ନିଜ କ୍ୟାବିନେଟ ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଭୂପେନ୍ଦ୍ର ପଟେଲ
ଅହମ୍ମଦାବାଦ,୯।୧୨: ଗୁଜରାଟରେ ୧୫୬ ଆସନ ଜିତି ଭାଜପା ଏକ ଇତିହାସ ରଚିଛି। ଏହି ଐତିହାସିକ ବିଜୟ ପରେ ଏବେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏହାକୁ ନଜରରେ ରଖି ଭୂପେନ୍ଦ୍ର ପଟେଲ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରୁ…
ସ୍ବଚ୍ଛ ସାଥୀ, ସୁପରଭାଇଜରଙ୍କ ପ୍ରତିବାଦ
ଛତ୍ରପୁର,୯ା୧୨(ଡି.ଏନ୍.ଏ.): ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲାର ବିଭିନ୍ନ ପୌର ନିଗମ ଓ ଏନ୍ଏସିରେ ପରିମଳ କାମରେ ନିୟୋଜିତ ଶତାଧିକ ସ୍ବଚ୍ଛ ସାଥୀ ଓ ସୁପରଭାଇଜର ନିଜର ଦରମା ବୃଦ୍ଧି, ଚାକିରିକୁ ନିୟମିତ କରିବା, ନିଯୁକ୍ତିପତ୍ର ପ୍ରଦାନ ଆଦି ଦାବି…
ଜି-୨୦ ଶିଖର ସମ୍ମିଳନୀ ବୈଠକରେ ସାମିଲ ହେବେ ନୀତୀଶ: ପ୍ରଧାନମନ୍ତ୍ରୀ ଡକାଇଲେ ବୈଠକ
ପାଟନା,୯।୧୨: ଆସନ୍ତା ବର୍ଷ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଯାହାର ପ୍ରସ୍ତୁତି ଏବେଠାରୁ ଆରମ୍ଭ ହେଲାଣି। ଏହାର ପ୍ରସ୍ତୁତି ସମ୍ପର୍କରେ ମତାମତ ନେବାକୁ ଭାଜପା ଶୁକ୍ରବାର ଏକ ବୈଠକ ଡକାଇଛି। ସନ୍ଧ୍ୟା ୫ଟାରେ ବସିଥିବା ଏହି ବୈଠକରେ…
୯ ଦିନରେ ପୋଲିସକୁ ୨୦୦୦ ଥର କଲ୍ କଲେ ବୃଦ୍ଧ
ଭାରତ ପରି ଅନେକ ଦେଶରେ ଅସୁବିଧା ସମୟରେ ପୋଲିସକୁ ଡାକିବାକୁ ପଡ଼ିଥାଏ। ଏଥିପାଇଁ ଜନସାଧାରଣଙ୍କୁ ସ୍ବତନ୍ତ୍ର ନମ୍ବର ପ୍ରଦାନ କରାଯାଇଥାଏ। ଯାହା ଦ୍ୱାରା ସେମାନେ ସହଜରେ ପୋଲିସକୁ ଫୋନ୍ କରି ନିଜ ସମସ୍ୟା ବିଷୟରେ କହିଥାନ୍ତି। କିନ୍ତୁ ଜାପାନର ଜଣେ ବୃଦ୍ଧ…
ଶୀତରୁ ଆରାମ ଦେବ ହିଟର ଜ୍ୟାକେଟ୍, ଦାମ୍ ରହିଛି…
ଆମ ଦେଶରେ ଅନେକ ଋତୁର ପ୍ରଭାବ ଦେଖିବାକୁ ମିଳେ। ଯେତେବେଳେ ଖରା ଆସେ, ଲୋକେ ଛତା ବ୍ୟବହାର କରନ୍ତି। ଠିକ୍ ସେମିତି ବର୍ଷା ହେଲେ ରେନ୍କୋଟ୍ର ଆବଶ୍ୟକତା ପଡ଼ିଥାଏ। ସେମିତି ଶୀତ ଋତୁରେ ପ୍ରବଳ ଥଣ୍ଡା ଯୋଗୁ ଗରମ ଦରକାର ପଡ଼େ।…
ଧାନକିଣାରେ ଅବ୍ୟବସ୍ଥା: ଚିନ୍ତାରେ ଚାଷୀ
ଦେଓଗାଁ,୯ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକର ବିଭିନ୍ନ ପାକ୍ସରେ ନା ନା ଅବ୍ୟବସ୍ଥା ମଧ୍ୟରେ ଧାନ କିଣା ଚାଲିଛି। ମିଲର୍ସ, ଧାନ ବେପାରୀ ତଥା ପାକ୍ସରେ ମଧୁଚନ୍ଦ୍ରିକାରେ ଆରମ୍ଭ ହୋଇଛି ଧାନ କିଣା। ଫଳରେ ପ୍ରକୃତ ଚାଷୀ ଏବେ ସରକାରୀ ଧାର୍ଯ୍ୟ…
ଆନିକଟ ଘାଇର ମରାମତି କାମ ଆରମ୍ଭ
ସମ୍ବଲପୁର,୮ା୧୨(ବ୍ୟୁରୋ): ମହାନଦୀର ସମ୍ବଲପୁର ଅଯୋଧ୍ୟା ସରୋବର ଆନିକଟରେ ସୃଷ୍ଟି ହୋଇଥିବା ଘାଇର ମରାମତି କାମ ଆରମ୍ଭ ହୋଇଛି। ଏଥିପାଇଁ ଓଏଚ୍ପିସି ବିଦ୍ୟୁତ୍ ଉତ୍ପାଦନ ହ୍ରାସ କରାଯାଇଛି। ଏହି ସମୟରେ ମହାନଦୀରେ ଜଳପ୍ରବାହ ମଧ୍ୟ କମ୍ ରହିଛି। ୭ଦିନ ଭିତରେ କାମ ସମ୍ପୂର୍ଣ୍ଣ…
ପୁରୁଣା ବୋର୍ଡରେ ରଙ୍ଗ ଲଗାଇ ଚପାଇବା ଉଦ୍ୟମ
ସମ୍ବଲପୁର,୯ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ପଞ୍ଚାୟତ ସମିତି ପକ୍ଷରୁ ତହସିଲ ଅଫିସ ପଛପଟେ ମିନି ଷ୍ଟାଡିୟମ ନିର୍ମାଣ କାମରେ ଅନିୟମିତତା ଅଭିଯୋଗ ହୋଇଥିଲା। ଯୁଯୁମୁରା ସରପଞ୍ଚ ବାସନ୍ତି ପ୍ରଧାନ ଓ ସମିତି ସଭ୍ୟ ଜୟନ୍ତ ପ୍ରଧାନ ବିଡିଓଙ୍କୁ ଏ ନେଇ ଅଭିଯୋଗ…
ଡଙ୍ଗରିଆ ଯୁବତୀ, ମହିଳାଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ମାଓବାଦୀ
ରାୟଗଡ଼ା ଅଫିସ,୯ା୧୨: ରାୟଗଡ଼ା ଜିଲା ନିୟମଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ଏବଂ କଲ୍ୟାଣସିଂହପୁରରେ ଠାରେ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା ଗୁରୁବାର ଦେଖିବାକୁ ମିଳିଛି। ନିୟମଗିରି ସୁରକ୍ଷା ସମିତି ସଚେତନ ଡଙ୍ଗରିଆ ଯୁବ ପରିଷଦ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଉଲ୍ଲେଖ…
ଦେଶରେ ୨୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୯।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ନୂତନ ମାମଲା ଆସିବା…
ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଯୋଧପୁର,୯।୧୨: ରାଜସ୍ଥାନର ଯୋଧପୁରର ଚଳିତ ବର୍ଷ ସବୁଠାରୁ ବଡ଼ ସିଲିଣ୍ଡର ବିସ୍ଫୋରଣର ହୃଦୟ ବିଦାରକ ଘଟଣା ଗୁରୁବାର ଶେରଗଡର ଭୁଙ୍ଗରା ଗ୍ରାମରେ ଏକ ବିବାହ ଉତ୍ସବରେ ଘଟିଛି। ଏହି ଦୁର୍ଘଟଣା ଯୋଗୁ ୬୦ ଜଣ ନିଆଁ କବଳକୁ ଆସିଯାଇଥିଲେ। ସେମାନଙ୍କ ମଧ୍ୟରୁ…
ଅମଳ ନ ସରୁଣୁ ଧାନ ଅଭାବୀ ବିକ୍ରି, ୨ ଗାଡ଼ି ଅଟକ
ଚାନ୍ଦବାଲି,୯ା୧୨(ଡି.ଏନ୍.ଏ.): ଚାଷୀମାନଙ୍କଠାରୁ ସରକାରୀ ଧାର୍ଯ୍ୟ ଦର କ୍ୱିଣ୍ଟାଲ ପ୍ରତି ୨୦୪୦ଟଙ୍କା ଦରରେ ଧାନ କ୍ରୟ ନିମନ୍ତେ ସମବାୟ ସମିତି ଓ ମହିଳା ମଣ୍ଡଳଗୁଡ଼ିକ ମାଧ୍ୟମରେ ଚାଷୀମାନଙ୍କୁ ଅନ୍ଲାଇନ ପଞ୍ଜୀକରଣ କରାଯାଇଛି। ଧାନ ଅମଳ ଆରମ୍ଭ ହେବା ମାତ୍ରେ ଭଦ୍ରକ ଜିଲା ଚାନ୍ଦବାଲିର…
Archives


