Advertisement
Posted inଜାତୀୟ

ଧର୍ମ-ଭାଷା ନାମରେ ଲଢ଼େଇ କରାଯାଉଛି: ରାହୁଲ

ନୂଆଦିଲ୍ଲୀ,୧୮।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ମୋଦୀ ସରକାରଙ୍କ ଉପରେ କଟାକ୍ଷ କରିଛନ୍ତି। ଦେଶରେ ଘୃଣା ଏବଂ ହିଂସାର ପରିବେଶ। ଘୃଣା ବ୍ୟାପୁଛି, ଭୟ ବିସ୍ତାର କରୁଛି। ଗୋଟିଏ ଧର୍ମକୁ ଅନ୍ୟ ଧର୍ମ ସହ, ଗୋଟିଏ ଭାଷାକୁ ଅନ୍ୟ ଭାଷା ସହ ଲଢ଼ାଯାଉଛି। ଭାଇ ସହ ଭାଇ ଲଢ଼ୁଛି। ଏଥିରୁ ଦେଶ ଉପକୃତ ହେଉନାହିଁ ବୋଲି ରାହୁଲ କହିଛନ୍ତି।

ରାହୁଲ ମୋଦି ସରକାର ଏକଛତ୍ରବାଦୀ ଆଭିମୁଖ୍ୟ ଗ୍ରହଣ କରଥିବା ଅଭିଯୋଗ କରି କହିଛନ୍ତି, ସଂସଦରେ ସର୍ବସାଧାରଣ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିବା ବେଳେ ଆମକୁ କହିବାକୁ ଅନୁମତି ମିଳୁନାହିଁ। ଆମର ମାଇକ୍‌ ବନ୍ଦ କରିଦିଆଯାଏ।

ଏହାଛଡ଼ା ରାହୁଲ ଗଣମାଧ୍ୟମକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ, ଗଣମାଧ୍ୟମ କେବେ ଦାରିଦ୍ର୍ୟ ପ୍ରସଙ୍ଗ ଉଠାଇଛି କି? ଅଗ୍ନିବୀରର ଅଭାବ ବିଷୟରେ କେବେ ଦେଖାଇଛି କି? କୃଷକମାନଙ୍କ ବିଷୟରେ ଦେଖାଇଛି କି? ଆଦୌ ନୁହେଁ। ଟିଭିରେ ଯାହା ଦେଖାଯାଉଛି ତାହା ପ୍ରଧାନମନ୍ତ୍ରୀଙ୍କ ଚେହେରା, ବଲିଉଡ୍‌ ଏବଂ କ୍ରିକେଟ ଖେଳାଳି ସମ୍ପର୍କୀତ ଖବର ରହିଛି। ଯଦି ମୁଦ୍ରାସ୍ପୀତି, ବେକାରୀ ସମସ୍ୟା ବିଷୟରେ ସ୍ବର ଉତ୍ତୋଳନ କରିବାକୁ ଚାହୁଁଛନ୍ତି ତେବେ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୭.୮ ପ୍ରତିଶତ ପ୍ରଭାବଶାଳୀ କୋଭାକ୍ସିନ୍‌

ନୂଆଦିଲ୍ଲୀ,୨୨।୬: ଭାରତୀୟ ସ୍ବଦେଶୀ ଟିକା କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୀକ୍ଷା ବୈଠକର ତଥ୍ୟ ସାମ୍ନାକୁ ଆସିଛି। ଏହି ସମୀକ୍ଷା ବୈଠକରେ ପ୍ରକାଶ ପାଇଛି ଯେ,...

ରାଜୀବ ହତ୍ୟା ମାମଲା: ନଳିନୀ, ରବିଚନ୍ଦ୍ରନଙ୍କ ଆବେଦନ ଖାରଜ

ଚେନ୍ନାଇ,୧୭।୬: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଜେଲରୁ ମୁକ୍ତି ପାଇଁ ନଳିନୀ ଶ୍ରୀହରନ ଏବଂ ରବିଚନ୍ଦ୍ରନ କରିଥିବା ଆବେଦନକୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର...

ଅଣ୍ଡରଓ୍ବାଲର୍‌ଡ ଡନ୍‌ ଛୋଟା ରାଜନ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ,୨୯।୭: ଅଣ୍ଡରଓ୍ବାଲର୍‌ଡ ଡନ୍‌ ଛୋଟା ରାଜନ ପୁଣି ଥରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ତିହାଡ ଜେଲରୁ ଦିଲ୍ଲୀ ଏମ୍ସ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର...

କରୋନା ରୋଗୀଙ୍କ ନିକଟରେ ରେକ୍ଟାଲ୍‌ ବ୍ଲିଡିଂ ଭୟ

ନୂଆଦିଲ୍ଲୀ,୩୦।୬: ବ୍ଲାକ୍‌ ଫଙ୍ଗସ୍‌ ପରେ ଏବେ କରୋନା ରୋଗୀଙ୍କ ନିକଟରେ ସାଂଘାତିକ ରେକ୍ଟାଲ ବ୍ଲିଡିଂ ବିପଦ ବଢ଼ିବାରେ ଲାଗିଛି। ଗତ କିଛି ଦିନରୁ ରାଜଧାନୀ ଦିଲ୍ଲୀର...

କୋର୍ଟରେ ଆତ୍ମସମର୍ପଣ କଲେ ସିଦ୍ଧୁ

ଚଣ୍ଡିଗଡ଼,୨୦।୫: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ନେତା ନବଜୋତ ସିଂହ ସିଦ୍ଧୁ ପଟିଆଲା ସେଶନ କୋର୍ଟରେ ଶୁକ୍ରବାର ଆତ୍ମସମର୍ପଣ କରିଛନ୍ତି। ବର୍ତ୍ତମାନ ତାଙ୍କୁ ଏକ...

ଗାୟତ୍ରୀ ମନ୍ତ୍ର ଜପ କରୁଥିଲେ ରୋଗୀ, ଡାକ୍ତର କରିଦେଲେ ବ୍ରେନ ଟ୍ୟୁମର ଅପରେଶନ

ଜୟପୁର,୧୧।୮: ରାଜସ୍ଥାନର ଜୟପୁରର ଏକ ଘରୋଇ ଡାକ୍ତରଖାନାରେ ଜଣେ ରୋଗୀଙ୍କ ଏକ ନିଆରା ଅପରେଶନ କରିଛନ୍ତି ଡାକ୍ତର। ବିଶେଷ କଥା ହେଉଛି ରୋଗୀକୁ ଚେତାଶୂନ୍ୟ ନ...

ତୁଷାରପାତରେ ଆଖି ବୁଜିଲେ ୩ ପର୍ବତାରୋହୀ

ସିମଲା,୨୫।୧୦: ହିମାଚଳ ପ୍ରଦେଶର କିନ୍ନୌର ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ୩ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ମହାରାଷ୍ଟ୍ରର ବୋଲି ଜଣାପଡିଛି। ଏଯାଏ...

୧୪ ବର୍ଷର ପିଲାକୁ ବଞ୍ଚାଇବାକୁ ଯାଇ କୂଅକୁ ଗଳିପଡିଲେ ୩୦ ଲୋକ: ଆଉ ତା’ପରେ

ଭୋପାଳ, ୧୬।୭: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୪ ବର୍ଷର ପିଲାକୁ ବଞ୍ଚାଇବାକୁ ଯାଇ କୂଅକୁ ୩୦ ଲୋକ ଗଳିପଡିଛନ୍ତି। ମାଟି...

Advertisement
Archives

Model This Week