Home

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗ କହିବ ଆମେରିକା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧।୧୦ : ରଣନୈତିକ ଦୃଷ୍ଟିକୋଣରୁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସ୍ଥିରତା ପାଇଁ ଭାରତର ଭୂମିକାକୁ ବୃଦ୍ଧି କରାଇବାକୁ ଆମେରିକା ସହଯୋଗ କରିବ। ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ଅନୁଯାୟୀ, ଭାରତ ଏହି ମହାସାଗରରେ ସୁରକ୍ଷା ଯୋଗାଉଥିବା ଏକ ପ୍ରମୁଖ ଦେଶ ହୋଇସାରିଛି।…

ବୋଲସୋନାରୋ କ୍ଷମତାରୁ ହଟିଲେ,ବାମପନ୍ଥୀ ଲୁଲାଙ୍କ ବିଜୟ…

ବ୍ରାସିଲିଆ,୩୧।୧୦: ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ବାମପନ୍ଥୀ ୱାର୍କର୍ସ ପାର୍ଟିର ଲୁଇଜ ଇନାସିଓ ଲୁଲା ଡା ସିଲଭା ବିଜୟ ହାସଲ କରିଛନ୍ତି। ସେ ବର୍ତ୍ତମାନର ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ ପରାସ୍ତ କରିଛନ୍ତି। ବ୍ରାଜିଲର ନିର୍ବାଚନ ଅଧିକାରୀଙ୍କ ଫଳାଫଳ ଘୋଷଣା ଆଧାରରେ ଆସୋସିଏଟେଡ ପ୍ରେସ…

ଆଜି ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର/କୋରାପୁଟ,୩୧ା୧୦(ବ୍ୟୁରୋ/ନି.ପ୍ର.):କୋରାପୁଟ ଜିଲାବାସୀଙ୍କ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ସୋମବାର ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁର ବିମାନବନ୍ଦରକୁ ନିୟମିତ ବିମାନ ଉଡ଼ାଣ ଆରମ୍ଭ ହେବ। ଅହମ୍ମଦାବାଦସ୍ଥିତ ଇଣ୍ଡିଆନ ଏୟାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ)ରୁ ଓଡ଼ିଶାର…

ନାଇଜେରିଆ ତୃତୀୟ

ଭୁବନେଶ୍ୱର, ୩୧।୧୦, (କ୍ରୀଡ଼ା ପ୍ରତିନିଧି): ଆଫ୍ରିକୀୟ ଦେଶ ନାଇଜେରିଆ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ରେ ଆଉ ଏକ ବିପର୍ଯ୍ୟୟ ଘଟାଇ ଶ୍ରେଷ୍ଠ ସଫଳତା ଲାଭ କରିଛି। ରବିବାର ଅନୁଷ୍ଠିତ ପ୍ଲେ-ଅଫ୍‌ରେ ଏହି ଦଳ ଶକ୍ତିଶାଳୀ ଜର୍ମାନୀକୁ ପେନାଲ୍ଟି ଶୁଟ୍‌ଆଉଟ…

ସ୍ପେନ୍‌କୁ ସ୍ବର୍ଣ୍ଣ, କଲମ୍ବିଆ ରୌପ୍ୟ

ଭୁବନେଶ୍ୱର, ୩୧।୧୦ ,(କ୍ରୀଡ଼ା ପ୍ରତିନିଧି): ଗତଥରର ଚାମ୍ପିୟନ ସ୍ପେନ୍‌ ଏଥର ମଧ୍ୟ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଚାମ୍ପିୟନ ହୋଇଛି। ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫାଇନାଲରେ କଡ଼ା ଟକ୍କର ଦେଇଥିଲା କଲମ୍ବିଆ। ପୂରା…

କୋକେନ୍‌ ସେବନ କରୁଥିଲେ ଆକ୍ରମ

କରାଚି,୩୧ା୧୦: ପାକିସ୍ତାନୀ କିମ୍ବଦନ୍ତୀ ପେସ୍‌ ବୋଲର ଓ୍ବାସିମ୍‌ ଆକ୍ରମ କୋକେନ୍‌ ସେବନ କରୁଥିବା ସ୍ବୀକାର କରିଛନ୍ତି। ନିଶା ସେବନ ନେଇ ଆକ୍ରମ ନିଜ ଆତ୍ମଜୀବନୀ ‘ସୁଲ୍‌ତାନ-ଏ ମେମୋଏର’ରେ ଏହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। କ୍ରିକେଟରୁ ଅବସର ଗ୍ରହଣ କରିବା ପରେ ସେ…

