ଅଲ୍ଟ ବାଲାଜୀରୁ ଇସ୍ତଫା ଦେଲେ ଏକତା କପୁର, ଶୋଭା

ମୁମ୍ବାଇ: ବଲିଉଡ ପ୍ରଯୋଜକ ଏକତା କପୁର ଏବଂ ତାଙ୍କ ମା’ ଶୋଭା କପୁର ଓଟିଟି ପ୍ଲାଟ୍‌ଫର୍ମ ଅଲ୍ଟ ବାଲାଜୀର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ବିବେକ କୋକା ଅଲ୍ଟ ବାଲାଜୀର ନୂତନ ମୁଖ୍ୟ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ।

Ekta Kapoor Alt Balaji, Ekta Kapoor resigned Alt Balaji, Alt Balaji New Chief, vivek Koka New head, ekta kapoor age, ekta kapoor Shows, ekta kapoor Father, Ott platform Alt Balaji, Ekta Kapoor mother Shobha, ekta kapoor serials, Ektaa R kapoor, Ektaa kapoor Alt Balaji resignation, resigned Family, resigned Popular TV Shows
ଏନେଇ ଏକତା କପୁର ତାଙ୍କ ବିବୃତ୍ତିରେ କହିଛନ୍ତି, ଆମେ ବିବେକ କୋକାଙ୍କୁ ଅଲ୍ଟ ବାଲାଜୀଙ୍କ ପରିବାରକୁ ସ୍ବାଗତ କରୁଛୁ। ଡିଜିଟାଲ ମନୋରଞ୍ଜନର ଭବିଷ୍ୟତ ଉପରେ ତାଙ୍କର ଦୃଷ୍ଟିକୋଣ ଏବଂ ପାରଦର୍ଶିତା ସହିତ ଅଲ୍ଟ ବାଲାଜୀକୁ ଆଗେଇ ନେବା ପାଇଁ ଏହା ଉପଯୁକ୍ତ ପଦକ୍ଷେପ, ଯାହା ଏହାର ପରବର୍ତ୍ତୀ ଅଭିବୃଦ୍ଧି ଏବଂ ସଫଳତା ପାଇଁ ଆଗେଇ ଆସିବ। କମ୍ପାନୀର ଦୈନନ୍ଦିନ କାର୍ଯ୍ୟ ବର୍ତ୍ତମାନ ଗ୍ରହଣ କରିବ। ଦଳ ପରିଚାଳନା କରିବ। ଅନ୍ୟ ଉଦ୍ୟୋଗ ଉପରେ ଧ୍ୟାନ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଅଲ୍ଟ ବାଲାଜୀରେ ‘ଗନ୍ଦି ବାତ୍‌’, ‘ବ୍ରେକ୍‌ ବଟ୍‌ ବ୍ୟୁଟିଫୁଲ୍‌’ ଏବଂ ‘କ୍ରାସ’ ପରି ଶୋ’ ଷ୍ଟ୍ରିମ୍‌ ହୋଇସାରିଛି। ଯଦିଓ ଏହି ସମସ୍ତ ଶୋ ଜୀ-୫ ସହଭାଗିତାରେ ହୋଇଛି। ଯାହାଫଳରେ ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚି ହେବ। ଅଭିନେତା ଜିତେନ୍ଦ୍ରଙ୍କ ଝିଅ ଏକତା କପୁର ଭାରତୀୟ ଟେଲିଭିଜନ ଇତିହାସରେ ‘ନାଗିନ’, ‘କ୍ୟୁଁ କି ଶାଶ୍‌ ଭୀ କଭି ବୋହୂ ଥୀ’, ‘ୟେ ହୈ ମହବତ୍‌’ ଏବଂ ‘କୁଣ୍ଡ୍‌ଲି ଭାଗ୍ୟ’ଭଳି ଲୋକପ୍ରିୟ ଶୋ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?