ମହିଳା ଖେଳାଳିଙ୍କୁ ଧମକ ଦେଉଛି ତାଲିବାନ…
କାବୁଲ,୧୨।୧ : ଆଫଗାନିସ୍ତାନର ମହିଳା ଆଥଲେଟମାନେ କହିଛନ୍ତି ଯେ ତାଲିବାନ ବାଳିକା ଏବଂ ମହିଳାଙ୍କୁ କୌଣସି କ୍ରୀଡାରେ ଭାଗ ନେବାକୁ ବାରଣ କରିଛି। ଏହା ସହିତ କ୍ରୀଡା କ୍ଷେତ୍ରରେ ସକ୍ରିୟ ଥିବା ମହିଳା ଓ ବାଳିକାମାନଙ୍କୁ ବାରମ୍ବାର ଧମକ ଓ ନିର୍ଯାତନା…
ଚାଇନାଠାରୁ କରୋନା ତଥ୍ୟ ଲୋଡିଲେ ଡବ୍ଲୁଏଚଓ ମୁଖ୍ୟ…
ଜେନେଭା,୧୨।୧ : ବିଶ୍ୱ ସୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ଚାଇନାଠାରୁ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ମାଗିଛନ୍ତି। ଏହା ଦ୍ୱାରା ପରବର୍ତ୍ତୀ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇ ପାରିବ ବୋଲି ସେ କହିଛନ୍ତି। ଡବ୍ଲୁଏଚଓର ୱେବସାଇଟରେ ପ୍ରକାଶିତ ଟିପ୍ପଣୀ…
ବିମାନ ବନ୍ଦରରୁ ୟୁରାନିୟମ ମିଳିବା ନେଇ ଆତଙ୍କ…
ଲଣ୍ଡନ,୧୨।୧ : ପରମାଣୁ ବୋମା ତିଆରିରେ ବ୍ୟବହୃତ ୟୁରାନିୟମ ବ୍ରିଟେନର ହିଥ୍ରୋ ବିମାନବନ୍ଦରରୁ ମିଳିଥିବା ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହି ଘଟଣା ପରେ ଅନେକ ଦେଶର ଅନୁସନ୍ଧାନକାରୀ ସଂସ୍ଥାକୁ ସତର୍କ କରାଯାଇଛି। ଦାବି ହେଉଛି ଯେ ଏହି ୟୁରାନିୟମ ପ୍ୟାକେଟ…
ଓଡ଼ିଶା ସେମିଫାଇନାଲରେ
ଭୁବନେଶ୍ୱର, ୧୨ା୧(ସ୍ପୋଟର୍ସ ବ୍ୟୁରୋ): ବେଙ୍ଗାଲୁରୁଠାରେ ଚାଲିଥିବା ଜାତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ଏହାର ଅନ୍ତିମ ଲିଗ୍ ମ୍ୟାଚରେ ରାଜସ୍ଥାନକୁ ୧୨୨ ରନରେ ପରାସ୍ତ କରିବା ସହ ସେମିଫାଇନାଲରେ ପ୍ରବେଶ କରିଛି। ଲିଗ୍ ପର୍ଯ୍ୟାୟରେ ଦଳର ଏହା ହେଉଛି କ୍ରମାଗତ…
ମାଇଁ ଷ୍ଟାର୍ଟଅପ୍ ସିଜନ ୪.୦ର ଶୁଭାରମ୍ଭ
ଭୁବନେଶ୍ୱର,୧୨।୧: ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ସହଯୋଗୀ ସଂସ୍ଥା ବ୍ରିଟାନିଆ ମ୍ୟାରି ଗୋଲ୍ଡ ପକ୍ଷରୁ ବ୍ରିଟାନିଆ ମ୍ୟାରି ଗୋଲ୍ଡର ମାଇଁ ଷ୍ଟାର୍ଟଅପ୍ କ୍ୟାମ୍ପେନ୍ର ଶୁଭାରମ୍ଭ କରାଯାଇଛି। ବିଶେଷକରି ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋସତ୍ାହିତ କରିବା ପାଇଁ ‘ମାଇଁ ଷ୍ଟାର୍ଟଅପ୍ ସିଜନ-୪’ର ଶୁଭାରମ୍ଭ ସମ୍ପର୍କରେ ମଧ୍ୟ…
ଏଏସ୍ଜି ହସ୍ପିଟାଲ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ
ଭୁବନେଶ୍ୱର,୧୨।୧: ରାଜ୍ୟର ପ୍ରମୁଖ ଘରୋଇ ହସ୍ପିଟାଲ ଏଏସ୍ଜି ନେତ୍ର ଚିକିତ୍ସାଳୟ, ଭୁବନେଶ୍ୱର ପକ୍ଷରୁ ବୁଧବାର ଏକ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ଏଏସ୍ଜି ନେତ୍ର ଚିକିତ୍ସାଳୟଠାରେ ସଡ଼କ ସୁରକ୍ଷା ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଟ୍ରାଫିକ୍ ଏସିପି…
ଗୁଣାତ୍ମକ ସେବାକୁ ଉଷାର ଗୁରୁତ୍ୱାରୋପ
ଭୁବନେଶ୍ୱର,୧୨।୧: ରାଜ୍ୟର ପ୍ରମୁଖ ଘରୋଇ ଟ୍ରାଭେଲ୍ସ ସଂସ୍ଥା ଉଷା ଟ୍ରାଭେଲ୍ସ ପକ୍ଷରୁ ଏକ ୨୪ଘଣ୍ଟିଆ ଯାତ୍ରୀ ସେବା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ବିଶେଷକରି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ଉଷା ଟ୍ରାଭେଲ୍ସର ଏକ ଜାତୀୟ ଓ ଅନ୍ତର୍ଜାତୀୟ…
ଏସ୍ବିଆଇ ଭୁବନେଶ୍ୱର ମଣ୍ଡଳର ବ୍ୟବସାୟିକ ସଫଳତା
ଭୁବନେଶ୍ୱର,୧୨।୧ : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ)ର ଭୁବନେଶ୍ବର ମଣ୍ଡଳର ବ୍ୟବସାୟିକ ସଫଳତା ଏକ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛି। ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ କାରବାର ଶେଷ ସୁଦ୍ଧା ମୋଟ ବ୍ୟବସାୟିକ ସ୍ତର ୨ଲକ୍ଷ କୋଟି ଟଙ୍କା ଅତିକ୍ରମ…
ବିଓବି କଟକ କ୍ଷେତ୍ର ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ
କଟକ,୧୨।୧: ବ୍ୟାଙ୍କ ଅଫ୍ ବରୋଦା (ବିଓବି) ର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଓବି ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର ଆରମ୍ଭରେ ରାଜଭାଷା ଅଧିକାରୀ…
ଫେବୃୟାରୀ ୨୩ରେ ୫ମ ଓଟିସି
ଭୁବନେଶ୍ୱର,୧୨।୧: ରାଜ୍ୟର ପ୍ରମୁଖ ଘରୋଇ ଶିଳ୍ପ ସଂଘ ‘ହୋଟେଲ ଏବଂ ରେଷ୍ଟରାଣ୍ଟ ଆସୋସିଏଶନ ଓଡ଼ିଶା (ହାରୋ) ପକ୍ଷରୁ ଚଳିତ ବର୍ଷ ଫେବୃୟାରୀ ୨୩ରେ ଓଡ଼ିଶା ଟୁରିଜମ୍ କନ୍କ୍ଲେଭ (ଓଟିସି)ର ୫ମ ସଂସ୍କରଣ ଆୟୋଜନ କରିବାକୁ ଯାଉଛି। ଏପରିକି ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ…
ବରଫ ଆଚ୍ଛାଦିତ ରେଳ ଷ୍ଟେଶନ ଦେଖି ୟୁଜର କହିଲେ…
ପୃଥିବୀରେ ଏପରି କିଛି ସୁନ୍ଦର ସ୍ଥାନ ଅଛି, ଯାହା ସ୍ବର୍ଗଠାରୁ ବି କମ୍ ନୁହେଁ। ଏବେ ସେମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ରେଳ ମନ୍ତ୍ରଣାଳୟର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଯେଉଁଥିରେ ତୁଷାରପାତ ଉପତ୍ୟକା ଦେଇ ଯାଉଥିବା…
ବ୍ରହ୍ମପୁର ବଡ଼ବଜାରରେ ‘ଟ୍ରେଣ୍ଡସ୍’ର ଏକ୍ସକ୍ଲୁସିଭ ଷ୍ଟୋର
ଭୁବନେଶ୍ୱର,୧୨।୧: ରିଲାଏନ୍ସ ରିଟେଲର ପୋଷାକ ଏବଂ ଆସେସୋରିଜ୍ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡସ’ର ଆଉ ଏକ ଏକ୍ସକ୍ଳୁସିଭ ଷ୍ଟୋର ନିକଟରେ ବ୍ରହ୍ମପୁର ବଡ଼ବଜାରଠାରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ୭୮୦୦ବର୍ଗ ଫୁଟ୍ ପରିମିତ ସ୍ଥାନରେ ଗଢ଼ି ଉଠିଥିବା ଏହି ଅତ୍ୟାଧୁନିକ ଷ୍ଟୋରରେ ଗ୍ରାହକଙ୍କ ପାଇଁ…
Archives