ରାଜ୍ୟସ୍ତରୀୟ ପାରା ସନ୍ତରଣ ଉଦ୍‌ଯାପିତ

ଭୁବନେଶ୍ୱର, ୩୧।୧୦, (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଅନୁଷ୍ଠିତ ୨ ଦିନିଆ ରାଜ୍ୟସ୍ତରୀୟ ପାରା ସୁଇମିଂ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ପାରା ସ୍ପୋଟର୍‌ସ ଆସୋସିଏଶନ ଅଫ୍‌ ଓଡ଼ିଶା, ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ଓଡ଼ିଶା ରାଜ୍ୟ…

ଧାମନଗର ଉପନିର୍ବାଚନ:ଆଜି ଭର୍ଚୁଆଲ ମୋଡ୍‌ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ଭଦ୍ରକ ଜିଲାର ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭର୍ଚୁଆଲ ମୋଡ୍‌ରେ ପ୍ରଚାର କରିବେ। ଏଥିଲାଗି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଏଲଇଡି ଲଗାଯାଇଛି। ଧୂଷୁରୀ, ଅସୁରାଳି, ଧାମନଗର, ତିହିଡ଼ି…

ଓଜୋଦୀପ୍‌, ଜେସିକାଙ୍କୁ ସିଙ୍ଗଲ୍ସ ଟାଇଟଲ

ଭୁବନେଶ୍ୱର,୩୧ା୧୦,(ସ୍ପୋଟର୍‌ସ ବ୍ୟୁରୋ) : କଟକସ୍ଥିତ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ୧୩ ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟ ଆସୋସିଏଶନ ଓ ବ୍ୟାଡ୍‌ମିଣ୍ଟନ ଡେଭେଲପମେଣ୍ଟ କମିଟିର ମିଳିତ ଆନୁକୂଲ୍ୟରେ ଏହି ଟୁର୍ନାମେଣ୍ଟ ଖେଳାଯାଇଛି। ଓଡ଼ିଶାର ବିଭିନ୍ନ…

ସ୍ପେନ୍‌ଠାରୁ ହାରିଲା ଭାରତ

ଭୁବନେଶ୍ୱର, ୩୧।୧୦,(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ରେ ଭାରତ ୨-୩ ଗୋଲରେ ସ୍ପେନ୍‌ଠାରୁ ହାରିଯାଇଛି। ପୂରା ମ୍ୟାଚ୍‌ରେ ଭାରତ ଲଢ଼ୁଆ ପ୍ରଦର୍ଶନ କରିଥିଲା। ମାତ୍ର ସ୍ପେନ୍‌ ଶେଷରେ ବାଜି ମାରିଥିଲା। ଭାରତ ଏହାର…

ଏକତା ହିଁ ବଳ

ଏକତାହିଁ ସବୁଠାରୁ ବଳ। ଏହା ଦେଶ ସମ୍ମୁଖରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସଫଳ ସମାଧାନର ପଥ ଉନ୍ମୁକ୍ତ କରିଥାଏ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଅକ୍ଟୋବର ୩୧ରେ ଜାତୀୟ ଏକତା ଦିବସ ପାଳନ କରାଯାଇଥାଏ। ପ୍ରଥମେ ଏହା ୨୦୧୪ ମସିହାରେ…

ଋତୁସ୍ରାବ ବ୍ୟତିକ୍ରମର କାରଣ କୋଭିଡ୍‌ ‘ଷ୍ଟ୍ରେସ୍‌’

ନ୍ୟୁୟର୍କ: କୋଭିଡ୍‌ ମହାମାରୀ କାରଣରୁ ବ୍ୟକ୍ତି ବିଶେଷଙ୍କ ଜବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଯାଉଛି। ମହିଳା, ପୁରୁଷ, ଶିଶୁ, ଯୁବକ, କିଶୋର ଏବଂ ବୃଦ୍ଧ ପ୍ରତ୍ୟେକ ବୟସ୍କ ବର୍ଗଙ୍କ କ୍ଷେତ୍ରରେ ପୂର୍ବ ଅପେକ୍ଷା ମାନସିକ ଚାପ ବୃଦ୍ଧି ଘଟିଥିବା ପିଟର୍ସବର୍ଗ ୟୁନିଭର୍ସିଟି ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri