Posted inଖେଳ

ଟି୨୦ ଟିମ୍‌ରୁ ଇଶାନଙ୍କୁ ବାହାର କରିବା ସମୟ ଉପନୀତ !

ନୂଆଦିଲ୍ଲୀ,୨୮।୧: କ୍ରମାଗତ ଭାବେ ନିରାଶାଜନକ ପ୍ରଦର୍ଶନ କରୁଛନ୍ତି ଭାରତୀୟ ଟିମ୍‌ର ଯୁବ ଓପନର୍‌ ଇଶାନ କିଶନ। ବାଲାଂଦେଶ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ସେ ଦ୍ୱିଶତକ ମାରିଥିଲେ ହେଁ ଟି୨୦ରେ ତାଙ୍କ ପ୍ରଦର୍ଶନ ଖରାପ ରହି ଆସୁଛି। ଗତ ୧୦ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ଅର୍ଦ୍ଧଶତକ ବି ମାରି ନାହାନ୍ତି। ଏହି ମ୍ୟାଚ୍‌ରେ ତାଙ୍କର ସର୍ବାଧିକ ସ୍କୋର ୩୭ ରନ୍‌ର ଥିବା ବେଳେ ସେ ମାତ୍ର ୧୩୮ ରନ୍‌ କରିଛନ୍ତି। କ୍ୟାରିୟର ବିଷୟରେ କହିଲେ ସେ ମୋଟ ୨୫ ଟି୨୦ ମ୍ୟାଚ୍‌ ଖେଳିଥିବା ବେଳେ ସେଥିରେ ୬୩୩ ରନ୍‌ କରିଛନ୍ତି। ଏହାକୁ ଦେଖିଲେ ତାଙ୍କୁ ଟି୨୦ ଟିମ୍‌ରୁ ବାହାର କରିବା ସମୟ ଆସିଛି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ବର୍ଷା: ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବାତିଲ

ନଟିଂହାମ,୧୩।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ବର୍ଷା କେବଳ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୁହଁ ପ୍ରଶଂସକଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କରାଣ ହୋଇଛି। ବର୍ଷା ଯୋଗୁଁ ବିଶ୍ୱକପ୍‌ର...

ନଦିମଙ୍କ ଟେଷ୍ଟ ପଦାର୍ପଣ: ଟସ୍‌ ଜିତି ଭାରତର ବ୍ୟାଟିଂ

ରାଞ୍ଚି,୧୯।୧୦(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଝାଡଖଣ୍ଡ ବାମହାଦୀ ସ୍ପିନର ଶାହାବାଜ...

ସଚିନଙ୍କ ପାଇଁ ଆଜି ମୁଁ ଷ୍ଟାର: ଶୋଏବ ଅଖତର

ନୂଆଦିଲ୍ଲୀ,୧୦।୬: ପାକିସ୍ତାନର ସର୍ବୋତ୍ତମ ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଶୋଏବ ଅଖତର ଅନ୍ୟତମ। ନିଜ କ୍ୟାରିୟରରେ ସେ ନିଜର ପ୍ରଭାବୀ ବୋଲିଂ ପାଇଁ ଚର୍ଚ୍ଚାରେ ରହିଆସୁଥିଲେ। ଏବେ...

ରୟଙ୍କ ସ୍ଥାନରେ ଗୁରବାଜ୍‌

ନୂଆଦିଲ୍ଲୀ, ୮ା୩ (ପି.ଟି.)- ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଇପିଏଲ୍‌ ଲାଗି ଗୁଜରାଟ ଟାଇଟାନ୍ସ ଆଫଗାନିସ୍ତାନର ବିସ୍ଫୋରକ ଓପନର ରହମୁଲ୍ଲା ଗୁରବାଜ୍‌ଙ୍କୁ ଦଳରେ ନେବା ଯଥେଷ୍ଟ...

ଅଷ୍ଟ୍ରେଲିଆ ପାଇଁ ବିପଦ ଋଷଭ ପନ୍ଥ-କେ.ଏଲ୍‌: ଅଧିନାୟକ ପେନ୍‌

ମେଲବର୍ନ,୨୫।୧୨: ଡିସେମ୍ବର ୨୬ରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ଏହାପୂର୍ବରୁ ଘରୋଇ ଦଳ ନିଜର ହୋମଓ୍ବାର୍କ ଶେଷ କରିଛି। ମ୍ୟାଚ୍‌ ପୂର୍ବ ସନ୍ଧ୍ୟାରେ...

୨୪୨ ରନ୍‌ରେ ଅଲଆଉଟ୍‌ ଭାରତ

ଖୀଷ୍ଟଚର୍ଚ୍ଚ,୨୯ା୨- ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଶନିବାରଠାରୁ ଆରମ୍ଭ ହୋଇଯାଇଛି। ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ ଟସ୍‌ ଜିତି ପ୍ରଥମେ ବୋଲିଂ...

୧୦୦ ଅନ୍ତର୍ଜାତୀୟ ଟି୨୦ ଖେଳିଥିବା କ୍ଲବରେ ଆଲିସା ହେଲି

ସିଡ୍‌ନୀ,୩୦।୯(ପିଟି): ଗତକିଛି ବର୍ଷ ହେଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇ ରହିଥିବା ଉଇକେଟକିପର ଆଲିସା ହେଲି ସୋମବାର କ୍ୟାରିୟରର ୧୦୦ତମ ଟି୨୦...

୫ ବର୍ଷ ମଧ୍ୟରେ ପ୍ରଥମଥର କୋହଲି ସହ ଘଟିଲା ଏମିତି

ବେଙ୍ଗାଲୁରୁ,୧୩।୩: ବେଙ୍ଗାଲୁରୁରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପିଙ୍କ୍‌ ବଲ ଟେଷ୍ଟରେ ପ୍ରଶଂସକମାନେ ବିରାଟ କୋହଲିଙ୍କ ୭୧ ତମ ଶତକକୁ ଅପେକ୍ଷା କରିଥିଲେ। କିନ୍ତୁ...

Advertisement
Archives

Model This Week