Home

ବର୍ଷକର ପୁଅକୁ କୋଳରେ ଧରି ଇ-ରିକ୍ସା ଚଳାଉଛନ୍ତି ଏହି ମା’; ଅନେକଙ୍କ ପାଇଁ ସାଜିଛନ୍ତି ପ୍ରେରଣା

ସନ୍ତାନଟିଏ ପାଇଁ ମା’ କେବଳ ନଅ ମାସ ଗର୍ଭରେ ଧରିବା ସହ ଯନ୍ତ୍ରଣା ସହେ ନାହିଁ, ଆବଶ୍ୟକ ପଡ଼ିଲେ ସେ ପିତାର ଦାୟିତ୍ୱ ମଧ୍ୟ ତୁଲାଇପାରେ। ଆଜିକାଲି ସମୟରେ ପରିବାର ଏବଂ ପିଲାଙ୍କୁ ଭଲ ପୋଷଣ ଦେବାରେ ମହିଳାମାନେ ପଛରେ ନାହାନ୍ତି।…

ନାଗପୁରରେ ଟି-୨୦ ମ୍ୟାଚ: ଟସ୍‌ରେ ବିଳମ୍ବ

ନାଗପୁର,୨୩।୯: ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ର ଶୁକ୍ରବାର ନାଗପୁର ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦ ମ୍ୟାଚର ଟସ୍‌ ଆରମ୍ଭରେ ବିଳମ୍ବ ହୋଇଛି। ସୂଚନାଯୋଗ୍ୟ, ବୁଧବାର ରାତିରେ ନାଗପୁରରେ ପ୍ରବଳ ବର୍ଷା ହୋଇଥିଲା। ଏନେଇ ଗୁରୁବାର ଉଭୟ…

ତ୍ରିପୁରାରେ ଭାଜପାକୁ ଝଟ୍‌କା

ଅଗରତାଲା,୨୩।୯: ତ୍ରିପୁରାରେ ଭାଜପାକୁ ଏକ  ଝଟ୍‌କା ଲାଗିଛି। ରାଜ୍ୟର କାର୍ବୁକ ବିଧାନସଭାର ବିଧାୟକ ବୁର୍ବା ମୋହନ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଟିପ୍ରା ମୋଥା ପାର୍ଟିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଶୁକ୍ରବାର ବୁର୍ବା ମୋହନ ତ୍ରିପୁରା ବିଧାନସଭା ସଦସ୍ୟତାରୁ ଇସ୍ତଫା…

ଲାଲ୍‌ ରଙ୍ଗର ସାଲଓ୍ବାର ସାଙ୍ଗକୁ ଲମ୍ବା କେଶ: ଭାଇରାଲ ହେଉଛି ଆୟୁଷ୍ମାନଙ୍କ ଯୁବତୀ ବେଶ…

ବମ୍ବେ: ଆଗାମୀ ଫିଲ୍ମ ‘ଡ଼୍ରିମଗର୍ଲ-୨’ ଲାଗି ଘୋଷଣା ପରେ ଶୁଟିଂ ଆରମ୍ଭ କରିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା। ଯୁବତୀ ବେଶରେ ତାଙ୍କୁ ସ୍ପଟ୍‌ ମଧ୍ୟ କରାଯାଇଛି। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଲାଲ ରଙ୍ଗର ସାଲଓ୍ବାର…

ଉଦ୍ଧବ ଗୋଷ୍ଠୀଙ୍କ ବଡ଼ ବିଜୟ: ଶିବାଜୀ ପାର୍କରେ ଦଶହରା ରାଲିକୁ ମିଳିଲା ଅନୁମତି

ମୁମ୍ବାଇ,୨୩।୯: ମହାରାଷ୍ଟ୍ରରେ ଶିବାଜୀ ପାର୍କରେ ଦଶହରା ରାଲିକୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ବଡ଼ ବିଜୟ ମିଳିଛି। ହାଇକୋର୍ଟ ଠାକରେଙ୍କ ଗୋଷ୍ଠୀକୁ ଶିବାଜୀ ପାର୍କରେ ଦଶହରା ରାଲି କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟଙ୍କ ଏହି…

ମୁଖ୍ୟମନ୍ତ୍ରୀ ରେସ୍‌ରେ ଏହି ୨ନେତା

ଜୟପୁର,୨୩।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ଏବେ ରାଜନୀତି ସରଗରମ ହୋଇଛି। କଂଗ୍ରେସ ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହି ଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଦୌଡ଼ରେ ଆଗରେ ରହିଛନ୍ତି। ଇତିମଧ୍ୟରେ ଶୁକ୍ରବାର ସେ…

ବିଗ୍‌ ବସ୍‌ ଫେମ୍‌ ଏହି ରୋମାଣ୍ଟିକ୍‌ ଯୋଡ଼ିଙ୍କ ହେଲା ବ୍ରେକ୍‌ଅପ୍‌

ବମ୍ବେ: ବିଗ୍‌ବସ୍‌ରୁ ପ୍ରେମ ଆଉ ଏବେ ବ୍ରେକ୍‌ଅପ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି ଏକ ସେଲିବ୍ରିଟି ଯୋଡ଼ି। ଏହି ବିବାଦୀୟ ରିଆଲିଟି ଶୋ’ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିବା ଈଶାନ ସେହଗଲ ଏବଂ ମାୟଶା ଆୟାର ପରସ୍ପରଠାରୁ ଅଲଗା ହୋଇଛନ୍ତି। ଦୀର୍ଘଦିନରୁ ଉଭୟଙ୍କ…

କାବୁଲରେ ପୁଣି ବିସ୍ଫୋରଣ

କାବୁଲ,୨୩।୯: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ବିସ୍ଫୋରଣ ଘଟିଛି। ୱାଜିର ମହମ୍ମଦ ଆକବର ଖାନ ମସ୍‌ଜିଦ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏହି ଶକ୍ତିଶାଳୀ ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଆକାଶ ଉପରକୁ ଧୂଆଁମାନ ଦେଖାଯାଇଥିଲା।…

ବାହୁବଳୀ ନେତା ମୁଖତାର ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ମାମଲାରେ ୫ବର୍ଷ କାରାଦଣ୍ଡ

ଲକ୍ଷ୍ନୌ,୨୩।୯: ବାହୁବଳୀ ମୁଖତାର ଅନସାରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଜେଲରଙ୍କୁ ଧମକାଇବା ମାମଲାରେ ବୁଧବାର ୭ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବା ପରେ ବର୍ତ୍ତମାନ ମୁଖତାର ଗ୍ୟାଙ୍ଗଷ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୩ଦିନ ମଧ୍ୟରେ ମୁଖତାର ୨ଟି ମାମଲାରେ ଦୋଷୀ ସାବ୍ୟସ୍ତ…

ଶହେ ବର୍ଷ ପରେ ଭାରତକୁ ଫେରିବ ନିଜାମଙ୍କ ଖଣ୍ଡା

ହାଇଦ୍ରାବାଦ,୨୩ା୯: ଚତୁର୍ଦ୍ଦଶ ଶତାବ୍ଦୀରେ ହାଇଦ୍ରାବାଦ ନିଜାମ ଧରୁଥିବା ଏକ ସର୍ପାକୃତିର ପାରମ୍ପରିକ ଖଡ୍ଟ ଭାରତକୁ ଫେରିବ। ବିଂଶ ଶତାବ୍ଦୀରେ ଏହି ଖଣ୍ଡାକୁ ଜଣେ ବ୍ରିଟିଶ ଜେନେରାଲଙ୍କୁ ବିକ୍ରି କରିଦିଆଯାଇଥିଲା। ସ୍କଟଲାଣ୍ଡର ଗ୍ଲାସ୍‌ଗୋ ମ୍ୟୁଜିୟମଗୁଡ଼ିକୁ ପରିଚାଳନା କରୁଥିବା ଗ୍ଲାସ୍‌ଗୋ ଲାଇଫ୍‌ ପକ୍ଷରୁ ଭାରତକୁ…

ଭାଜପାକୁ ଧୋକା ଦେଇ ଲାଲୁଙ୍କ କୋଳରେ ବସିଛନ୍ତି ନୀତୀଶ: ଅମିତ ଶାହା

ପାଟନା,୨୩।୯: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ବିହାରର ପୁର୍ନିଆ ଜିଲାରେ ‘ଜନ ଭାବନ ମହାସଭା’କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ଗ୍ରାଣ୍ଡ ଆଲାଇନ୍ସକୁ ମଧ୍ୟ କଡ଼ା ଟାର୍ଗେଟ କରିଥିଲେ। ସେ କହିଛନ୍ତି, ତାଙ୍କ ଗସ୍ତ ଯୋଗୁ ଲାଲୁ…

ୟୁକ୍ରେନ ଦଖଲ ପାଇଁ ରୁଷିଆର ନୂଆ ଚାଲ୍‌

ମସ୍କୋ,୨୩।୯: ଅସ୍ତ୍ରଶସ୍ତ୍ର ଆଧାରରେ ୟୁକ୍ରେନକୁ କାବୁ କରିବାକୁ ସମସ୍ତ ଚେଷ୍ଟା ବିଫଳ ହେବା ପରେ ରୁଷିଆ ବର୍ତ୍ତମାନ ଏକ ନୂଆ କୌଶଳ ଆପଣାଇବାକୁ ଚେଷ୍ଟା କରିବାକୁ ଯାଉଛି। ୟୁକ୍ରେନ ଅଧିକୃତ ଅଞ୍ଚଳରେ ରୁଷିଆ ଜନମତ ସଂଗ୍ରହ ଆରମ୍ଭ କରିଛି। ରୁଷିଆ ଅଧିକାରୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri