Posted inଜାତୀୟ

ଗୁଗ୍‌ଲ ଅଫିସ୍‌ ଉଡାଇ ଦେବାକୁ ଧମକ

ମୁମ୍ବାଇ,୧୩।୨: ମୁମ୍ବାଇରେ ଥିବା ଗୁଗ୍‌ଲର କାର୍ଯ୍ୟାଳୟକୁ ବୋମା ପକାଇ ଉଡାଇଦେବାକୁ ଧମକ ମିଳିଛି। ସୋମବାର ଗୁଗ୍‌ଲର କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା। କଲ କରୁଥିବା ବ୍ୟକ୍ତି ପୁଣେର ଗୁଗ୍‌ଲ ଅଫିସରେ ଏକ ବୋମା ରଖାଯାଇଥିବା କହିଥିଲେ। ଗୁଗ୍‌ଲ ଅଧିକାରୀମାନେ ତୁରନ୍ତ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ ଏବଂ ପୁଣେ ପୋଲିସ ସହିତ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଧମକ ଦେଉଥିବା ବ୍ୟକ୍ତି ତାଙ୍କ ନାମ ପନ୍ୟମ ଶିବାନନ୍ଦ। ସେ ହାଇଦ୍ରାବାଦରେ ରୁହନ୍ତି ବୋଲି କହିଥିଲେ। ଫୋନ୍‌ କଲ୍‌ ଲ୍ୟାଣ୍ଡଲାଇନ ନମ୍ବରକୁ ଆସିଥିଲା। ପୋଲିସ ଏହି ମାମଲା ସହ ଜଡିତ ସମସ୍ତ ସୂଚନା ପୁଣେ ପୋଲିସକୁ ଦେଇଛି।
ପୁଣେ ଗୁଗ୍‌ଲ ଅଫିସରୁ ପୋଲିସ ଏପର୍ଯ୍ୟନ୍ତ ସନ୍ଦେହଜନକ କିଛି ପାଇନାହିଁ। ସେପଟେ ହାଇଦ୍ରାବାଦରେ ପୋଲିସ କଲରଙ୍କୁ ଗିରଫ କରିଛି। ମୁମ୍ବାଇ ପୋଲିସର ଏକ ଟିମ ମଧ୍ୟ ତେଲେଙ୍ଗାନାରେ ଅଛନ୍ତି ଏବଂ କଲ କରୁଥିବା ବ୍ୟକ୍ତିଙ୍କୁ ମୁମ୍ବାଇକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ପୋଲିସ ଆଇପିସିର ଧାରା ୫୦୫ (୧) (ବି) ଏବଂ ୫୦୬ (୨) ଅନୁଯାୟୀ କଲ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଡଭାନୀ, ଜୋଷୀଙ୍କୁ ନିମନ୍ତ୍ରଣ ନାହିଁ

ନୂଆଦିଲ୍ଲୀ, ୨ା୮: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଲାଗି ଆସନ୍ତା ୫ ତାରିଖରେ ଭୂମିପୂଜନ ଉତ୍ସବ ଧୁମ୍‌ଧାମରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ସାପ ଲାଞ୍ଜରେ ହାତ ମାରୁଥିଲେ ଯୁବକ, ଘଟିଲା ଏମିତି

ଉନ୍ନାଓ,୧୮।୮: ଉତ୍ତର ପ୍ରଦେଶର ଉନ୍ନାଓ ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସାପ ଲାଞ୍ଜକୁ ଧରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା...

‘କଂଗ୍ରେସକୁ କେହି ହରାଇପାରିବେ ନାହିଁ, ଦଳ ନିଜକୁ ହିଁ ନିଜେ ହରାଇପାରିବ’

ଚଣ୍ଡିଗଡ,୩୦।୧: ପଞ୍ଜାବରେ ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଦଳର ନେତାଙ୍କ ମଧ୍ୟ ଆରୋପ-ପ୍ରତ୍ୟାରୋପ ଲମ୍ବିବାରେ ଲାଗିଛି। ଶିରୋମଣି ଅକାଳୀ ଦଳର ବିଧାୟକ ବିକ୍ରମ ମାଜିଠିଆ ଏବଂ...

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର: ୧୬ଦିନରେ ବଢ଼ିଛି ୧୦ଟଙ୍କା

ନୂଆଦିଲ୍ଲୀ,୬।୪: ଦେଶରେ କ୍ରମାଗତ ଭାବେ ତୈଳଦର ଆକାଶଛୁଆଁ ହେବାରେ ଲାଗିଛି। ବୁଧବାର ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ୮୦ ପଇସା ଲେଖାଏ ମହଙ୍ଗା...

ଝାଝରରେ ଆମୋନିଆ ଗ୍ୟାସ ଲିକ, ନିଶ୍ୱାସ ନେବାରେ ହେଉଛି ଅସୁବିଧା, ଅଧିକାଂଶ ଲୋକେ ହସ୍ପିଟାଲରେ ଭର୍ତ୍ତି

ଝାଝର,୨୯ ।୪: ହରିୟାଣାର ଝାଝରରେ ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ଏକ ବଡ ଅଘଟଣ ଘଟି ଯାଇଛି । ଏଠାରେ ଥିବା ବେରି ଗେଟ...

ନୂଆ ସଂସଦ ଭବନ ଉପରେ ୬.୫ ମିଟର ଉଚ୍ଚତାର ଅଶୋକ ସ୍ତମ୍ଭ, ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୧।୭: ସଂସଦ ଗୃହର ନୂତନ କୋଠାର ଛାତ ଉପରେ ୬.୫ ମିଟର ଉଚ୍ଚର ଅଶୋକ ସ୍ତମ୍ଭ ନିର୍ମାଣ କରାଯାଇଛି। ଏହାକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ପାର୍ଲାମେଣ୍ଟରେ ଚିଟ୍‌ଫଣ୍ଡ ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୨୯।୧୧(ପି.ଟି.): ଚିଟ୍‌ଫଣ୍ଡ ସଂଶୋଧନ ବିଲ୍‌ ଗୁରୁବାର ପାର୍ଲାମେଣ୍ଟରେ ଗୃହୀତ ହୋଇଛି। ୨୦ ତାରିଖରେ ଏହା ଲୋକ ସଭାର ଅନୁମୋଦନ ଲାଭ କରିଥିବାବେଳେ ଗୁରୁବାର ରାଜ୍ୟ ସଭା...

ବାହାରୁ ଆସୁ ନାହାନ୍ତି ଆତଙ୍କବାଦୀ,କଶ୍ମୀର ଯୁବବର୍ଗ ଧରୁଛନ୍ତି ବନ୍ଧୁକ,ଓମାର ଅବଦୁଲ୍ଲାଙ୍କ ବିବାଦୀୟ ମନ୍ତବ୍ୟ…

ଶ୍ରୀନଗର,୨୯।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ମିଳିତ ସୁରକ୍ଷା ବାହିନୀଙ୍କ ପକ୍ଷରୁ ଯୋଜନାବଦ୍ଧ ଭାବେ ଅପରେଶନ୍‌ ଅଲ୍‌ଆଉଟ୍‌ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ପୂର୍ବତନ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week