କେଏଫ୍ସିର କ୍ରଞ୍ଚତ୍ଏଷ୍ଟ ବ୍ଲକ୍ବଷ୍ଟର ‘ଚିଜା’
ନୂଆଦିଲ୍ଲୀ,୧୨।୧: ଅନ୍ତଃରାଷ୍ଟ୍ରୀୟ ଫୁଡ୍ ବ୍ରାଣ୍ଡ୍ କେଏଫ୍ସିର ଲୋକପ୍ରିୟ ଖାଦ୍ୟ ‘ଚିଜା’ର ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି କଲ୍ଟ ଫାଭ୍ କେଏଫ୍ସି ଚିଜା ଚଳିତ ବର୍ଷକୁ ଆହୁରି ଖୁସିମୟ କରିବ। ଏପରିକି ଏହା ଏକ ବ୍ୟାଙ୍ଗ୍ ସହ ଫେରିଛି, ଯାହା…
୨୫% ବୃଦ୍ଧି ପାଇଛି ପ୍ରତ୍ୟକ୍ଷ ଟିକସ ସଂଗ୍ରହ
ନୂଆଦିଲ୍ଲୀ,୧୨।୧: ଗତ ମାସ ଭଳି ଚଳିତ ମାସରେ ମଧ୍ୟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବୃଦ୍ଧି ପାଇଛି। ଏପରିକି ଚଳିତ ବର୍ଷ ଜାନୁୟାରୀ ୧୦ ତାରିଖ ମଧ୍ୟରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କା ଟିକସ ଆକାରରେ ଆଦାୟ କରାଯାଇଛି। ବିଶେଷ କରି…
ପ୍ରତି ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି
ବେଲଗାଭି,୧୨।୧: ୨୦୨୩ କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇ କ୍ଷମତାକୁ ଆସିଲେ ରାଜ୍ୟର ପ୍ରତି ପରିବାରକୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇ ଦିଆଯିବ। କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ବୁଧବାର ଏହା ଘୋଷଣା କରିଛନ୍ତି।…
ଆଇଏଏସ୍ ଅଫିସର, ଆର୍ଜେଡି ନେତାଙ୍କ ନାଁରେ ମାମଲା
ପାଟନା,୧୨।୧: ଜଣେ ମହିଳା ଆଇନଜୀବୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ଗଣବଳାତ୍କାର କରିବା ଅଭିଯୋଗରେ ବିହାରର ବରିଷ୍ଠ ଆଇଏଏସ୍ ଅଫିସର ସଞ୍ଜୀବ ହଂସ ଏବଂ ପୂର୍ବତନ ଆର୍ଜେଡି ବିଧାୟକ ଗୁଲାବ ଯାଦବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଇନଜୀବୀ ବଳାତ୍କାର ସମ୍ପର୍କରେ…
ଲାକ୍ଷାଦ୍ୱୀପ ଏମ୍ପିଙ୍କୁ ୧୦ ବର୍ଷ ଜେଲ
କାଭାରାଟ୍ଟି,୧୨।୧: ହତ୍ୟା ଉଦ୍ୟମ ମାମଲାରେ ଲାକ୍ଷାଦ୍ୱୀପ ଏମ୍ପି ମହମ୍ମଦ ଫୈଜଲ ଓ ଅନ୍ୟ ୪ ଜଣଙ୍କୁ ୧୦ ବର୍ଷ ଲେଖାଏ ଜେଲଦଣ୍ଡ ହୋଇଛି। ବୁଧବାର କାଭାରାଟ୍ଟି ଜିଲା ଓ ସେସନ୍ସ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏଥିସହିତ ସେମାନଙ୍କ ଉପରେ ଲକ୍ଷେ…
ମଦ ପିଇବାର ନିରାପଦ ସୀମା ନାହିଁ
ନୂଆଦିଲ୍ଲୀ,୧୨।୧(ପି.ଟି.): ମଦ ପିଇବାର କୌଣସି ନିରାପଦ ସୀମା ନାହିଁ। ଯେତେ ଅଳ୍ପ ପରିମାଣର ମଦ ପିଇଲେ ବି ଏହା ଜଣକ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି।…
