ଦରମା ବୃଦ୍ଧି ଦାବିରେ ନର୍ସଙ୍କ ଆନ୍ଦୋଳନ
ଲଣ୍ଡନ୍, ୯।୧: ଗତ ଡିସେମ୍ବର ୧୫ରେ ବ୍ରିଟେନ୍ର ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍ଏଚ୍ଏସ୍) କର୍ମଚାରୀମାନେ ୧୦୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ଏହାର ୫ ଦିନ ପରେ ଦରମା ବୃଦ୍ଧି ଦାବିରେ ନର୍ସ ସମେତ ଅନ୍ୟ ସ୍ବାସ୍ଥ୍ୟ…
ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ
ସାଂଘାଇ, ୯।୧: ଚାଇନାରେ ଆଉଥରେ ସାଧାରଣ ନାଗରିକ ଓ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ସେଣ୍ଟ୍ରାଲ ଚାଇନାରେ ଥିବା କାଭିଡ୍-୧୯ ଆଣ୍ଟିଜେନ୍ କିଟ୍ ନିର୍ମାଣକାରୀ କମ୍ପାନୀ ଜାଇବିଓ ବିନା ନୋଟିସ୍ରେ ଅନେକ ଲୋକଙ୍କୁ ଚାକିରିରୁ ବାହାର କରିଥିବାବେଳେ ଏହାକୁ ବିରୋଧ…
ଆଉ ଦୁଇଦିନ ଥରାଇବ ଶୀତ
ଭୁବନେଶ୍ୱର,୯ା୧(ବ୍ୟୁରୋ): ସମଗ୍ର ରାଜ୍ୟରେ ଏବେ ପ୍ରବଳ ଶୀତର ଲହରି ଜାରି ରହିଛି। ତେବେ ରାଜ୍ୟରେ ଆହୁରି ଦୁଇଦିନ ଶୀତ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି। ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ…
ଲାପ୍ରୋସ୍କୋପିକ୍ ସର୍ଜରି ଜନକ ଡା. ଟେହେମ୍ଟନଙ୍କ ବିୟୋଗ
ମୁମ୍ବାଇ, ୯।୧:ଲାପ୍ରୋସ୍କୋପିକ୍ ସର୍ଜରିର ଜନକ ଭାବେ ଜଣାଯାଉଥିବା ଡା. ଟେହେମଟୋନ ଇ. ଉଦଗାଡିୟାଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ଟେହେମ୍ଟନ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୨୦୧୭ରେ ଟେହେମ୍ଟନଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା।…
କେରଳର ସ୍କୁଲ ଡ୍ରପ୍ଆଉଟ୍ ଆମେରିକାରେ ଜଜ୍
ଓ୍ବାଶିଂଟନ୍, ୯।୧: ଭାରତୀୟ ବଂଶୋଦ୍ଭବ ସୁରେନ୍ଦ୍ରନ୍ କେ. ପଟେଲ ନିକଟରେ ଆମେରିକା ଟେକ୍ସାସର ଡିଷ୍ଟ୍ରିକ୍ଟ ଜଜ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୫୧ ବର୍ଷୀୟ ସୁରେନ୍ଦ୍ରନ୍ଙ୍କ ଘର କେରଳର କାସାରଗୋଡ଼ରେ । କେରଳର ସ୍କୁଲରୁ ଡ୍ରପ୍ଆଉଟ୍ ହେବାପରେ ସୁରେନ୍ଦ୍ରନ୍ ପରିବାର ଚଳାଇବା…
କାହିଁକି ଧସୁଛି ଜୋଷୀମଠ
ନୂଆଦିଲ୍ଲୀ,୯ା୧: ଭୂସ୍ଫଳନ ପ୍ରବଣ ଜୋନ୍ ଜୋଷୀମଠରେ ଅବାଧ ନିର୍ମାଣ ସମ୍ପୃକ୍ତ ଅଞ୍ଚଳକୁ ବିପଦ ମୁହଁକୁ ଠେଲିଦେଇଛି। ଏହାର ପ୍ରତିବାଦରେ ହିଲ୍ ଟାଉନ୍ ବାସିନ୍ଦା ଗୁରୁବାର ବନ୍ଦ ପାଳନ କରିଥିଲେ। ସେମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଦୋକାନବଜାର ବନ୍ଦ ସହ ଚକା…
