Advertisement

ଗ୍ବାଦରରେ କର୍ଫ୍ୟୁ: ଇଣ୍ଟରନେଟ୍‌ ସେବାରେ ଲାଗିଲା ପ୍ରତିବନ୍ଧକ

ଇସଲାମାବାଦ,୧୪ା୧: ସ୍ଥାନୀୟ ନାଗରିକ ଅଧିକାର ଆନ୍ଦୋଳନ ଉପରେ କଟକଣା ଲାଗିବା ପରେ ପାକିସ୍ତାନର ଗ୍ବାଦରରେ କର୍ଫ୍ୟୁ ଜାରି କରାଯାଇଛି। ବାଲୁଚିସ୍ତାନ ସରକାର ୧୪୪ ଧାରା ଜାରି କରିଛନ୍ତି। ଯାହା ସମସ୍ତ ପ୍ରକାର ସମାବେଶ ତଥା ବିରୋଧ ଉପରେ ପ୍ରତିବନ୍ଧକ ଲଗାଇବ। ମକରାନ ଡିଭିଜନର ଗ୍ବାଦର, ଜୁଓ୍ବାନି, ପଶ୍‌ନି ଏବଂ ଓମାରା ସହରରେ ଇଣ୍ଟରନେଟ୍‌ ସେବା, ମୋବାଇଲ ନେଟ୍‌ଓ୍ବାର୍କ ଏବଂ ଲ୍ୟାଣ୍ଡ୍‌ଲାଇନ ସେବାକୁ କର୍ତ୍ତୃପକ୍ଷ ସ୍ଥଗିତ ରଖିଛନ୍ତି। ଏହି ଆନ୍ଦୋଳନର ୧୦୦ରୁ ଅଧିକ ସମର୍ଥକଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଏଥିସହ ହତ୍ୟା, ହତ୍ୟା ଉଦ୍ୟମ, ଲୋକଙ୍କୁ ହିଂସା ଘଟାଇବା ତଥା ଅନ୍ୟମାନଙ୍କ ଅଭିଯୋଗରେ ଗ୍ବାଦର ପୋଲିସ ‘ହକ୍‌ ଦୋ ତେହେରିକ’ ନେତା ମୌଲାନା ହିଦୟତ ଉର୍‌ ରେହମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ବ୍ଲାକ ହୋଲ ସହ ପିଟି ହେଲେ ଅନେକ ତାରା, ଖୁବ ଜୋର୍ ବିସ୍ଫୋରଣ

ୱାଶିଂଟନ,୧୧ ।୧୨: ମହାକାଶରେ ବହୁ ସଂଖ୍ୟାରେ ତାରା ବ୍ଲାକ ହୋଲ ସହ ପିଟି ହେବାରୁ ଏକ ବଡ ବିସ୍ଫୋରଣ ହୋଇଛି । ଗାମା ରଶ୍ମୀର ଏହି...

ଦିନକୁ ୧୬୭ ଟଙ୍କା ରୋଜଗାର କରୁଥିବା ଲୋକ ଗରିବ, ବିଶ୍ୱ ବ୍ୟାଙ୍କର ନୂଆ ମାନଦଣ୍ଡ…

ଓ୍ବାଶିଂଟନ, ୬।୬ : ବିଶ୍ୱ ବ୍ୟାଙ୍କ ବର୍ତ୍ତମାନ ଅତ୍ୟନ୍ତ ଗରିବଙ୍କ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥିର କରିଛି। ମୁଦ୍ରାସ୍ଫୀତି, ଦରଦାମ୍‌ ବୃଦ୍ଧି , ଜୀବନଧାରଣର...

ନାଟୋ ଆମକୁ ଗ୍ରହଣ କରିବ କି ନା ଖୋଲାଖୋଲି ଭାବେ କହୁ: ଜେଲେନ୍‌ସ୍କି

କ୍ୱିଭ୍‌,୨୨ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଏକ ମାସ ପୂରଣ ହେବାକୁ ଯାଉଛି । ଏବେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ଏକ ବୟାନ ଚର୍ଚ୍ଚାକୁ ଆସିଛି...

ପାଞ୍ଚ ଲକ୍ଷ ଭାରତୀୟଙ୍କୁ ନାଗରିକତା ଦେବାକୁ ବିଧେୟକ ଆଣିବେ ବାଇଡେନ

ୱାଶିଂଟନ,୨୧ ।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶାସନ ଆରମ୍ଭ ହୋଇଛି । ଆରମ୍ଭରୁ ହିଁ ଆକ୍ସନ ମୁଡ୍‌ର ଅଛନ୍ତି ବାଇଡେନ ।...

୨୭୨୦ ଫୁଟ ଉଚ୍ଚା ବିଲ୍ଡିଂରେ ହେଲା ବଜ୍ରପାତ: ଫଟୋ ଉଠାଇ ପ୍ରଶଂସା ସାଉଁଟିଲେ ଫଟୋଗ୍ରାଫର

ଦୁବାଇ,୧୪।୧: ଦୁବାଇରେ ୧୯୯୬ ପରେ ଚଳିତ ବର୍ଷ ପ୍ରବଳ ବର୍ଷା ହୋଇଛି। ବର୍ଷାରେ ବିମାନ ବନ୍ଦର ରନ୍‌ ଓ୍ବେ ବୁଡ଼ିଯିବାରୁ କେତେକ ବିମାନ ଉଡ଼ାଣକୁ ପ୍ରଶାସନ...

ବିବାହ ସରିବା ମାତ୍ରେ ଦୁର୍ଘଟଣା: ନବଦମ୍ପତିଙ୍କ ମୃତ୍ୟୁ

ଅରେଞ୍ଜ (ଟେକ୍ସାସ),୨୬ା୮: ବିବାହର ଖୁସି ମୁହୂର୍ତ୍ତକ ମଧ୍ୟରେ ପାଣିଫୋଟକା ଭଳି ମିଳାଇଗଲା। ବିବାହ ସମ୍ପନ୍ନ ହେବାର କେଇ ମିନିଟ ପରେ ଟ୍ରାକ୍ଟର ବୋଝେଇ ଏକ ଟ୍ରେଲର ଧକ୍କାଦେଲା।...

ନିଜ ପ୍ରାଇଭେଟ ପାର୍ଟକୁ ଗୁଳି ଚଳାଇଲେ ମଡେଲ, କାରଣ ଜାଣିଲେ…

ଓ୍ବାଶିଂଟନ,୨୬ା୧୧: ଆମେରିକାର ଜର୍ଜିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାକାର ଜଣେ ମଡେଲ ନିଜ  ପ୍ରାଇଭେଟ ପାର୍ଟକୁ ଶୁଟ୍‌ କରି ଦେଇଛନ୍ତି । ମଡେଲ ଜଣଙ୍କ...

ଆତ୍ମଘାତୀ ମହିଳା ସ୍ନାତକୋତ୍ତର

କରାଚୀ, ୨୮ା୪: ପାକିସ୍ତାନର କରାଚୀ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଭ୍ୟାନ୍‌ରେ ମଙ୍ଗଳବାର ଆତ୍ମଘାତୀ ବିସ୍ଫୋରଣ କରିଥିବା ମହିଳା ଜଣେ ଉଚ୍ଚଶିକ୍ଷିତା ଏବଂ ୨ ପିଲାଙ୍କ ମା’...

Advertisement
Archives

Model This Week