କିମ୍ ପୁଣି ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କଲେ…
ସିଓଲ,୩୧।୧୨ : ଉତ୍ତର କୋରିଆ ପୁଣି ଥରେ ପୂର୍ବ ଅଞ୍ଚଳର ଜଳ କ୍ଷେତ୍ରରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆ ଅନୁଯାୟୀ ଉତ୍ତର କୋରିଆ ପୁଣି ସନ୍ଦିଗ୍ଧ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଉତ୍ତର କୋରିଆ ଏକ ଆନ୍ତମହାଦ୍ୱିପୀୟ ବାଲାଷ୍ଟିକ…
ଚାଇନାଠାରୁ କରୋନା ତଥ୍ୟ ପୁଣି ମାଗିଲା ବିଶ୍ୱସ୍ବାସ୍ଥ୍ୟ ସଂଗଠନ…
ଜେନେଭା,୩୧।୧୨ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। ଇତିମଧ୍ୟରେ ନୂଆ ବର୍ଷରୁ ଚାଇନା କରୋନା ସହ ଜଡିତ ତଥ୍ୟକୁ ମାସକୁ ଥରେ…
ରାତି ସାରା ୟୁକ୍ରେନ୍ରେ ଡ୍ରୋନ ଦ୍ୱାରା ଆକ୍ରମଣ କଲା ରୁଷିଆ…
କିଭ୍,୩୧।୧୨ : ରୁଷିଆ ୟୁକ୍ରେନ ଉପରେ ଏବେ ଆକ୍ରମଣ ଜୋରଦାର କରିଛି। ଏହି ସମୟ ମଧ୍ୟରେ ଏହା ସାମ୍ନାକୁ ଆସିଛି ଯେ ରୁଷିଆ ଶୁକ୍ରବାର ରାତି ସାରା ଇରାନର ଡ୍ରୋନ ସହାୟତାରେ ୟୁକ୍ରେନରେ ଆକ୍ରମଣ କରିଛି। ଏନେଇ ୟୁକ୍ରେନ କର୍ତ୍ତୃପକ୍ଷ ଏ…
ଜିନପିଙ୍ଗ ପୁଟିନଙ୍କୁ କଲେ ଆମନ୍ତ୍ରଣ…
ବେଜିଂ/ମସ୍କୋ,୩୧।୧୨ : ୟୁକ୍ରେନ ଯୁଦ୍ଧକୁ ନେଇ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ସାମ୍ନାକୁ ଆସିଥିବା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ଫୋନରେ କଥା ହୋଇଥିଲେ। ପୁଟିନ ଜିନପିଙ୍ଗଙ୍କୁ ରୁଷିଆ ପରିଦର୍ଶନ କରିବାକୁ ଆମନ୍ତ୍ରଣ କରି କହିଛନ୍ତି,…
ପ୍ରସିଦ୍ଧ ଟିଭି ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ…
ଓ୍ବାଶିଂଟନ,୩୧।୧୨ : ଭେଟେରାନ ଆମେରିକୀୟ ଟେଲିଭିଜନ ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ ଘଟିଛି। ସେ ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାରବରା ଆମେରିକୀୟ ଟେଲିଭିଜନରେ ପ୍ରମୁଖ ସାକ୍ଷାତକାରକାରୀ ଥିଲେ। ସୂଚନା ଅନୁଯାୟୀ, ପ୍ରସିଦ୍ଧ ମହିଳା ଟକ ଶୋ…
ଜାତିସଂଘରେ ଇସ୍ରାଏଲକୁ ପୁଣି ସମର୍ଥନ କଲା ଭାରତ…
ଜେନେଭା,୩୧।୧୨ : ଭାରତ ପୁଣି ଥରେ ଇସ୍ରାଏଲକୁ ସମର୍ଥନ କରିଛି। ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ଏକ ପ୍ରସ୍ତାବରେ ଭାରତ ଭୋଟ ଦାନରୁ ନିବୃତ୍ତ ହୋଇଛି। ଏଥିରେ ଇସ୍ରାଏଲର ପାଲେଷ୍ଟାଇନ ଅଞ୍ଚଳକୁ ଦୀର୍ଘ ଦିନ ଧରି ଦଖଲ କରିବା ନେଇ…
