Home

ବାତ୍ୟା ‘ମାଣ୍ଡୋସ’କୁ ନେଇ ଚେତାବନୀ ଜାରି

ଚେନ୍ନାଇ,୮।୧୨:ତାମିଲନାଡୁରେ ବାତ୍ୟା ‘ମାଣ୍ଡୋସ’କୁ ନେଇ ଚେତାବନୀ ଜାରି କରାଯାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ‘ମାଣ୍ଡୋସ’ ଯୋଗୁ ପ୍ରବଳ ଝଡ ତୋଫାନ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳରେ ହେବ। ଆଗାମୀ ୪୮…

ସରିଲା ୫ମ ରାଉଣ୍ଡ ଗଣତି: ଆଗରେ ଅଛନ୍ତି ବର୍ଷା

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ପୂର୍ବ ୪ଟି ରାଉଣ୍ଡରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଗୁଆ ଥିବା ବେଳେ ୫ ରାଉଣ୍ଡରେ ମଧ୍ୟ ସେ ଆଗରେ ରହିଛନ୍ତି। ଏହି…

ମିଳିମିଳା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଧର୍ମଗୁରୁଙ୍କ ସହାୟତା ଲୋଡ଼ିଲା ପ୍ରଶାସନ…

ମାଲାପୁରାମ,୮।୧୨ : କେରଳର ମାଲାପୁରାମରେ ପିଲାମାନଙ୍କ ମଧ୍ୟରେ ମିଳିମିଳା ରୋଗ ବୃଦ୍ଧି ପାଉଛି। ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ, ମାଲାପୁରମ ଜିଲାରେ ୫ ବର୍ଷରୁ କମ ବୟସର ୧.୬୦ଲକ୍ଷରୁ ଅଧିକ ପିଲା ଏମଆର ଟିକା…

ଭିଜିଲାନ୍ସ ଜାଲରେ ଟିଟଲାଗଡ଼ ରେଞ୍ଜର

ବଲାଙ୍ଗୀର ଅଫିସ,୮।୧୨: ଭିଜିଲାନ୍ସ ଜାଲରେ ରେଞ୍ଜର। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲା ଟିଟିଲାଗଡ ଜଙ୍ଗଲ ବିଭାଗର ରେଞ୍ଜର ଶିବପ୍ରସାଦ ନାଏକଙ୍କ ବାସଭବନରେ ଗୁରୁବାର ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର…

ମୈନପୁରୀରେ ଡିମ୍ପଲ ଆଗୁଆ

ମୈନପୁରୀ,୮।୧୨: ଉତ୍ତର ପ୍ରଦେଶର ମୈନପୁରୀ ଉପନିର୍ବାଚନ ପାଇଁ ଭୋଟ ଗଣନା ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ୧୦ ଗଣତି ପର୍ଯ୍ୟନ୍ତ ଭାଜପା ପ୍ରାର୍ଥୀ ରଘୁରାଜ ସିଂ ଶାକିଆଙ୍କ ବିପକ୍ଷରେ ଏସପି ପ୍ରାର୍ଥୀ ଡିମ୍ପଲ ଯାଦବ ୪୩ ହଜାରରୁ ଅଧିକ ଭୋଟ…

ପଦ୍ମପୁର ଉପନିର୍ବାଚନ: ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ୮୧୭୯ ଭୋଟ୍‌ରେ ଆଗୁଆ

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ପ୍ରଦୀପ ପୁରୋହିତଙ୍କଠାରୁ ୮୧୭୯ ଭୋଟରେ…

ଗୁଜରାଟ ନିର୍ବାଚନ: ରେକର୍ଡ ବିଜୟ ମୁହାଁ ଭାଜପା…

ଅହମଦାବାଦ,୮।୧୨ : ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳରେ ରାଜ୍ୟର ୧୮୨ ବିଧାନସଭା ଆସନ ମଧ୍ୟରୁ ୧୪୯ରେ ଭାଜପା ଆଗୁଆ ରହିଛି। ସେହିପରି ୨୦ ରେ କଂଗ୍ରେସ ଏବଂ ଏଏପି ୮ରେ ଆଗୁଆ ରହିଛି। ଅପରପକ୍ଷରେ ଅନ୍ୟାନ୍ୟ ୫ ଆସନରେ ଆଗୁଆ ରହିଛନ୍ତି।…

ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୮।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଦୈନିକ ସଂକ୍ରମଣ…

ଶର୍ମିଲା ଟାଗୋରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ହିନ୍ଦୀ ସିନେମାର ଭେଟେରାନ ଅଭିନେତ୍ରୀ ଶର୍ମିଲା ଟାଗୋର ଆଜି ୭୮ ବର୍ଷରେ ପଦାର୍ପଣ କରିଛନ୍ତି। କଶ୍ମୀର କି କଲି, ଅମର ପ୍ରେମ, ଆରାଧନା ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ଶର୍ମିଲା ଆନ୍ଧ୍ରପ୍ରଦେଶର ଏକ ହିନ୍ଦୁ ବଙ୍ଗୀୟ ପରିବାରରେ ଜନ୍ମ ହୋଇଥିଲେ।…

ହିମାଚଳରେ ରୋଚକ ସ୍ଥିତିରେ ଫଳାଫଳ…

ଶିମଲା,୮।୧୨ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ଗଣତିରେ ରାଜ୍ୟର ୬୮ ବିଧାନସଭା ଆସନ ମଧ୍ୟରୁ ଭାଜପା ୩୨ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩୨ ଆସନରେ ଆଗୁଆ…

ବିବାହ ଭୋଜିରେ ସରିଗଲା ଖାଦ୍ୟ, ବାସନ ବଜାଇ ଡିଜେର ତାଳେ ତାଳେ ନାଚିଲେ ଯୁବକ, ଭିଡିଓ ଦେଖିଲେ…

ସାଧାରଣତଃ ବିବାହ ପ୍ରୋସେଶନରେ ବରଯାତ୍ରୀମାନେ ଡିଜେର ତାଳେ ତାଳେ ନାଚିଥାନ୍ତି। କନ୍ୟା ଘରେ ପହଞ୍ଚିବା ପରେ ଭୋଜନର ବ୍ୟବସ୍ଥା ହୋଇଥାଏ। ମାତ୍ର ଏକ ବିବାହ ଭୋଜିରେ ଖାଦ୍ୟ ସରିଯିବାରୁ ଯୁବକମାନେ ଖାଲି ବାସନ ବଜାଇ ଡିଜେର ତାଳେ ତାଳେ ନାଚିଛନ୍ତି। ଯାହାର…

ଗୁଜରାଟରେ ପରାଜୟ ସ୍ବୀକାର କଲା କଂଗ୍ରେସ…

ଅହମଦାବାଦ,୮।୧୨ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନାର ପ୍ରାରମ୍ଭିକ ଗଣତିରେ ରାଜ୍ୟର ୧୮୨ ବିଧାନସଭା ଆସନ ମଧ୍ୟରୁ ୧୫୦ରେ ଭାଜପା ଆଗୁଆ ରହିଛି। ସେହିପରି ୧୯ ରେ କଂଗ୍ରେସ ଏବଂ ଏଏପି ୯ରେ ଆଗୁଆ ରହିଛି। ଅପରପକ୍ଷରେ ଅନ୍ୟାନ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri