Home

ଶାହାଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ: ଏହି ପ୍ରସଙ୍ଗରେ ହେଲା ଆଲୋଚନା

ନୂଆଦିଲ୍ଲୀ,୯।୧୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଶୁକ୍ରବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ସଂସଦ ଭବନରେ ମାନ ଶାହାଙ୍କୁ ଭେଟିବା ସହ ଅନେକ ପ୍ରସଙ୍ଗରେ ଦୁହେଁ ଆଲେଚନା କରିଥିଲେ। ପଞ୍ଜାବ ଏକ ସୀମାବର୍ତ୍ତୀ ରାଜ୍ୟ। ତେଣୁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ…

ଶେଷରେ ସାଇକେଲ ଚେନ୍‌କୁ ଡ୍ରେସ୍‌ କରି ପିନ୍ଧିଲେ ଉର୍ଫି

ମୁମ୍ବାଇ: ‘ବିଗ ବସ୍‌ ଓଟିଟି’ ପ୍ରତିଯୋଗୀ ଉର୍ଫି ଜାଭେଦ ବର୍ତ୍ତମାନ ରିୟାଲିଟି ଶୋ’ ସ୍ପ୍ଲିଟ୍‌ସଭିଲ୍ଲାରେ ନଜର ଆସିଛନ୍ତି। ଶୋ’ରେ ଉର୍ଫିଙ୍କ ବୋଲ୍ଡନେସ୍‌ ଷ୍ଟାଇଲ୍‌ ଚର୍ଚ୍ଚାକୁ ଆସିଛି। ଏମିତିରେ ବି ଉର୍ଫି ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ପୂର୍ବରୁ ଅନେକ ପ୍ରକାର ଡ୍ରେସ୍‌…

ଜଣଙ୍କ ପରେ ଜଣେ, ଅଧା ଡଜନ ଖେଳାଳି ‘ଅନ୍‌ଫିଟ୍‌’

ନୂଆଦିଲ୍ଲୀ,୯।୧୨: ଭାରତରେ ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ୍‌ ଅନୁଷ୍ଟିତ ହେବ। ଏହାକୁ ଆଉ ୧୨ ମାସରୁ କମ୍‌ ସମୟ ବାକି। ଏମିତିରେ ଭାରତୀୟ ଟିମ୍‌ର ପ୍ରସ୍ତୁତିକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। କାରଣ ବର୍ତ୍ତମାନ ଦଳର ପ୍ରସ୍ତୁତି ଶୂନ ବୋଲି…

କଂଗ୍ରେସକୁ ଝଟ୍‌କା: ମେୟର ନିର୍ବାଚନ ପୂର୍ବରୁ ୨କାଉନସିଲର ଏଏପିରେ ସାମିଲ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀରେ ନଗର ନିଗମ ନିର୍ବାଚନର ଫଳାଫଳ ଆସିବାର ତୃତୀୟ ଦିନରେ ହିଁ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ମେୟର ନିର୍ବାଚନ ପୂର୍ବରୁ ଶୁକ୍ରବାର କଂଗ୍ରେସର ୨ଜଣ କାଉନସିଲର ଦଳ ଛାଡ଼ି ଆମ ଆଦମୀ ପାର୍ଟି(ଏଏପି) ରେ ସାମିଲ ହୋଇଛନ୍ତି।…

ପ୍ରେମିକାଙ୍କ ଘରୁ ମିଳିଲା ପ୍ରେମିକଙ୍କ ଝୁଲନ୍ତା ମୃତଦେହ

ପାଟନା,୯ା୧୨: ବିହାରର ମୋତିହାରୀରେ ଜଣେ ନାବାଳକଙ୍କୁ ହତ୍ୟା କରାଯାଇଛି। ନାବାଳକଙ୍କ ମୃତଦେହ ତାଙ୍କ ପ୍ରେମିକାଙ୍କ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ମୃତଦେହ ଉଦ୍ଧାର ପରେ ଗାଁରେ ଏହି ଖବର ପ୍ରଚାରିତ ହୋଇଥିଲା। ଏହି ଘଟଣାଟି ପୂର୍ବ ଚମ୍ପାରଣ ଜିଲା ଘୋଡ଼ାସହାନ ଥାନା…

