ହାତୀ ଦାନ୍ତ ଜବତ, ଜଣେ ଗିରଫ

କେନ୍ଦୁଝର,୧୧ା୨(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଘଟଗାଁ ଥାନା ମେଲାଣ ଗ୍ରାମ ନିକଟ ଏନ୍‌ଏଚ୍‌ ୨୦ ନିକଟରୁ ବନ ବିଭାଗ ଜଣେ ହାତୀ ଦାନ୍ତ ଚୋରଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୧୦.୧୬୦ କିଲୋର ଆଠ ଖଣ୍ଡ ଦାନ୍ତ ଜବତ କରିଥିବା ବେଳେ ସେଥିରୁ ଦୁଇଟି ପୂରା ଦାନ୍ତ ରହିଥିବା ବନ ବିଭାଗ ସୂଚନା ଦେଇଛି। ଗିରଫ ବ୍ୟକ୍ତି ହେଉଛନ୍ତି ମୟୂରଭଞ୍ଜ ଜିଲା କେନ୍ଦୁମୁଣ୍ଡି ଗ୍ରାମରେ ବୋଲି ଜଣାପଡ଼ିଛି। ତେବେ ଏହି ଦାନ୍ତ କେଉଁଠୁ ଆସିଲା, କେଉଁଠି ହାତୀ ଶିକାର ହୋଇଥିଲା ତାହାର ତଦନ୍ତ ବନ ବିଭାଗ କରୁଛି। ତେବେ ଗତ କିଛି ବର୍ଷ ହେଲା କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ବହୁ ସଂଖ୍ୟାରେ ହାତୀ ମୃତ୍ୟୁ ଓ ହତ୍ୟା ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଣା ସଂକ୍ରାନ୍ତି

ପଣା ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି କୁହାଯାଏ। ସୂର୍ଯ୍ୟ ଏହି ଦିନ ବିଷୁବରେଖାରେ ଅବସ୍ଥାନ କରନ୍ତି। ବର୍ଷକ ୩୬୫ ଦିନ ହେଉ ବା ୩୫୪ ଦିନ ହେଉ...

ଜୁଆଙ୍ଗଙ୍କ ବିକାଶ ପାଇଁ ଯୋଜନା

ଢେଙ୍କାନାଳ ଅଫିସ,୯।୧୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଜୁଆଙ୍ଗ ବହୁଳ ଦୁର୍ଗମ ପୁଟିପାଳ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ। ପୂର୍ବ ନିର୍ଦ୍ଧାରିତ...

ପୁରୀ @ ୫୮୬: ଦିନକରେ ସର୍ବାଧିକ ରେକର୍ଡ, ଚିହ୍ନଟ ହେଲେ ୯୦ କରୋନା ଆକ୍ରାନ୍ତ

ପୁରୀ ଅଫିସ,୨୫।୭: ପୁରୀ ଜିଲାରୁ ୯୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଦିନକରେ ସର୍ବାଧିକ ୩୦ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହାର...

ଆକ୍ରମଣ ମାମଲା:ସାନଭାଇଙ୍କୁ ମାଡ଼ ମାରି ବଡ଼ ଗଲେ ଜେଲ

ଦିଗପହଣ୍ଡ,୧୩ା୧(ଡି.ଏନ.ଏ.)-ସାନଭାଇଙ୍କୁ ମାଡ଼ ମାରିବା ଅଭିଯୋଗରେ ସୋମବାର ପୋଲିସ ଦିଗପହଣ୍ଡି ବ୍ଲକ କୁମରଡ଼ା ଗ୍ରାମ ବଡ ସାହିର ସନ୍ତୋଷ ପ୍ରଧାନଙ୍କୁ କୋର୍ଟ ଚାଲାଣ କରିଛି। ମାମଲା ନଂ....

ଭକ୍ତଙ୍କୁ ତାରାତାରିଣୀ ଯାତ୍ରା ମନା

ଛତ୍ରପୁର,୧୯।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ମା ତାରାତାରିଣୀଙ୍କ ଯାତ୍ରା ବନ୍ଦ...

ପୋଲାଭରମ୍‌: ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବ ଗୃହ କମିଟି

ଭୁବନେଶ୍ୱର,୬।୮(ବ୍ୟୁରୋ): ପୋଲାଭରମ୍‌ ପ୍ରସଙ୍ଗରେ ରାଜ୍ୟର ସ୍ବାର୍ଥ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଏ ନେଇ ଓଡ଼ିଶା ବିଧାନସଭା ପକ୍ଷରୁ ଏକ...

ବେଣା ଜଙ୍ଗଲରେ ନିଆଁ ଲାଗି ପନିପରିବା ଫସଲ ନଷ୍ଟ

ପଟ୍ଟାମୁଣ୍ଡାଇ, ୧୩ା୬(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଅନ୍ତର୍ଗତ କାକୁଡିପଲ୍ଲୀପାଳରେ ସୃଷ୍ଟି ହୋଇଥିବା ବେଣା ଜଙ୍ଗଲରେ ରବିବାର ପୂର୍ବାହ୍ନ ୧୧ଟାରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ଲକ୍ଷାଧିକ ଟଙ୍କାର...

ବିନା ସରକାରୀ ସହାୟତାରେ ବି ସଫଳ; ନେଟ୍‌ ପହଞ୍ଚାଇଛି ଟପ୍‌ରେ

ବନ୍ତଳା,୧୩।୧:  ଶିକ୍ଷିତ ନୁହନ୍ତି କି ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ବି ପାଇନାହାନ୍ତି। ତଥାପି ଆଧୁନିକ ଚାଷ କ୍ଷେତ୍ରରେ ଜିଲାର ଟପ୍‌ରେ ପହଞ୍ଚିପାରିଛନ୍ତି ଅନୁଗୋଳ ଜିଲା ବନ୍ତଳା...

Advertisement
Archives

Model This Week