ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୧।୨: ଦେଶର ପ୍ରମୁଖ ତଥା ପ୍ରିମିୟର କ୍ୟାମେରା ବ୍ରାଣ୍ଡ୍‌ ସୋନିର ନୂତନ ଉତ୍ପାଦ ‘ଏଫ୍‌ଆର୍‌-୭’ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ସିନେମା ଲାଇନରେ ସଦ୍ୟତମ ସଂଯୋଜନା ସହ ଏକ ବହୁମୁଖୀ ରିମୋଟ୍‌ କଣ୍ଟ୍ରୋଲ ଏବଂ ସିନେମାଟିକ୍‌ ଷ୍ଟୁଡିଓ, ଲାଇଭ୍‌ ପ୍ରଡକ୍ସନ ଏବଂ ଚଳଚ୍ଚିତ୍ର ନିର୍ମାଣ ସେଟିଂରେ ଖୋଲା ସୃଜନଶୀଳ ବୈଶିଷ୍ଟ୍ୟ ରହିଛି। ସେହିଭଳି ଏକ ଉଚ୍ଚ କାର୍ଯ୍ୟଦକ୍ଷତାପୂର୍ଣ୍ଣ ଫ୍ରେମ୍‌ ଫଟୋ ସେନ୍‌ସର ଏବଂ ସୋନିର ବିସ୍ତୃତ ଇ-ମାଉ ଲେନ୍ସ ରହିଛି। ଏପରିକି ଏହାର ସିନେମାଟିକ୍‌ ଲୁକ୍‌ ଏବଂ ଅପରେବିଲିଟି ମଧ୍ୟ ପ୍ରଦାନ କରେ, ଯାହା ସୋନି ଡିଜିଟାଲ ସିନେମା କ୍ୟାମେରାକୁ ଚଳଚ୍ଚିତ୍ର ନିର୍ମାଣ ଶିଳ୍ପର ସୀମାକୁ ଆଣି ଦେଇଛି ଏବଂ ବହୁମୁଖୀ ସଂଯୋଗ ଏବଂ ଦକ୍ଷ ମଲ୍ଟି କ୍ୟାମେରା ୱାର୍କ ଫ୍ଲୋ ସମର୍ଥନ ମଧ୍ୟ ପ୍ରଦାନ କରିଥାଏ। ଏ ସମ୍ପର୍କରେ ସୋନି ଇଣ୍ଡିଆର ଡିଜିଟାଲ ଇମେଜିଂ ମୁଖ୍ୟ ମୁକେଶ ଶ୍ରୀବାସ୍ତବ କହିଛନ୍ତି, ଉକ୍ତ ମଡେଲ ପ୍ରସାରଣ ଏବଂ ଲାଇଭ୍‌ ପ୍ରଡକ୍ସନ ଇଣ୍ଡଷ୍ଟ୍ରିରେ ବିଷୟବସ୍ତୁର ସିନେମାଟିକ୍‌ ଲୁକ୍‌ ଏବଂ ଅନୁଭବ ଦ୍ରୁତଗତିରେ ଏକ ଆବଶ୍ୟକତାରେ ପରିଣତ ହୋଇଛି। କାରଣ ଏହା ଏକ କାହାଣୀ ବାଢ଼ିବା ପାଇଁ ନୂତନ ମାର୍ଗ ଖୋଲୁଛି। ଏପରିକି ନୂତନ ଏଫ୍‌ଆର୍‌୭ କ୍ୟାମେରା ଉଭୟ ପିଟିଜେଡ୍‌ ଏବଂ ସିନେମାଟିକ୍‌ ବୈଶିଷ୍ଟ୍ୟ ସହ ନିଶ୍ଚିତ ଉତ୍ତର ।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ-୨୦୨୦: ମହିଳା,ଶିଶୁ ବିକାଶକୁ ପ୍ରାଧାନ୍ୟ; ଝିଅଙ୍କ ବିବାହ ବୟସ ଧାର୍ଯ୍ୟ ଲାଗି ଟାସ୍କଫୋର୍ସ

ମହିଳାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସରକାର ବଜେଟରେ ୨୮,୬୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଥିଲେ, ସରକାରଙ୍କ ‘ବେଟି...

ସାମ୍‌ସଙ୍ଗ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୬।୧: ସାମ୍‌ସଙ୍ଗ୍‌ର ନୂତନ ଉତ୍ପାଦ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ସିଇଏସ୍‌ ୨୦୨୩ ପୂର୍ବରୁ ଏହାର ନୂଆ ନିଓ କ୍ୟୁଏଲ୍‌ଇଡି, ମାଇକ୍ରୋ ଏଲ୍‌ଇଡି ଓ...

ଓଡ଼ିଶାରେ ଜିଓର ସର୍ବାଧକ ଗ୍ରାହକ

ଭୁବନେଶ୍ୱର,୧୯ ।୬: ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରି ରିଲାଏନ୍ସ ଜିଓ ୨୦୨୨ ଏପ୍ରିଲରେ ପ୍ରାୟ...

ରେଲଓ୍ବେର କାଉଣ୍ଟର ଟିକେଟ ବୁକିଂ ଶୀଘ୍ର

ନୂଆଦିଲ୍ଲୀ,୨୨।୫ : କରୋନା ମାମଲା ଥମୁ ନ ଥିବାରୁ ବର୍ତ୍ତମାନ ସାରା ଦେଶରେ ରେଳସେବା ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହୋଇପାରି ନାହିଁ। ୧୫ ଯୋଡ଼ା ସ୍ବତନ୍ତ୍ର...

କର୍ନିଙ୍ଗ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୯।୧୨:କର୍ନିଙ୍ଗ୍‌ ଇନ୍‌କର୍ପୋରେଟେଡ୍‌ ପକ୍ଷରୁ ନିକଟରେ ନୂତନ ଉତ୍ପାଦର ଉନ୍ମୋଚନ କରାଯାଇଛି। ବିଶେଷକରି ଏହାର ନୂତନ କାଚ ଉଦ୍ଭାବନ, କର୍ନିଙ୍ଗ୍‌ ଗରିଲା ଗ୍ଲାସ୍‌ ଭିକ୍ଟସ-୨ର ବଜାର ପ୍ରବେଶ...

ଟାଟାସନ୍ସ ଅଧ୍ୟକ୍ଷ ପଦବୀକୁ ଫେରିବାକୁ ଇଛା ନାହଁ:ସାଇରସ୍‌ ମିସ୍ତ୍ରି

ନୂଆଦିଲ୍ଲୀ,୬-୧: ଟାଟାସନ୍ସର ଅଧ୍ୟକ୍ଷ ପଦବୀକୁ ଫେରିବା ଲାଗି ଇଚ୍ଛା ନାହିଁ ବୋଲି ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରି ରବିବାର କହିଛନ୍ତି। କ୍ଷୁଦ୍ର ଅଂଶୀଦାର ଭାବେ ସାପୋରଜୀ...

ଗ୍ରାହକଙ୍କ ପସନ୍ଦ ପ୍ରିମିୟମ ପ୍ରଡକ୍ଟ: ସାମ୍‌ସଙ୍ଗ ଭିପି

ଭୁବନେଶ୍ୱର,୧୨-୧୦(ବ୍ୟୁରୋ): ଭାରତୀୟ ଗ୍ରାହକମାନେ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ କ୍ରୟ ବେଳେ ପ୍ରିମିୟମ ପ୍ରଡକ୍ଟକୁ ଅଧିକ ପସନ୍ଦ କରୁଛନ୍ତି। ଟିଭି, ଫ୍ରିଜ ଭଳି ପ୍ରଡକ୍ଟ କ୍ରୟ ସମୟରେ...

ରେକର୍ଡ ଭାଙ୍ଗିଲା ସେନସେକ୍ସ

ନୂଆଦିଲ୍ଲୀ,୩।୯:ଭାରତୀୟ ଷ୍ଟକ ମାର୍କେଟ କ୍ରମାଗତ ରେକର୍ଡ ଭାଙ୍ଗିବାରେ ଲାଗିଛି। ପ୍ରଥମ ଥର ପାଇଁ ସେନସେକ୍ସ ୫୮ ହଜାର ଅତିକ୍ରମ କରିଛି। ଶୁକ୍ରବାର ପ୍ରାରମ୍ଭିକ ଅଧିବେଶନରେ ସେନସେକ୍ସ...

Advertisement
Archives

Model This Week