ବାତ୍ୟା ‘ମାଣ୍ଡୋସ୍‌’କୁ ନେଇ ଚେନ୍ନାଇ ଏୟାରପୋର୍ଟରୁ ବାତିଲ ହେଲା ବିମାନ

ଚେନ୍ନାଇ,୯।୧୨: ଖରାପ ପାଗ ଯୋଗୁ ତାମିଲନାଡୁର ବିମାନ ଉପରେ ପ୍ରଭାବ ପଡ଼ିଛି। ଶୁକ୍ରବାର ଚେନ୍ନାଇ ବିମାନବନ୍ଦରରେ ଖରାପ ପାଗ ଯୋଗୁ ଅନେକ ବିମାନକୁ ବାତିଲ କରାଯାଇଥିବା ଜଣାପଡ଼ିଛି। ଏନେଇ ବିମାନବନ୍ଦରର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶୁକ୍ରବାର ମଧ୍ୟରାତ୍ରିରୁ ଚେନ୍ନାଇ ଉପକୂଳ ନିକଟରେ…

୨୦୨୩ରେ ରିଲିଜ ହେବ ରାଣୀଙ୍କ ଏହି ଫିଲ୍ମ

ମୁମ୍ବାଇ: ବିବାହ ପରଠାରୁ ଫିଲ୍ମ ସ୍କ୍ରିନରେ ରାଣୀ ମୁଖାର୍ଜୀଙ୍କୁ କ୍ୱଚିତ୍‌ ଦେଖିବାକୁ ମିଳେ। ସେ ପ୍ରତି ଦୁଇ ବର୍ଷରେ କେବଳ ଗୋଟିଏ ଫିଲ୍ମ କରନ୍ତି। କିନ୍ତୁ ତାଙ୍କର ବଳିଷ୍ଠ ଅଭିନୟ ପାଇଁ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଥାନ୍ତି। ‘ବଣ୍ଟି ଔର୍‌ ବବ୍‌ଲି ୨’…

‘ଭାରତ ଆମେରିକାର କେବଳ ସହଯୋଗୀ ନୁହେଁ, ଏକ ବଡ଼ ଶକ୍ତି’

ଓ୍ବାଶିଂଟନ,୯ା୧୨: ଆମେରିକାର ହ୍ବାଇଟ୍‌ ହାଉସ ବିଶ୍ୱରେ ଭାରତର ପ୍ରଭାବ ଉପରେ ପ୍ରତିକ୍ରିୟା ରଖିଛି। ହ୍ବାଇଟ୍‌ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତ ଆମେରିକାର ସହଯୋଗୀ ହେବ ନାହିଁ ବରଂ ଅନ୍ୟ ଏକ ପ୍ରମୁଖ ଶକ୍ତି ହେବ। ସେ କହିଛନ୍ତି, ଗତ…

ଶନିବାର ବସିବ ବିଧାୟକ ଦଳର ବୈଠକ

ଅହମ୍ମଦାବାଦ,୯।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପାର ଐତିହାସିକ ବିଜୟ ହୋଇଛି। ଏହାପରେ ନୂତନ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ସପ୍ତାହରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରିବା ପାଇଁ ଭାଜପା ଯୋଜନା କରିଛି। ବର୍ତ୍ତମାନ ଦଳ ପକ୍ଷରୁ…

ବିବାହ ବାର୍ଷିକୀ ପାଳନ କଲେ ଭିକି-କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଆଜି ଅର୍ଥାତ୍‌ ଡିସେମ୍ବର ୯ରେ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ସକାଳୁ ସେମାନଙ୍କ ପ୍ରଶଂସକମାନେ ଉଭୟଙ୍କ ପୋଷ୍ଟକୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ସମସ୍ତଙ୍କର ଅପେକ୍ଷା ଶେଷ ହୋଇଛି ଏବଂ…

ନିଜ କ୍ୟାବିନେଟ ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ,୯।୧୨: ଗୁଜରାଟରେ ୧୫୬ ଆସନ ଜିତି ଭାଜପା ଏକ ଇତିହାସ ରଚିଛି। ଏହି ଐତିହାସିକ ବିଜୟ ପରେ ଏବେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏହାକୁ ନଜରରେ ରଖି ଭୂପେନ୍ଦ୍ର ପଟେଲ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରୁ…

ସ୍ବଚ୍ଛ ସାଥୀ, ସୁପରଭାଇଜରଙ୍କ ପ୍ରତିବାଦ

ଛତ୍ରପୁର,୯ା୧୨(ଡି.ଏନ୍‌.ଏ.): ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲାର ବିଭିନ୍ନ ପୌର ନିଗମ ଓ ଏନ୍‌ଏସିରେ ପରିମଳ କାମରେ ନିୟୋଜିତ ଶତାଧିକ ସ୍ବଚ୍ଛ ସାଥୀ ଓ ସୁପରଭାଇଜର ନିଜର ଦରମା ବୃଦ୍ଧି, ଚାକିରିକୁ ନିୟମିତ କରିବା, ନିଯୁକ୍ତିପତ୍ର ପ୍ରଦାନ ଆଦି ଦାବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri