Home

ରେରା ନିୟମ ଉଲ୍ଲଂଘନ କରି ଆପାର୍ଟମେଣ୍ଟ

ରାୟଗଡ଼ା ଅଫିସ,୨୧ା୧୧:ରାୟଗଡ଼ା ସହରରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଗୃହ ନିର୍ମାଣ ପାଇଁ ସ୍ଥାନର ଅଭାବ ଦେଖାଦେଇଛି। ଫଳରେ ସହରରେ ଆପାର୍ଟମେଣ୍ଟର ଚାହିଦା ବଢ଼ୁଛି। ୫ ବର୍ଷ ମଧ୍ୟରେ ରାୟଗଡ଼ା ସହରରେ ୩୦ରୁ ଊର୍ଦ୍ଧ୍ୱ ଆପାର୍ଟମେଣ୍ଟ ନିର୍ମାଣ ହୋଇଛି। ଏଥିସହ ଏବେ ସହର…

ଉଗ୍ରତାରା ପୀଠ ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ୫-ଟି ସଚିବ ଭି.କେ ପାଣ୍ଡିଆନ ସୋମବାର ଖୋର୍ଦ୍ଧା ଜିଲା ବାଣପୁରର ପ୍ରସିଦ୍ଧ ମା’ ଭାଗବତୀ ମନ୍ଦିରର ଏବଂ ଟାଙ୍ଗୀର ମା’ ଉଗ୍ରତରା ମନ୍ଦିର ପରିଦର୍ଶନ କରିଛନ୍ତି। ମା’ ଭାଗବତୀ ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତିକ୍ଷେତ୍ର। ଯାହା ୯ମ ଶତାବ୍ଦୀରେ…

ବିଧାୟକଙ୍କ ନାଁରେ ବଳାତ୍କାର ମାମଲା ରୁଜୁ

ଭୋପାଳ,୨୧।୧୧: ମଧ୍ୟପ୍ରଦେଶର ଧାର ଜିଲାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଉମଙ୍ଗ ସିଙ୍ଗାରଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ ହୋଇଛି। ଜଣେ ୩୮ ବର୍ଷୀୟା ମହିଳା ନୌଗାଓଁ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ମହିଳା ଜଣକ ନିଜକୁ ଉମଙ୍ଗଙ୍କ ସ୍ତ୍ରୀ…

କୋରେଇ ଟ୍ରେନ୍‌ ଦୁର୍ଘଟଣା: ଆର୍ଥିକ ସହାୟତା ଘୋଷଣା କଲେ କେନ୍ଦ୍ର ରେଳମନ୍ତ୍ରୀ

ନୂଆଦିଲ୍ଲୀ,୨୧ା୧୧: ଯାଜପୁରର କୋରେଇ ଷ୍ଟେଶନରେ ଏକ ମାଲ୍‌ବାହୀ ଟ୍ରେନ୍‌ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୃତ ବ୍ୟକ୍ତିମାନଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ ଟୁଇଟ୍‌ କରି ମୃତ ବ୍ୟକ୍ତିମାନଙ୍କ ପରିବାର ପ୍ରତି ସମବେଦନା…

ପୁଣି ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିଲା

ମୁମ୍ବାଇ,୨୧।୧୧:ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି। ମହାରାଷ୍ଟ୍ର ସାଇବର ପୋଲିସ ପୋର୍ନଗ୍ରାଫୀ ମାମଲାରେ ରାଜ କୁନ୍ଦ୍ରା, ମଡେଲ ଶାର୍ଲିନ ଚୋପ୍ରା ଏବଂ ପୁନମ ପାଣ୍ଡେଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ସାଇବର…

ମଧୁମେହର ଆୟୁର୍ବେଦୀୟ ଉପଚାର

ମଧୁମେହ ବା ଡାଇବେଟିସ୍‌! ଏହା ଏକ ଭୟଙ୍କର ରୋଗର ନାମ, ଯିଏ କି ନୀରବ ଘାତକ ସଦୃଶ ଅନ୍ୟାନ୍ୟ ରୋଗ ଯଥା ଉଚ୍ଚ ରକ୍ତଚାପ, ଚକ୍ଷୁ, କିଡ୍‌ନୀ, ଲିଭର, ହାର୍ଟଜନିତ ସମସ୍ୟାକୁ ଆମନ୍ତ୍ରଣ କରିଥାଏ। ବର୍ତ୍ତମାନ ଆମ ଦେଶକୁ ‘ଡାଇବେଟିସ୍‌ର ରାଜଧାନୀ’…

