Home

କୁନ୍‌ଲାଭଟ, ଆନ୍‌ ସେୟଙ୍ଗ୍‌ ଚାମ୍ପିୟନ

ନୂଆଦିଲ୍ଲୀ, ୨୩ା୧(ପି.ଟି.): ଥାଇଲାଣ୍ଡର କୁନ୍‌ଲାଭଟ ଭିଦିତଶରନ ଓ କୋରିଆର ଆନ୍‌ ସେୟଙ୍ଗ ଇଣ୍ଡିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେମାନେ ଯଥାକ୍ରମେ ଦୁଇଥର ବିଶ୍ୱ ଚାମ୍ପିୟନ ଭିକ୍ଟର ଏକ୍ସେଲସେନ୍‌ ଓ ଆକାନେ…

ଉଦ୍‌ଘାଟନୀ ମ୍ୟାଚ୍‌ରେ ନାଗପୁର ବିଜୟୀ

ବନ୍ତ, ୨୩।୧ (ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋସ୍ଥିତ ହନୁମାନଜୀଉ ମିନିଷ୍ଟାଡିୟମରେ ଟିଲୋ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ୨୮ତମ ଅନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଟିଲୋ କପ୍‌ ରବିବାର ଉଦ୍‌ଘାଟିତ ହୋଇଛି। ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା…

ସ୍ବିଟେକ୍‌, ଗଫ୍‌ ୪ର୍ଥ ରାଉଣ୍ଡରୁ ବିଦା

ମେଲବୋର୍ନ,୨୩ା୧(ପି.ଟି.): ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟରେ ରବିବାର ଦେଖିବାକୁ ମିଳିଛି ବଡ଼ ବିପର୍ଯୟ। ମହିଳା ସିଙ୍ଗଲ୍ସରେ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ରହିଥିବା ଇଗା ସ୍ବିଟେକ୍‌ ଓ ୭ ନମ୍ବର କୋକୋଆ ଗଫ୍‌ ପରାଜୟ ସହ ଚତୁର୍ଥ ରାଉଣ୍ଡରୁ ବିଦାୟ…

ବାଇକ୍‌ରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ, ପରେ ଯାହା ଘଟିଲା, ଭିଡିଓ ଦେଖିଲେ ବିଶ୍ୱାସ କରିବେ

ଦୁନିଆରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରୁଥିବା ଲୋକମାନଙ୍କର କୌଣସି ଅଭାବ ନାହିଁ। ସୋସିଆଲ ମିଡିଆରେ ଏକାଧିକ ଷ୍ଟଣ୍ଟମ୍ୟାନ୍‌ଙ୍କ ଚମତ୍କାରିତା ଦେଖିବାକୁ ମିଳିଥାଏ। ବେଳେବେଳେ ଷ୍ଟଣ୍ଟ୍‌ କରୁକରୁ ଅସାବଧାନତା ଯୋଗୁ ଅଘଟଣ ଘଟିଥାଏ। ଏବେ ସେମିତି ଏକ ଭିଡିଓ ଦେଖିବାକୁ ମିଳିଛି। ଯେଉଁଥିରେ ଜଣେ…

ଏଭର୍‌ଗ୍ରୀନ କଣ୍ଠଶିଳ୍ପୀଙ୍କ ସୁପରହିଟ୍‌ ପ୍ରଦର୍ଶନ

୯୦ଦଶକର ଗୀତ ଆଜିବି ସୁପରିହିଟ୍‌ ହୋଇ ରହିଛି। ଏସବୁ ଗୀତକୁ ନେଇ ଡଟ୍‌ଫେଷ୍ଟର ସପ୍ତମ ସନ୍ଧ୍ୟାରୁ ରାତି ମତୁଆଲା ହୋଇଉଠିଥିଲା। ବଲିଉଡ୍‌ର ଦୁଇ ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ ଓ ଅଲ୍‌କା ୟାଗ୍‌ନିକ୍‌ଙ୍କ ଉପସ୍ଥିତି ଭୁବନେଶ୍ୱର ଲାଇଭ୍‌କୁ ଆହୁରି ରଙ୍ଗିନ କରିଦେଇଥିଲା।…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରିବେ ପୁରୁଷ

ଭୁବନେଶ୍ୱର, ୨୩।୧(ବ୍ୟୁରୋ):ରାଜ୍ୟର ପ୍ରଥମ ଓ ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀରେ ପୁରୁଷଙ୍କୁ ଏବେ ପିଏଚ୍‌ଡି କରିବାର ସୁଯୋଗ ଦିଆଯିବ। ପୁଣି ବିଶ୍ୱବିଦ୍ୟାଳୟର ପୁରୁଷ ଅଧ୍ୟାପକମାନେ ହିଁ ଗାଇଡ୍‌ କରିବେ। ଏହାକୁ ନେଇ ଏବେ ଛାତ୍ରୀ ଓ ଶିକ୍ଷାବିତ୍‌ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।…