ଦୈନିକ ସଂକ୍ରମଣ-ସକ୍ରିୟ ମାମଲାକୁ ନେଇ ଚିନ୍ତାରେ ସରକାର…
ନୂଆଦିଲ୍ଲୀ, ୩୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ…
ଶିକାରୀଙ୍କୁ ଛାଡ଼ି ବେପାରୀ ପଛରେ ଅଧିକାରୀ
ବାରିପଦା ଅଫିସ/ ଉଦଳା,୩୧ା୧୨(ଡି.ଏନ୍.ଏ.): ମହାବଳ, କଲରାପତରିଆ ଓ କଳା ବାଘ ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏବେ ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଅଧିକାରୀ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଯୋଗୁ ଅନେକ ଜୀବଜନ୍ତୁଙ୍କ…
ଥାର୍ଡ ସ୍ପେସ୍ ଏଣ୍ଡୋସ୍କୋପିର ଅତ୍ୟାଧୁନିକ ଅସ୍ତ୍ରୋପଚାର ପ୍ରକ୍ରିୟା ଶିଖାଇଲେ ଡା. ମନୋଜ ସାହୁ
ଭୁବନେଶ୍ୱର, ୩୧ା୧୨ (ବ୍ୟୁରୋ): ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦିନକୁ ଦିନ ଓଡ଼ିଶାର ଖ୍ୟାତି ବଢ଼ିବାରେ ଲାଗିଛି। ବିଗତ ଦିନଗୁଡ଼ିକରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ରୋଗୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲା। ମାତ୍ର ଏବେ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ…
ରାଉରକେଲାରେ ବିମାନ ଉଡ଼ାଣର ପରୀକ୍ଷଣ
ରାଉରକେଲା ଅଫିସ,୩୧ା୧୨: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଉରକେଲାରେ ବିମାନ ଉଡ଼ାଣର ପରୀକ୍ଷଣ ସଫଳ ହୋଇଛି। ହକି ବିଶ୍ୱକପ୍ ପୂର୍ବରୁ ରାଉରକେଲା ବିମାନବନ୍ଦରରେ ୭୨ ସିଟ୍ ବିଶିଷ୍ଟ ଯାତ୍ରୀବାହୀ ବିମାନ (ଏଟିଆର-୭୨) ଅବତରଣ କରିଛି। ଏହି ବିମାନ ଶୁକ୍ରବାର ଅପରାହ୍ନ ୩ଟା…
ରାଜସ୍ଥାନର ପ୍ରଥମ ମହିଳା ବଡି ବିଲ୍ଡର
ଜୟପୁର: ଇଚ୍ଛାଶକ୍ତି ଥିଲେ ମଣିଷ ସମସ୍ତ କାର୍ଯ୍ୟ କରିପାରିବ। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ତାକୁ ପଛରେ ପକାଇ ପାର କରିଯିବ। ଏପରି କିଛି କରିଛନ୍ତି ରାଜସ୍ଥାନର ଜଣେ ମହିଳା। ପ୍ରିୟା ସିଂ ଥାଇଲାଣ୍ଡର ଇଣ୍ଟର ନ୍ୟାଶନାଲ ବଡି ବିଲ୍ଡିଂ ଚାମ୍ପିୟନ୍ଶିପ୍ରେ…
କସ୍ମେଟିକ୍ ସର୍ଜରିରୁ ମୃତ୍ୟୁ
ୱାଶିଂଟନ୍: ସୁନ୍ଦର ଦେଖାଯିବା ପାଇଁ ଆମେରିକାର ଜଣେ ମହିଳା ତାଙ୍କ କସ୍ମେଟିକ୍ ସର୍ଜରି କରିଥିଲେ। କିନ୍ତୁ କିଛିଦିନ ମଧ୍ୟରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଚିକାଗୋର ମହିଳା ସୁକ୍ରେତା ଟାଲିବର୍ ତାଙ୍କ କସ୍ମେଟିକ୍ ସର୍ଜରି ପାଇଁ ୧୨ ଡିସେମ୍ବରରେ ହସ୍ପିଟାଲରେ…
Archives