ଗ୍ରହାଣୁ ସଂଘର୍ଷରୁ ପୃଥିବୀକୁ ସୁରକ୍ଷା

ସୌରଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଝିରେ ଅନେକ କ୍ଷୁଦ୍ର ପିଣ୍ଡ ସୂର୍ଯ୍ୟଙ୍କୁ ପରିକ୍ରମା କରୁଛନ୍ତି। ପ୍ରତ୍ୟେକ ପିଣ୍ଡକୁ ‘ଗ୍ରହାଣୁ’ ବୋଲି କୁହାଯାଏ ଏବଂ ଏହି ଅଞ୍ଚଳକୁ ଗ୍ରହାଣୁ ବଳୟ କୁହାଯାଏ। ଇଟାଲୀର ଜ୍ୟୋତିର୍ବିଦ୍‌ ଗିଉସେପେ ପିଆଜ୍ଜି ୧୮୦୧ ମସିହା…

ସୁକିନ୍ଦାରୁ ଦର୍ପଣିକୁ ଗଲା ମେଗା ନର୍ସରୀ

ଯାଜପୁର ଅଫିସ,୨୧ା୧୧: ଯାଜପୁର ଜିଲା ସୁକିନ୍ଦା ମେଗା ନର୍ସରୀ ପ୍ରକଳ୍ପ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଛନ୍ଦି ହେବାପରେ ବଡ଼ଚଣା ବ୍ଲକ ଦର୍ପଣି ଫାର୍ମକୁ ସ୍ଥାନାନ୍ତରଣ ହୋଇଛି। ସେଠାରେ ଆବଶ୍ୟକ ଭିତ୍ତିଭୂମି ତିଆରି କରି ପ୍ରାୟତଃ କାମ ଆରମ୍ଭ ହୋଇଥିବା ସୂଚନା…

ସତ ହେଲା ରୋହିତ ଶର୍ମାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଶତକ ହାସଲ କରିଛନ୍ତି ସୂର୍ଯ୍ୟକୁମାର ଯାଦବ। ମାଉଣ୍ଟ ମାଙ୍ଗାନୁଇରେ ଖେଳାଯାଇଥିବା ମ୍ୟାଚରେ ସେ ୫୧ ବଲରେ ୧୧୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ଇନିଂସ ସହିତ ସୂର୍ଯ୍ୟକୁମାର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨ଟି…

୪୦୦ କୋଠରୀ ବିଶିଷ୍ଟ ଭବ୍ୟ ମହଲରେ ରହୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଗ୍ବାଲିୟର,୨୧।୧୧ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜଣେ ଭଲ ନେତା ଭାବେ ଗଣାଯାଏ। ସେ ଗ୍ବାଲିୟରର ରାଜକୀୟ ପରିବାରର ବଂଶଧର ଭାବରେ ମଧ୍ୟ ଜଣାଶୁଣା। ରୟାଲ ପରିବାରରୁ ଆସିଥିବା ଜ୍ୟୋତିରାଦିତ୍ୟଙ୍କର ପ୍ରାସାଦ ଅତି ସୁନ୍ଦର ଏବଂ ଭବ୍ୟ। ସେ ରହୁଥିବା ଏହି ପ୍ରାସାଦ…

୯ ମାସରେ ରୁଷିଆ ମାଡ଼ କରିଛି ୪୭୦୦ରୁ ଅଧିକ କ୍ଷେପଣାସ୍ତ୍ର: ଜେଲେନେସ୍କିଙ୍କ ଅଭିଯୋଗ…

କ୍ୱିଭ୍‌,୨୧।୧୧ : ନଅ ମାସ ଧରି ଚାଲିଥିବା ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ନହୋଇ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ତାଙ୍କ ଦେଶର ବିନାଶର କାହାଣୀ ବର୍ଣ୍ଣନା କରୁଥିବାବେଳେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି ଯେ ନଅ…

ଯେ ପର୍ଯ୍ୟନ୍ତ ଅଛି ଅନୁମତି ଦେବି ନାହିଁ, କେରଳ ସରକାରଙ୍କୁ ତାଗିଦ୍‌ କଲେ ରାଜ୍ୟପାଳ…

ଥିରୁଭାନନ୍ତପୁରମ୍‌,୨୧।୧୧ : କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାର ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏକ ସପ୍ତାହ ପୂର୍ବରୁ ରାଜ୍ୟ ସରକାର ଏହି ନିୟମରେ ସଂଶୋଧନ କରି ରାଜ୍ୟପାଳ ଆରିଫଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ପଦରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri