ବନ୍ଧନ ବ୍ୟାଙ୍କର ୨ୟ ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୩୧।୧୦: ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବ୍ୟାଙ୍କ୍ର ମୋଟ କାରବାର (ଜମା ଓ ଅଗ୍ରୀମ) ୨୦୨୨ ସେପ୍ଟେମ୍ବର ୩୦ ସୁଦ୍ଧା ବର୍ଷକୁ ବର୍ଷ ଭିତରେ ୧୯.୫%…
ଜିଓର ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ସେବା
ନୂଆଦିଲ୍ଲୀ,୩୧।୧୦: ଦେଶର ପ୍ରମୁଖ ଟେଲିକମ୍ ସଂସ୍ଥା ରିଲାଏନ୍ସ ଜିଓ ପକ୍ଷରୁ ଏକ ଅତ୍ୟାଧୁନିକ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଉକ୍ତ ଆମ୍ବୁଲାନ୍ସରେ ଅନେକ ବୈଶିଷ୍ଟ୍ୟ ରହିଛି। ଏପରିକି ଡାକ୍ତରଖାନାରେ ରୋଗୀ ପହଞ୍ଚିବା ପୂର୍ବରୁ ରୋଗୀ ସମ୍ପର୍କିତ…
ଆଜିଠାରୁ ଭିଜିଲାନ୍ସ ସଚେତନତା ସପ୍ତାହ
ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ସୋମବାରଠାରୁ ଭିଜିଲାନ୍ସ ସଚେତନତା ସପ୍ତାହ ଆରମ୍ଭ ହେଉଛି। ଏଥିପାଇଁ ଭିଜିଲାନ୍ସ ପକ୍ଷରୁ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ଲୋକସେବା ଭବନରେ ସୋମବାର ପୂର୍ବାହ୍ନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ। ସମ୍ମାନିତ ଅତିଥି ଭାବ ମୁଖ୍ୟ…
ଜୁପିଟର ଡିଗ୍ରୀ କଲେଜର ସଫଳତା
ଭୁବନେଶ୍ୱର: ୩୧।୧୦: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଟାନ ଜୁପିଟର ଡିଗ୍ରୀ କଲେଜ ଚଳିତ ବର୍ଷର ସ୍ନାତକ ଫଳାଫଳରେ ସଫଳତା ଅର୍ଜନ କରିଛି। ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ସଦ୍ୟ ପ୍ରକାଶିତ +୩ ପରୀକ୍ଷା ଫଳର ମେଧା ତାଲିକାରେ କଲେଜର ଛାତ୍ରୀଛାତ୍ରୀ ପ୍ରଥମ…
‘କାର୍ଯ୍ୟ କ୍ଷେତ୍ରରେ ଶୂନ କ୍ଷତି’କୁ ପ୍ରଶଂସା
ଭୁବନେଶ୍ୱର,୩୧।୧୦: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡର ଗଂଜାମ ଜିଲ୍ଲା ଗୋପାଳପୁରସ୍ଥିତ ଫେରୋ ଆଲଏଜ୍ ପ୍ଲାଂଟ୍ ଓ ଗୋପାଳପୁର ଶିଳ୍ପ ପାର୍କରେ ଥିବା ଟାଟା ଷ୍ଟିଲ୍ ସ୍ପେସିଆଲ୍ ଇକୋନମିକ୍ ଜୋନ୍ ଲିମିଟେଡ୍ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ…
୬ ହଜାର କୋଟିର କାରବାର କରିଛି କ୍ରାକର ଇଣ୍ଡଷ୍ଟ୍ରି
ନୂଆଦିଲ୍ଲୀ,୩୧।୧୦: କୋଭିଡ୍ ଯୋଗୁ ଗତ ଦୁଇବର୍ଷ ହେଲା ପାର୍ବଣ ଓ ଦୀପାବଳି ଭଳି ପ୍ରମୁଖ ପର୍ବ ବନ୍ଦ ରହିଥିଲା। ହେଲେ ଚଳିତବର୍ଷ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ପାର୍ବଣ ଓ ଦୀପାବଳି ପୂର୍ବ ବର୍ଷ (୨୦୧୯) ଭଳି ସ୍ବାଭାବିକ ଭାବେ ପାଳିତ…