ଭାରତୀୟ ବଂଶୋଦ୍ଭବ ରିଆଲିଟି ଶୋ’ ଷ୍ଟାର୍ଙ୍କୁ ୭୮ ମାସ ଜେଲ
ନ୍ୟୁୟର୍କ,୧୨।୧: ଦେଶବ୍ୟାପୀ ଟେଲିମାର୍କେଟିଂ ଜାଲିଆତି ସ୍କିମ୍ ଚଳାଇଥିବା ଭାରତୀୟ-ଆମେରିକୀୟ ରିଆଲିଟି ଟିଭି ଷ୍ଟାର ଜେନିଫର ଶାହାଙ୍କୁ ୭୮ ମାସ ଜେଲଦଣ୍ଡ ହୋଇଛି। ‘ରିଅଲ ହାଉସ୍ଓ୍ବାଇଭ୍ସ ଅଫ୍ ସଲ୍ଟ ଲେକ୍ ସିଟି’ରେ ଅଭିନୟ କରିଥିବା ୪୯ ବର୍ଷୀୟା ଶାହା ଟେଲିମାର୍କେଟିଂ ସହ ସମ୍ପୃକ୍ତ…
ଏଫ୍ସିଆଇ ଦୁର୍ନୀତି: ୫୦ ସ୍ଥାନରେ ସିବିଆଇ ଚଢ଼ାଉ
ନୂଆଦିଲ୍ଲୀ,୧୨।୧: ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ସହ ସମ୍ପୃକ୍ତ ଦୁର୍ନୀତି ମାମଲାରେ ସିବିଆଇ ବୁଧବାର ଦେଶର ୫୦ଟି ସ୍ଥାନରେ ଚଢ଼ାଉ କରି ନଗଦ ୬୦ ଲକ୍ଷ ଟଙ୍କା ଜବତ କରିଛି। ଦୁର୍ନୀତିରେ ସମ୍ପୃକ୍ତ କେତେଜଣ ଧାନ ଓ ଅଟା କଳ ମାଲିକ,…
‘ନାଟୁ ନାଟୁ’କୁ ଗୋଲ୍ଡେନ୍ ଗ୍ଲୋବ୍ ଆଓ୍ବାର୍ଡ
ଓ୍ବାଶିଂଟନ୍,୧୨।୧: ଗତବର୍ଷର ସୁପରହିଟ୍ ପାନ୍ ଇଣ୍ଡିଆ ଫିଲ୍ମ ‘ଆର୍ଆର୍ଆର୍’ର ଗୀତ ‘ନାଟୁ ନାଟୁ’କୁ ‘ଗୋଲ୍ଡେନ୍ ଗ୍ଲୋବ୍’ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବେଷ୍ଟ୍ ଅରିଜିନାଲ୍ ସଙ୍ଗ୍ କାଟାଗୋରି ପାଇଁ ଏହି ପୁରସ୍କାର ଦିଆଯାଇଥିବାବେଳେ ଏହା ହେଉଛି ଭାରତୀୟ ମନୋରଞ୍ଜନ ଜଗତ ପାଇଁ ପ୍ରଥମ…
ପୃଥିବୀ ସଦୃଶ ଗ୍ରହ ଚିହ୍ନଟକଲା ନାସା
ଓ୍ବାଶିଂଟନ୍,୧୨।୧: ମହାକାଶର ଗ୍ରହ, ଉପଗ୍ରହ ଓ ତାରକା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ବୈଜ୍ଞାନିକଙ୍କ ଅନୁସନ୍ଧାନ ଜାରି ରହିଛି। ନିକଟରେ ନାସାର ଏକ ମିଶନ୍ ମହାକାଶରେ ଅବିକଳ ପୃଥିବୀ ସଦୃଶ ଏକ…
ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
କୋଲକତା,୧୨।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜାନୁଆରୀ ୧୨ରେ ଖେଳାଯିବ। ଏହି ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ହେବ। ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ କର ବା ମର…
ସହରରେ ବଢୁଛି ଚୋରି
କେନ୍ଦୁଝର,୧୧ା୧(ସ୍ବ.ପ୍ର.): କେନ୍ଦୁଝର ସହରରେ କିଛି ଦିନ ଚୋରମାନଙ୍କର ପ୍ରାଦୁର୍ଭାବ ବୃଦ୍ଧିି ପାଇବାରେ ଲାଗିଥିବାରୁ ସହରବାସୀ ଚିନ୍ତା ବ୍ୟକ୍ତ କରିଛନ୍ତି। କେତେକ ବ୍ୟବସାୟୀ ସିିସିଟିଭି କ୍ୟାମେରାରେ କଏଦ ହୋଇଥିବା ଭିଡିଓ କ୍ଲିପ୍କୁ ନେଇ ଚୋରଙ୍କୁ ଧରିବାକୁ ଦାବି କରିଛନ୍ତି। ମାଗୁରଗାଡ଼ିଆରେ ଏକ ଲୁହା…
Archives


