Posted inଜାତୀୟ

ଗଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ବାଛିଲେ ଓଡ଼ିଶା ରେଶମ ଶାଢ଼ି

ନୂଆଦିଲ୍ଲୀ,୨୬।୧: ଦେଶ ଆଜି ୭୪ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଗଡ଼ି ହୃଦୟ ଜିତିଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶାଢ଼ି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ପ୍ରାୟତଃ ରେଶମରୁ ନିର୍ମିତ ଶାଢ଼ି ପିନ୍ଧିଥାନ୍ତି। ହେଲେ ଏଥର ଗଣତନ୍ତ୍ର ଦିବସରେ ସେ ଓଡ଼ିଶା ରେଶମ ଶାଢ଼ିକୁ ବାଛିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ମୁର୍ମୁ ଶପଥ ଗ୍ରହଣ ସମାରୋହରେ ସାନ୍ତାଳୀ ଶାଢ଼ି ପିନ୍ଧିଥିଲେ।

ଗୋଲାପୀ ଏବଂ ଧଳା ରଙ୍ଗର ଶାଢ଼ି ସହ ରାଷ୍ଟ୍ରପତି ଏକ ବାଦାମୀ ରଙ୍ଗର ଶଲ୍‌ ପିନ୍ଧିଥିଲେ। କର୍ତ୍ତବ୍ୟ ପଥରେ ତାଙ୍କ ଆଗମନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସ୍ବାଗତ କରିଥିଲେ। ବାୟୁସେନା ଅଧିକାରୀ ଫ୍ଲାଇଟ ଲେଫ୍ଟନାଣ୍ଟ କୋମଲ ରାନୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିସହ ଜାତୀୟ ସଙ୍ଗୀତ ବାଜିବା ସହ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯାଇଥିଲା।

ସେହିଭଳି ପ୍ରଧାନମନ୍ତ୍ରୀ ମୋଦି ଭାରତର ବିବିଧତାର ପ୍ରତୀକ ବହୁ ରଙ୍ଗର ରାଜସ୍ଥାନୀ ପଗଡ଼ି ପିନ୍ଧିଥିଲେ। ଏହାଛଡ଼ା ସେ ଧଳା କୁର୍ତ୍ତା ଏବଂ କଳା କୋଟ-ପ୍ୟାଣ୍ଟ ସହ ଏକ ଧଳା ଶଲ୍‌ ପିନ୍ଧିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୟ ରାଉତଙ୍କୁ ହତ୍ୟାା ଧମକ

ମୁମ୍ବାଇ,୧।୪: ମହାରାଷ୍ଟ୍ରର ରାଜ୍ୟସଭା ଏମପି ଓ ଉଦ୍ଧବ ଗ୍ରୁପର ନେତା ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ହତ୍ୟା ଧମକ ଦେଇଥିବା...

ଇତିହାସରେ ପ୍ରଥମଥର, ବଜେଟ ଭାଷଣ ସମୟରେ ବିଧାନସଭା ସ୍ଥଗିତ

ଜୟପୁର,୧୦ ।୨: ରାଜସ୍ଥାନ ବିଧାନସଭାରେ ବଜେଟ ଉପସ୍ଥାପନ ପୂର୍ବରୁ ବିରୋଧି ହଙ୍ଗାମା କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ତାଙ୍କ ତୃତୀୟ...

ଗ୍ରେଟାଙ୍କ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୪।୨: ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ବିଦେଶୀ ସେଲିବ୍ରିଟିଙ୍କ ଟ୍ବିଟ ବର୍ତ୍ତମାନ ଅନ୍ତର୍ଜାତୀୟସ୍ତରରେ ଆଲୋଚନାର ବିଷୟ ହୋଇଛି। ଆମେରିକାର ପପ୍‌ ଷ୍ଟାର ରିହାନା, ପରିବେଶ କର୍ମୀ...

ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନେଫ୍ୟୁ ରିଓ, ଉପସ୍ଥିତ ରହିବେ ମୋଦି-ଶାହା

କୋହିମା,୭ ।୩: ନାଗାଲାଣ୍ଡ ରାଜନୀତିର ବରିଷ୍ଠ ନେତା ନେଫ୍ୟୁ ରିଓ ୭ ମାର୍ଚ୍ଚ ଅର୍ଥାତ୍ ମଙ୍ଗଳବାର ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।...

ଭାଜପା-ଏଏପି କାଉନସିଲର ମୁହାଁମୁହିଁ ପରେ ମେୟର ନିର୍ବାଚନ ସ୍ଥଗିତ

ନୂଆଦିଲ୍ଲୀ,୬।୧: ଭାଜପା-ଏଏପି କାଉନସିଲର ମୁହାଁମୁହିଁ ପରେ ଶୁକ୍ରବାର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି) ମେୟର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଉଭୟେ ଉଭୟଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଲୋଗାନ...

କରୋନାର ଦୋହରା ମାଡ଼: ପୁଣି କଟକଣା, ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୨୧।୧୧: ଦେଶରେ କରୋନା ମହାମାରୀର ଦୋହରା ମାଡ଼ ଆରମ୍ଭ ହୋଇଛି। ଫଳରେ କେତେକ ରାଜ୍ୟରେ ପୁଣି କଟକଣା ଜାରି କରାଯିବା ସହିତ ଖୋଲା ଯାଇଥିବା ସ୍କୁଲକୁ...

ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ : କୋଠା ତଳେ ଚାପିହୋଇ ୭ ମୃତ

ଗୋଣ୍ଡା, ୨।୬: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲାରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣରେ ୭ ଜଣ ଆହତ...

ସ୍ବାମୀଙ୍କ ସହମତିରେ ନଣନ୍ଦଙ୍କୁ ବିବାହ କରିଥିଲେ ଭାଉଜ

ପାଟନା,୧।୩: ବିହାର ସମସ୍ତିପୁର ଜିଲାର ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହମତି କ୍ରମେ ନଣନ୍ଦଙ୍କୁ ବିବାହ କରିଥିଲେ। ଉକ୍ତ ଯୁବତୀଙ୍କୁ ତାଙ୍କ ବଡ଼ ଭଉଣୀ ଅପହରଣ...

Advertisement
Archives

Model This Week