୪୮%ଙ୍କ ମତ ବିମାନରେ ମଦ୍ୟପାନ ସେବା ବନ୍ଦହେଉ
ନୂଆଦିଲ୍ଲୀ, ୯।୧: ଏୟାର ଇଣ୍ଡିଆ ବିମାନରେ ନିଶାସକ୍ତ ଅବସ୍ଥାରେ ନିୟନ୍ତ୍ରଣ ହରାଇ ପୁରୁଷ ଯାତ୍ରୀ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବାର ୨ଟି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଛି। ବିମାନରେ ଯାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଯାତ୍ରା…
ରାଉରକେଲା ବିମାନବନ୍ଦରରୁ ୬ଗୁଳି ଧରାପଡ଼ିଲା
ରାଉରକେଲା ଅଫିସ,୯ା୧: ରାଉରକେଲା ସହରକୁ ବିମାନସେବା ଆରମ୍ଭ ହେବାର ଦିନକ ପରେ ରବିବାର ସ୍ଥାନୀୟ ବିମାନ ବନ୍ଦରରୁ ଜଣେ ଯାତ୍ରୀଙ୍କଠାରୁ ୬ଟି ଗୁଳି ଧରାପଡିଛି। ଯାତ୍ରୀ ଜଣଙ୍କ ଜଣେ ଔଷଧ ବ୍ୟବସାୟୀ ହୋଇଥିବାବେଳେ ସେ ବିମାନରେ ଚଢ଼ିବା ପୂର୍ବରୁ ସିକ୍ୟୁରିଟି ସ୍କାନରରେ…
ଅର୍ଚ୍ଚନାଙ୍କ ବେଆଇନ ଅର୍ଥ କାରବାର ମାମଲା: ଆଜି ଚାର୍ଜଶିଟ୍ ଦାଖଲ କରିବ ଇଡି
ଭୁବନେଶ୍ୱର,୯।୧(ବ୍ୟୁରୋ): ବେଆଇନ ଅର୍ଥ କାରବାର ମାମଲାରେ ଚର୍ଚ୍ଚିତ ବ୍ଲାକ୍ମେଲର ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ବ୍ୟବସାୟିକ ସହଯୋଗୀ ଖଗେଶ୍ୱର ପାତ୍ର ଝାରପଡ଼ା ଜେଲରେ ରହିଛନ୍ତି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏହି ତିନି ଅଭିଯୁକ୍ତଙ୍କ ବିରୋଧରେ…
ଜୋଷୀମଠ ଭୂସ୍ଖଳନପ୍ରବଣ
ଡେରାଡୁନ୍/ନୂଆଦିଲ୍ଲୀ,୯ା୧: ଦେବଭୂମି ରୂପେ ପରିଚିତ ଉତ୍ତରାଖଣ୍ଡର ଛୋଟ ସହର ଜୋଷୀମଠ ଉପରେ ବଡ଼ ବିପଦ ଦେଖାଦେଇଛି। ଚମୋଲି ଜିଲାର ଏହି ଅଞ୍ଚଳରେ ଲଗାତର ଭାବେ ଘର କାନ୍ଥ ଭାଙ୍ଗିବା ସହ ରାସ୍ତା ଧସିବାରେ ଲାଗିଥିବାରୁ ରବିବାର ଏହାକୁ ‘ଭୂସ୍ଖଳନ ପ୍ରବଣ ଜୋନ୍’…
୧୦ ଡିଗ୍ରୀ ତଳେ ୨୧ ସହର ତାପମାତ୍ରା
ଭୁବନେଶ୍ୱର, ୮।୧(ବ୍ୟୁରୋ)- ରାଜ୍ୟରେ ଗତ ଦୁଇ ଦିନ ହେବ ପ୍ରବଳ ଥଣ୍ଡା ପଡ଼ିଛି। ଅଳ୍ପ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବଢ଼ିଛି। ରବିବାର ଓଡ଼ିଶାର ୨୧ଟି ସହରରେ ତାପମାତ୍ରା ୧୦ଡିଗ୍ରୀ ତଳେ ରହିଥିଲା। ଏନେଇ…
ପ୍ରସିଦ୍ଧି ଅର୍ଜନକୁ ନେଇ ଏମିତି କହିଲେ କୋହଲି
ନୂଆଦିଲ୍ଲୀ,୮।୧: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଦିନିକିଆ ଏବଂ ଟେଷ୍ଟ ସିରିଜ ପରେ ବିରାଟ କୋହଲି ବିଶ୍ରାମ ନେଉଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଦଳକୁ ଫେରିବେ। ଏହି ସିରିଜ ପୂର୍ବରୁ ସେ ଇନଷ୍ଟାଗ୍ରାମରେ…
Archives


