ଭାରତ ସହିତ ସମ୍ପର୍କ ଅଧିକ ସୁଫଳ ପ୍ରଦାନ କରିବ: ଆମେରିକା…
ନୂଆଦିଲ୍ଲୀ,୧୪।୧ : ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର ବିଭାଗର ସହକାରୀ ବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ କହିଛନ୍ତି ଯେ ବିଶ୍ୱର ଦୁଇ ବୃହତ୍ତମ, ଉତ୍ପାଦନକାରୀ ବାଣିଜ୍ୟ ଭାଗୀଦାରୀ ହେବାକୁ ଭାରତ ଏବଂ ଆମେରିକା ଆଗୁଆ ଅଛନ୍ତି। ଭାରତ ସହିତ ସମ୍ପର୍କ…
କମିଲା ସାପ୍ତାହିକ ସଂକ୍ରମଣ : ହାର ୦.୧୦ ପ୍ରତିଶତ…
ନୂଆଦିଲ୍ଲୀ, ୧୪।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା ବଢ଼ିଛି। ଲଗାତାର ଦୁଇ ଦିନ…
କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଦାବି କଲା ପାକିସ୍ତାନ…
ଇସଲାମାବାଦ,୧୪।୧ : ଭାରତ ସହ ବିବାଦୀୟ ସମସ୍ୟାର ସମାଧାନ ପାଇଁ ପାକିସ୍ତାନ ପୁଣି ତୃତୀୟ ପକ୍ଷର ମଧ୍ୟସ୍ଥତା ପାଇଁ ଯୋଜନା କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମୁମତାଜ ଜହରା ବଲୋଚ କହିଛନ୍ତି ଯେ ଏହି ଅଞ୍ଚଳରେ ଶାନ୍ତି ଆଣିବାରେ ବିଶ୍ୱ…
ହଜାର ହଜାର ବର୍ଷ ଧରି ଏହି ପାହାଡ଼ରେ ଲାଗୁଛି ନିଆଁ, କାରଣ ଜାଣିଲେ…
ଦୁନିଆରେ ଅନେକ ଅଜବ ସ୍ଥାନ ରହିଛି, ଯାହା ସମ୍ପର୍କରେ ସବୁ ଲୋକ ଜାଣି ନ ଥାନ୍ତି। ଏବେ ସେମିତି ଏକ ସ୍ଥାନ ବିଷୟରେ ଜାଣିବାକୁ ମିଳିଛି। ଯେଉଁଠି ପାହାଡ଼ ନିଆଁରେ ଜଳୁଛି। ଯଦିଓ ଏହି ପାହାଡ଼ ବିଷୟରେ କେହି ଅଧିକ ଜାଣି…
କଳିଙ୍ଗରେ ହକି କମ୍ପନ
ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି): ଟାଇଟଲ ଫେଭରାଇଟ ଅଷ୍ଟ୍ରେଲିଆ ଦମ୍ଦାର ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଟମ୍ କ୍ରେଗ୍ ଓ ଜେରେମି ହଓ୍ବୋର୍ଡଙ୍କ ହ୍ୟାଟ୍ରିକ ଗୋଲ ବଳରେ ଫ୍ରାନ୍ସକୁ ୮-୦ ଗୋଲରେ…
ବିନ୍ନିଙ୍କ ବିରୋଧରେ ଅଭିଯୋଗ ଖାରଜ
ନୂଆଦିଲ୍ଲୀ, ୧୪।୧(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ରୋଜର ବିନ୍ନିଙ୍କ ବିରୋଧରେ ଅଣାଯାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗକୁ ବିସିସିଆଇ ଏଥିକ୍ସ ଅଫିସର ଭିନିତ୍ ସରଣ (ଅବସରପ୍ରାପ୍ତ) ଖାରଜ କରିଦେଇଛନ୍ତି। ସଞ୍ଜୀବ ଗୁପ୍ତାଙ୍କ ଅଭିଯୋଗ ଯୁକ୍ତିଯୁକ୍ତ ନୁହେଁ। ଗୁପ୍ତା…
ହିମାଚଳ ନିକଟରୁ ହାରିଲା ଓଡ଼ିଶା
ଭୁବନେଶ୍ୱର,୧୪।୧(ସ୍ପୋଟର୍ସ ବ୍ୟୁରୋ): ନାଦାଉଁର ଅଟଳ ବିହାରୀ ବାଜପେୟୀ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ମ୍ୟାଚରେ ଓଡ଼ିଶାକୁ ପରାସ୍ତ କରିଛି ହିମାଚଳ ପ୍ରଦେଶ। ଅନ୍ତିମ ଦିନରେ ହିମାଚଳକୁ ୩୦୮ ରନ୍ ଆବଶ୍ୟକ ରହିଥିଲା। ଅଙ୍କିତ କାଲ୍ସିଙ୍କ ଅପରାଜିତ ଶତକ ଓ ରିଷି…
୫ବର୍ଷରେ ୨୫,୦୦୦ ଚାର୍ଜିଂ ପଏଣ୍ଟ
ନୂଆଦିଲ୍ଲୀ,୧୪।୧: ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଟାଟା ପାୱାର ପକ୍ଷରୁ ଇ-ଯାନ ଗ୍ରହଣୀୟତା ବଢ଼ାଇବା ଲାଗି ଆସନ୍ତା ୫ ବର୍ଷରେ ଦେଶରେ ୨୫,୦୦୦ ଇଭି ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବା ଲାଗି କମ୍ପାନୀ ରଖିଥିବା…
ଓଲାରୁ ୨୦୦ କର୍ମଚାରୀ ଛଟେଇ
ନୂଆଦିଲ୍ଲୀ,୧୪।୧: ଦେଶର ପ୍ରମୁଖ କ୍ୟାବ୍ ଏଗ୍ରିଗେଟର କମ୍ପାନୀ ଓଲା ଶୁକ୍ରବାର ତା’ର ୨୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ଜଣାପଡ଼ିଛି। ଏପରିକି ଓଲାର ଟେକ୍, ପ୍ରଡକ୍ଟ ଓ ଇଞ୍ଜିନିୟରିଂ ବିଭାଗର କର୍ମଚାରୀମାନଙ୍କୁ କମ୍ପାନୀ ଛଟେଇ କରାଯାଇଥିବା ସୂଚନା ମିଳିଛି। ବିଶେଷକରି କମ୍ପାନୀର ବିଭିନ୍ନ…
ଜେଏସ୍ପିକୁ ଗୋଲ୍ଡେନ୍ ପିକକ୍ ସିଏସ୍ଆର୍ ଆଓ୍ବାର୍ଡ
ମୁମ୍ବାଇ,୧୪।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍ପି)କୁ ନିକଟରେ ଗୋଲ୍ଡେନ୍ ପିକକ୍ ସିଏସ୍ଆର୍ ଆଓ୍ବାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ଇସ୍ପାତ ଶିଳ୍ପ କ୍ଷେତ୍ରରେ ଜେଏସ୍ପିର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍)…
ଓମିକ୍ରନ ପାଇଁ ତିଆରି ହୋଇଥିବା ଫାଇଜର ଟିକା ବ୍ରେନ ଷ୍ଟ୍ରୋକର କାରଣ ହୋଇପାରେ
ୱାଶିଂଟନ,୧୪ ।୧: ଚାଇନା ସମେତ ସାରା ବିଶ୍ୱରେ କରୋନା ମହାମାରୀ ତାଣ୍ଡବ ରଚି ଚାଲିଛି । ଏହାଠାରୁ ଦୂରେଇ ରହିବାକୁ ଟିକାକରଣକୁ ସମସ୍ତେ ଆପଣେଇ ନେଇଛନ୍ତି । ହେଲେ ଏହାରି ଭିତରେ ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ(ସିଡିସି)…
ଶେୟାର ବଜାର କାରବାରରେ ଉତ୍ସାହ
ନୂଆଦିଲ୍ଲୀ,୧୪।୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ସ୍ଥାନୀୟ ଭୌଗୋଳିକ ପରିସ୍ଥିତି ମଧ୍ୟରେ ଭାରତୀୟ ଷ୍ଟକ୍ ମାର୍କେଟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକଙ୍କ ସମ୍ପତ୍ତି ପ୍ରାୟ ୧%ରୁ ଅଧିକ ବୃଦ୍ଧି ଘଟିଛି।…
Archives