ଆମେରିକାରେ ୫୪ ରାଜ୍ୟ: ବାଇଡେନ୍
ଓ୍ବାଶିଂଟନ୍, ୩୧ା୧୦: ୫୦ ରାଜ୍ୟକୁ ନେଇ ଗଠିତ ୟୁନାଇଟେଡ ଷ୍ଟେଟ୍ସ ଅଫ୍ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାର ହୋଇଛି। ଶୁକ୍ରବାର ପେନ୍ସିଲଭାନିଆ ଡେମୋକ୍ରାଟିକ୍ ପାର୍ଟି ରିସେପ୍ଶନବେଳେ ୭୯ ବର୍ଷୀୟ ବାଇଡେନ୍ କହିଥିଲେ, ଓବାମା…
ପିଜି ସିଟ୍ ପୂରଣ ପାଇଁ ୧ରୁ ଆବେଦନ
ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଖାଲି ପଡ଼ିଥିବା ପିଜି ସିଟ୍ରେ ନାମଲେଖା ପାଇଁ ପୁଣିଥରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ଏକକ ପିଜି ପ୍ରବେଶିକା ପରୀକ୍ଷା…
ଟୁଇଟରକୁ ଟକ୍କର ଦେବ ବ୍ଲୁସ୍କାଏ
ଓ୍ବାଶିଂଟନ୍, ୩୧।୧୦: ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କ ଟୁଇଟର କିଣିବା ପରେ ଏକାଧିକ ଟପ୍ ଏକ୍ଜିକ୍ୟୁଟିଭ୍ମାନଙ୍କୁ ଚାକିରିରୁ ବାହାର କରିଦେଇସାରିଲେଣି। ଟିଇଟରକୁ ଏକ ନୂଆ ରୂପରେ ଉପସ୍ଥାପନ କରିବା ପାଇଁ ମସ୍କ ସଜବାଜ ହେଉଥିବାବେଳେ ତାଙ୍କ ଆଗରେ ଗୋଟିଏ ପରେ…
ଗଣତନ୍ତ୍ରକୁ ରକ୍ଷା କରନ୍ତୁ ସିଜେଆଇ
କୋଲକାତା,୩୧ା୧୦: ଦେଶରେ ସବୁ ଗଣତାନ୍ତ୍ରିକ ଶକ୍ତିକୁ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗ କବ୍ଜା କରିରଖିଛି। ତେଣୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତ ସେମାନଙ୍କ କବଳରୁ ଗଣତନ୍ତ୍ରକୁ ରକ୍ଷା କରନ୍ତୁ ବୋଲି ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁରୋଧ…
୨୩୨ ପିଟିଶନର ଶୁଣାଣି ଆଜି
ନୂଆଦିଲ୍ଲୀ, ୩୧ା୧୦: କେନ୍ଦ୍ର ସରକାର ୨୦୧୯ରେ ଆଣିଥିବା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ୨୩୨ ଆବେଦନର ଶୁଣାଣି ସୋମବାର ହେବ। ସିଜେଆଇ ୟୁ.ୟୁ. ଲଲିତ ଏବଂ ଜଷ୍ଟିସ୍ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏହି…
ଗୁଜରାଟରେ ନିର୍ମାଣ ହେବ ବାୟୁସେନାର ପରିବହନ ବିମାନ
ଭଦୋଦରା, ୩୧ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜରାଟର ଭଦୋଦରାରେ ଏୟାରବସ୍, ଟାଟା କନର୍ସୋଟିୟମ ଅଫ୍ ଟାଟା ଆଡଭାନ୍ସଡ ସିଷ୍ଟମ ଲିଃ (ଟିଏଏସ୍ଏଲ୍) ଏବଂ ଟିଏଏସ୍ଏଲ୍ ନେତୃତ୍ୱରେ ଟାଟା କନ୍ସଲ୍ଟାଣ୍ଟ ସର୍ଭିସ୍ (ଟିସିଏସ୍)ର ମିଳିତ ଉତ୍ପାଦନ ୟୁନିଟ୍ର ଶିଳାନ୍ୟାସ କରିଛନ୍ତି। ଏଥିରେ…
Archives