ଡିଗ୍ରୀ କଲେଜର ଏକାଡେମିକ୍‌ ଅଡିଟ୍‌ ହେବ

ଭୁବନେଶ୍ୱର, ୨୩।୧(ବ୍ୟୁରୋ):ରାଜ୍ୟରେ ଖୁବ୍‌ଶୀଘ୍ର ଡିଗ୍ରୀ କଲେଜରେ ଏକାଡେମିକ୍‌ ଅଡିଟ୍‌ ଆରମ୍ଭ ହେବ। ସରକାରୀ, ଅନୁଦାନପ୍ରାପ୍ତ କଲେଜ ସମେତ ସ୍ବୟଂଶାସିତ କଲେଜଗୁଡ଼ିକରେ ଏହି ଅଡିଟ୍‌ କରାଯାଇ ୩ ମାସ(ଏପ୍ରିଲ ଶେଷ ସୁଦ୍ଧା) ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ…

ୟୁଟ୍ୟୁବ୍‌ ଦେଖାଇଲା ରୋଜଗାର ବାଟ

ପିପିଲି,୨୩।୧(ଡି.ଏନ୍‌.ଏ.):ନିମାପଡ଼ା ଅଞ୍ଚଳର ଯୁବଚାଷୀ ପରେଶ ଗୁରୁ। ସେ ଜଣେ ଡ୍ରାଇଭର ହୋଇଥିବାବେଳ ୟୁଟ୍ୟୁବ ଦେଖି ଚାଷକୁ ପେସା ଭାବରେ ଗ୍ରହଣ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ସେ ଅଳ୍ପ ଜମିରେ କିଭଳି ଚାଷ କରାଯାଇ ପାରିବ, ସେନେଇ ପରୀକ୍ଷାମୂଳକ ଭାବରେ କଞ୍ଚା କଳା…

ଗ୍ଲୋରି କୁଇନ୍‌ ମୁକୁଟ ପିିନ୍ଧିଲେ ପୂଜା ବିଶ୍ବାସ

ପୁରୀ ଅଫିସ,୨୩ା୧:ଶ୍ରୀକ୍ଷେତ୍ରର ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ବିତ କେନ୍ଦ୍ର ଆନୁକୂଲ୍ୟରେ ୩ଦିନ ଧରି ବେଳାଭୂମିରେ ଚାଲିଥିବା ‘ଗ୍ଲୋରି ଫେଷ୍ଟ-୨୦୨୩’ ରବିବାର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ମନ୍ତ୍ରୀ ରୀତା ସାହୁ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ କାର୍ଯ୍ୟକାରୀ…

ୟୁପିର ସବୁ ଆସନରେ ଭାଜପା ହାରିବ: ଅଖିଳେଶ

ଲକ୍ଷ୍ନୌ,୨୩।୧ : ୨୦୨୪ ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶର ସମସ୍ତ ୮୦ ଆସନରେ ଭାଜପା ନିଶ୍ଚୟ ପରାଜୟର ସ୍ବାଦ ଚାଖିବ ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ରବିବାର କହିଛନ୍ତି। ଉତ୍ତରପ୍ରଦେଶକୁ ଆଗାମୀ ୫୦ ବର୍ଷ ଯାଏ ଭାଜପା ଶାସନ…

ପିଚୁ କଲେ, ଖୋଳିଦେଲେ

ଭୁବନେଶ୍ୱର,୨୩।୧(ବ୍ୟୁରୋ):ରବି ଟକିଜ୍‌ରୁ ଭାସ୍କରେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଦୀର୍ଘଦିନ ଧରି ଅସଜଡ଼ା ହୋଇ ପଡ଼ିରହିଥିଲା। ବର୍ଷ ବର୍ଷ ଧରି ଖାଲଖମା, ଧୂଳି ଭିତରେ ଲୋକେ ଯିବା ଆସିବା କରୁଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଥିଲା। ହେଲେ ହକି ବିଶ୍ୱକପ୍‌ ପାଇଁ…

ସହର ଗଳିରେ ଆବର୍ଜନା ଦୁର୍ଗନ୍ଧ

ଭୁବନେଶ୍ୱର,୨୩।୧(ବ୍ୟୁରୋ):ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରର ସୌନ୍ଦଯର୍‌ୟକରଣକୁ ଗୁରୁତ୍ୱ ଦିଆଯାଉଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ କୁହାଯାଉଛି। ସହରର ବାସ୍ତବ ଚିତ୍ର କିନ୍ତୁ କିଛି ଭିନ୍ନ କଥା ବଖାଣୁଛି। ରାଜଧାନୀର ପ୍ରମୁଖ ରାସ୍ତା ଓ ଛକଗୁଡ଼ିକୁ ବାଦ୍‌ଦେଲେ ଅଧିକାଂଶ ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?