍କା ବାହାନାରେ ଜଣେ ଗୁଣିଆ ଜନୈକା ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ପୋକ୍‌ସୋ ଆକ୍ଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri